ପଞ୍ଜାବ ରାଜ୍ୟ ଏଜେନ୍ସି

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox Former Subdivision

 ପଞ୍ଜାବ ରାଜ୍ୟ ଏଜେନ୍ସି  ବ୍ରିଟିଶ ଶାସକମାନେ 1930 ମସିହାରେ ସ୍ଥାପନ କରିଥିବା ଏକ ରାଜନୈତିକ ସଂଗଠନ । ଏହାକୁ କେନ୍ଦ୍ର ଭାରତ ଏଜେନ୍ସି ଓ ରାଜପୁଟାନା ଏଜେନ୍ସି ଢାଞ୍ଚାରେ ଗଠନ କରାଯାଇଥିଲା । ଏହା ଉତ୍ତର ଭାରତରେ ଥିବା 40ଟି ରାଜ୍ୟ ବିଷୟରେ ଦେଖା ରେଖା କାର୍ଯ୍ୟ କରୁଥିଲା । .[୧] [୨]

1947 ମସିହାରେ ଏଠି ମଧ୍ୟରୁ କିଛି ରାଜ୍ୟ ପାକିସ୍ଥାନ ଅଦିନାରେ ରହିବା ବେଳେ ବାକି ରାଜ୍ୟ କ୍ରମଶଃ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେଇଯାଇଥିଲେ । 

ଇତିହାସ [ସମ୍ପାଦନା]

1814-16 ମସିହାରେ ହେଇଥିବା ଆଙ୍ଗ୍ଲୋ- ନେପାଲୀ ଯୁଦ୍ଧ ପରେ ଉତ୍ତରାଞ୍ଚଳର ଅନେକ ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷ୍ୟଣକୁ ଆସିଥିଲେ ଓ ସେମାନଙ୍କୁ ପଞ୍ଜାବ ରାଜ୍ୟ ଓ ସିମଳା ପାର୍ବତ୍ଯ ରାଜ୍ୟ ଭାବରେ ର4ଅଖା ଯାଇଥିଲା । ପରେ ସେମାନଙ୍କୁ କେବଳ ତେହରି ଗର୍ହବାଳ ରାଜ୍ୟ ଛାଡି ବାକି ସବୁକୁ ବ୍ରିଟିଶର ପଞ୍ଜାବ ପ୍ରୋଭିନ୍ସରେ ରଖା ଯାଇଥିଲା ।  [୩]

ପଞ୍ଜାବ ରାଜ୍ୟ ଏଜେନ୍ସି 1933ରେ ଗଠିତ ହେଇ ପଞ୍ଜାବ ମୂଳ ରାଜ୍ୟ ସମୂହକୁ ସେଥିରେ ସାମିଲ କରାଗଲା ଓ ତାହାର ଦାୟିତ୍ୱ ପଞ୍ଜାବର ଲେଫ୍ଟନାଣ୍ଟ ଗଭର୍ଣରଙ୍କୁ ଦିଆ ଗଲା । ସେହିପରି ସିମଳା ପାର୍ବତ୍ଯ ରାଜୟା ସମୂହକୁ ମଧ୍ୟ ମିଶ୍ରଣ କରି ତାହାର ଦାୟିତ୍ୱ ସିମଳାର  ଉପ ଲେଫ୍ଟନାଣ୍ଟ ଗଭର୍ଣରଙ୍କୁ ଦିଆ ଗଲା । [୪] ଏହି ଏଜେନ୍ସି ଶିମଳାଠାରେ ଥିବା ଗଭର୍ଣର ଜେନରେଲଙ୍କଦ୍ୱାରା ପରିଚାଳିତ ହଉଥିଲା । [୫]

1947ରେ ଦେଶ ସ୍ୱାଧୀନ ହେଲା ପରେ ଭାରତୀୟ ଅଞ୍ଚଳର ରାଜ୍ୟ ସବୁ ସେଥିରେ ମିଶ୍ରଣ ହେଲେ ଓ ତେହରି ଗରବାଳ ରାଜ୍ୟ ଉତ୍ତର ପ୍ରଦେଶକୁ ଯିବା ସହ ଅନ୍ୟ ରାଜ୍ୟ ସବୁ ହିମାଚଳ ପ୍ରଦେଶ ସହ ମିଶ୍ରଣ ହେଲେ । ପରେ ଉତ୍ତରାଞ୍ଚଳ ରାଜ୍ୟ ହେଲା ବେଳକୁ ତେହରି ଗରବାଳ ସେହି ପ୍ରଦେଶରେ ରହିଲା । 

ରାଜକୀୟ ରାଜ୍ୟ ସମୂହ [ସମ୍ପାଦନା]

ପଞ୍ଜାବ ରାଜ୍ୟ ଏଜେନ୍ସି [ସମ୍ପାଦନା]

ସେଲୁଟ ରାଜ୍ୟ ସବୁ , କ୍ରମାନୁସାରେ  :

  • Patiala, title Maharaja, Hereditary salute of 17-guns (19-guns local)
  • Bahawalpur (now in Pakistan), title Nawab, Hereditary salute of 17-guns (later promoted to 21 guns by the Pakistani president)
  • Jind, title Maharaja, Hereditary salute of 13-guns (15-guns personal and local)
  • Kapurthala, title Maharaja, Hereditary salute of 13-guns (15-guns personal and local)
  • Nabha, title Maharaja, Hereditary salute of 13-guns (15-guns local)
  • Bilaspur (Kahlur), title Raja, Hereditary salute of 11-guns
  • Chamba, title Raja, Hereditary salute of 11-guns
  • Faridkot, title Raja, Hereditary salute of 11-guns
  • Maler Kotla (Malerkotla), title Nawab, Hereditary salute of 11-guns
  • Mandi, title Raja, Hereditary salute of 11-guns
  • Sirmur (Nahan), title Maharaja, Hereditary salute of 11-guns
  • Suket (Sundarnagar), title Raja, Hereditary salute of 11-guns
  • Loharu, title Nawab, Hereditary salute of 9-guns

ସାଲୁଟ ବିହୀନ ରାଜ୍ୟ 

  • ମମଦୋତ
  • ପଟାଉଡି 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Political integration of India

ଆଧାର [ସମ୍ପାଦନା]

  1. David P. Henige (2004). Princely states of India: a guide to chronology and rulers. Orchid Press. ISBN 978-974-524-049-0.
  2. Princely States of India
  3. V. Verma, The Emergence of Himachal Pradesh: A Survey of Constitutional Developments, pp. 41-42
  4. John Hutchison and JP Vogel, History of Punjab Hill states; Lahore 1933
  5. Ramesh Chandra Bisht, International Encyclopaedia Of Himalayas, Vol. 3, p. 104