ଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ
Theଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ ବ୍ରିଟିଶ ଶାସନକାଳ ରେ ରହିଥିବା ଭାରତୀୟ ପାର୍ବତ୍ୟ ଅଞ୍ଚଳ ରେ ଥିବା ରାଜକୀୟ ରାଜ୍ୟଗୁଡିକ ଥିଲା । ଏହି ରାଜ୍ୟ ସବୁ ଉତ୍ତର ଦିଗ ରେ ସିମାଞ୍ଚଳ ରେ ଥିଲା ।
ଇତିହାସ
ରାଜକୀୟ ସମୟ ରେ ମୋଗଲ ସମ୍ଭ୍ରାଜ୍ୟ ଅଧୀନ ରେ ଥିବା କେତେକ ରାଜ୍ୟ ଅନେକ ପୂର୍ବରୁ ବ୍ରିଟିଶ ମାନଙ୍କ ଅଧୀନତା ସ୍ଵୀକାର କରିଥିବା ବେଳେ ଏହି ଅଞ୍ଚଳ ର ଦୁଇଟି ଦଳ ର ପାର୍ବତ୍ୟ ଆଞ୍ଚଳ ରାଜ୍ୟ ଖୁବ ପରେ 2 ଟି ସମର ଓ ବିଦ୍ରୋହ ପରେ ବ୍ରିଟିଶ ଅଧୀନ କୁ ଆସିଥିଲେ । ପରେ ଏହି ରାଜ୍ୟ ସବୁ କୁ ସ୍ଵାଧୀନତା ପରେ ପଞ୍ଜାବ , ହରିୟଣା ଓ ହିମାଚଳ ପ୍ରଦେଶ ଅଞ୍ଚଳ ଭାବରେ ରଖା ଯାଇଗଲା ।
ସିମଳା ପର୍ବତ୍ୟାଞ୍ଚଳ
ଅଧୀନ ରାଜ୍ୟ ଓ ଜାଗିରଦାର ସମେତ 28 ଟି ପଶ୍ଚିମ ହିମାଳୟ ରାଜ୍ୟ ସମୂହ କୁ ସିମଳା ପାର୍ବତ୍ୟ ରାଜ୍ୟ ସମୂହ[୧] କୁହାଯାଉ ଥିଲା । ଏହି ରାଜ୍ୟ ଗୁଡିକ ରାଜପୁତ ହିନ୍ଦୁ ଶାସକ[୨][୩] ମାନଙ୍କ ଦ୍ଵାରା ଶାସିତ ହଉଥିଲା । ଏହି ରାଜ୍ୟ ମାନଙ୍କର ଅଧିବାସୀ ମାନେ ମୁଖ୍ଯତଃ ହିନ୍ଦୁ ଥିଲେ ଓ କିଛି ମାତ୍ରା ରେ ବୌଦ୍ଧ ମଧ୍ୟ ରହିଥିଲେ । ସେମାନେ ହିନ୍ଦୀ , ପଞ୍ଜାବୀ , ଉର୍ଦୁ ଓ ପାରସ୍ୟ ଭାଷା ବ୍ୟବହାର୍କାରୁଥିଲେ ।
ସତଲେଜ ନଦୀ ର ଉଭୟ ପାର୍ଶ୍ଵ ରେ ଥିବା 4,800 ବର୍ଗ କିଲୋମିଟର ର ପ୍ରାୟ ତିନି ଚତୁର୍ଥାଂଶ ଅଞ୍ଚଳ ଏହି ରାଜ୍ୟ ସମୂହ ର ଅଧିକାର ରେ ଥିବା ବେଳେ ସେମାନଙ୍କୁ ରାଜା ବା ରାଣା ବା ବାଶହର ମାନେ ଶାସନ କରୁଥିଲେ । ତାହା ମଧ୍ୟ ରୁ କ୍ଷେନଦୀ ର ଠାକୁର ଓ ଦେଲାଥ ର ଠାକୁର ମୁଖ୍ୟ । ଅନ୍ୟ ଗୁଡିକ ଖୁବ କ୍ଷୁଦ୍ରକାୟ ରାଜକୀୟ ରାଜ୍ୟ ସତଲେଜ ନଦୀ ର ଆହୁରି ଦକ୍ଷିଣ ଓ ବାମ ଅଞ୍ଚଳ ରେ ରହିଥିଲେ ।ସେ ଗୁଡିକ ହେଲା ,
- ବଳଶାନ ର ରାଣା
- ବେଜା ର ଠାକୁର
- ଭାଜି ର ରାଣା
- ଭଗତ ର ରାଜକୁମାର
- ବିଳାସପୁର ର ରାଜା
- ଡାକୋଟି ର ରାଣା
- ଧାମି ର ରାଣା
- ଯୁବବଳ ରାଜ୍ୟ ର ରାଣା
- ଧାଡି ର ରାଣା , ଯାହା ଯୁବବଳର ଉପରାଜ୍ୟ ଥିଲା
- କେଔନ୍ଥାଳ ର ରାଜା
- ଗୁଣ୍ଠ ର ଜାଗିର୍ଦାର
- କୋଟି ର ରାଣା
- ମାଧାନ ର ରାଣା
- ରାତେଶ ବା କୋଟି ଦୁର୍ଗ ର ଠାକୁର
- ଥିୟଗ ର ରାଣା
- କୁନିହାର ର ରାଣା
- କୁଠାର ର ରାଣା
- ମହଲୋଗ ର ରାଣା
- ମଙ୍ଗଳ ର ରାଣା
- ନଲଗଡ ର ରାଣା
- ସଙ୍ଗରୀ ର ରାଣା ବା ରାଇ ମିଆଁ
ଥରହୋଚ ର ରାଣା
ସିମଳା ପାର୍ବତ୍ୟ ରାଜ୍ୟ ସାନୁହ ସ୍ଵାଧୀନତା ପରେ ହିମାଚଳ ପ୍ରଦେଶ ର ଅଂଶ ହେଇ ରହିଲେ ।
ପଞ୍ଜାବ ପର୍ବାଞ୍ଚଳ ରାଜ୍ୟ ସମୂହ
- ଚାମବା
- ଶିବା Ashok K. Thakur.
- ମାଣ୍ଡୀ
- ସୁକେଟ
- ତେହରି ଗର୍ହବାଳ Uttar Pradesh), entitled to an 11 gun salute
- ଇତ୍ୟାଦି
ଆଧାର ସମୂହ ଓ ସ୍ରୋତ
ବାହ୍ୟ ସଂଯୋଗ ସମୂହ
- Indian Princely States website
- Punjab State Gazetteer [then Punjab was much larger], vol. VIII, Gazetteer of the Simla Hill States 1910
- Himachal Pradesh State's official website and various links therefrom (click on map or names) to official sites of the state's districts