ପଞ୍ଜାବ ରାଜ୍ୟ ଏଜେନ୍ସି
ପଞ୍ଜାବ ରାଜ୍ୟ ଏଜେନ୍ସି ବ୍ରିଟିଶ ଶାସକ ମାନେ 1930 ମସିହା ରେ ସ୍ଥାପନ କରିଥିବା ଏକ ରାଜନୈତିକ ସଂଗଠନ । ଏହା କୁ କେନ୍ଦ୍ର ଭାରତ ଏଜେନ୍ସି ଓ ରାଜପୁଟାନା ଏଜେନ୍ସି ଢାଞ୍ଚା ରେ ଗଠନ କରାଯାଇଥିଲା । ଏହା ଉତ୍ତର ଭାରତ ରେ ଥିବା 40 ଟି ରାଜ୍ୟ ବିଷୟ ରେ ଦେଖା ରେଖା କାର୍ଯ୍ୟ କରୁଥିଲା । .[୧] [୨]
1947 ମସିହା ରେ ଏଠି ମଧ୍ୟ ରୁ କିଛି ରାଜ୍ୟ ପାକିସ୍ଥାନ ଅଦିନା ରେ ରହିବା ବେଳେ ବାକି ରାଜ୍ୟ କ୍ରମଶଃ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେଇଯାଇଥିଲେ ।
ଇତିହାସ
1814-16 ମସିହା ରେ ହେଇଥିବା ଆଙ୍ଗ୍ଲୋ- ନେପାଲୀ ଯୁଦ୍ଧ ପରେ ଉତ୍ତରାଞ୍ଚଳ ର ଅନେକ ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷ୍ୟଣ କୁ ଆସିଥିଲେ ଓ ସେମାନଙ୍କୁ ପଞ୍ଜାବ ରାଜ୍ୟ ଓ ସିମଳା ପାର୍ବତ୍ଯ ରାଜ୍ୟ ଭାବରେ ର4ଅଖା ଯାଇଥିଲା । ପରେ ସେମାନଙ୍କୁ କେବଳ ତେହରି ଗର୍ହବାଳ ରାଜ୍ୟ ଛାଡି ବାକି ସବୁ କୁ ବ୍ରିଟିଶ ର ପଞ୍ଜାବ ପ୍ରୋଭିନ୍ସ ରେ ରଖା ଯାଇଥିଲା । [୩]
ପଞ୍ଜାବ ରାଜ୍ୟ ଏଜେନ୍ସି 1933 ରେ ଗଠିତ ହେଇ ପଞ୍ଜାବ ମୂଳ ରାଜ୍ୟ ସମୂହ କୁ ସେଥିରେ ସାମିଲ କରାଗଲା ଓ ତାହାର ଦାୟିତ୍ଵ ପଞ୍ଜାବ ର ଲେଫ୍ଟନାଣ୍ଟ ଗଭର୍ଣର ଙ୍କୁ ଦିଆ ଗଲା । ସେହିପରି ସିମଳା ପାର୍ବତ୍ଯ ରାଜୟା ସମୂହ କୁ ମଧ୍ୟ ମିଶ୍ରଣ କରି ତାହାର ଦାୟିତ୍ଵ ସିମଳା ର ଉପ ଲେଫ୍ଟନାଣ୍ଟ ଗଭର୍ଣର ଙ୍କୁ ଦିଆ ଗଲା । [୪] ଏହି ଏଜେନ୍ସି ଶିମଳା ଠାରେ ଥିବା ଗଭର୍ଣର ଜେନରେଲ ଙ୍କ ଦ୍ଵାରା ପରିଚାଳିତ ହଉଥିଲା । [୫]
1947 ରେ ଦେଶ ସ୍ଵାଧୀନ ହେଲା ପରେ ଭାରତୀୟ ଅଞ୍ଚଳ ର ରାଜ୍ୟ ସବୁ ସେଥିରେ ମିଶ୍ରଣ ହେଲେ ଓ ତେହରି ଗରବାଳ ରାଜ୍ୟ ଉତ୍ତର ପ୍ରଦେଶ କୁ ଯିବା ସହ ଅନ୍ୟ ରାଜ୍ୟ ସବୁ ହିମାଚଳ ପ୍ରଦେଶ ସହ ମିଶ୍ରଣ ହେଲେ । ପରେ ଉତ୍ତରାଞ୍ଚଳ ରାଜ୍ୟ ହେଲା ବେଳକୁ ତେହରି ଗରବାଳ ସେହି ପ୍ରଦେଶ ରେ ରହିଲା ।
ରାଜକୀୟ ରାଜ୍ୟ ସମୂହ
ପଞ୍ଜାବ ରାଜ୍ୟ ଏଜେନ୍ସି
ସେଲୁଟ ରାଜ୍ୟ ସବୁ , କ୍ରମାନୁସାରେ :
- Patiala, title Maharaja, Hereditary salute of 17-guns (19-guns local)
- Bahawalpur (now in Pakistan), title Nawab, Hereditary salute of 17-guns (later promoted to 21 guns by the Pakistani president)
- Jind, title Maharaja, Hereditary salute of 13-guns (15-guns personal and local)
- Kapurthala, title Maharaja, Hereditary salute of 13-guns (15-guns personal and local)
- Nabha, title Maharaja, Hereditary salute of 13-guns (15-guns local)
- Bilaspur (Kahlur), title Raja, Hereditary salute of 11-guns
- Chamba, title Raja, Hereditary salute of 11-guns
- Faridkot, title Raja, Hereditary salute of 11-guns
- Maler Kotla (Malerkotla), title Nawab, Hereditary salute of 11-guns
- Mandi, title Raja, Hereditary salute of 11-guns
- Sirmur (Nahan), title Maharaja, Hereditary salute of 11-guns
- Suket (Sundarnagar), title Raja, Hereditary salute of 11-guns
- Loharu, title Nawab, Hereditary salute of 9-guns
ସାଲୁଟ ବିହୀନ ରାଜ୍ୟ
- ମମଦୋତ
- ପଟାଉଡି
ପୁନଶ୍ଚ ଦେଖଣା
- Political integration of India
ଆଧାର ସମୂହ
- ↑ David P. Henige (2004). Princely states of India: a guide to chronology and rulers. Orchid Press. ISBN 978-974-524-049-0.
- ↑ Princely States of India
- ↑ V. Verma, The Emergence of Himachal Pradesh: A Survey of Constitutional Developments, pp. 41-42
- ↑ John Hutchison and JP Vogel, History of Punjab Hill states; Lahore 1933
- ↑ Ramesh Chandra Bisht, International Encyclopaedia Of Himalayas, Vol. 3, p. 104