Jump to content

ସାଇଲାନା ରାଜ୍ୟ

ଉଇକିପିଡ଼ିଆ‌ରୁ
୧୮:୨୩, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sailana State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସାଇଲାନା ରାଜ୍ୟ ବ୍ରିଟିଶ ରାଜୁତି ସମୟ ରେ ଭାରତ ର ଏକ ରାଜକୀୟ ରାଜ୍ୟ ଥିଲା । [] ଏହାର ଆୟତନ 769 ବର୍ଗ କିଲୋମିଟର ଥିବା ବେଳେ ଏହା ଏକଦା ମାଲବା ଏଜେନ୍ସି ଅଧୀନ ରେ ଥିଲା । ଏହାର ଅଞ୍ଚଳ ସବୁ ରତଲାମ ରାଜ୍ୟ ର ଅଞ୍ଚଳ ସହ ମିଶି ଯାଏ । 

ଇତିହାସ 

ରତଲାମ ରାଜ୍ୟ ର ରାଜା ରତନ ସିଂହ ଙ୍କ ପ୍ରପୌତ୍ର ଜୟ ସିଂହ ଏହି ରାଜ୍ୟ ରତଲାମ ରାଜ୍ୟ ର ଅଞ୍ଚଳ ନେଇ 1736 ମସିହା ରେ ସ୍ଥାପନ କରିଥିଲେ । ଜୟା ସିଂହ ଙ୍କ ପିତା ଙ୍କୁ ତାଙ୍କ କକା ହତ୍ୟା କରିଥିଲେ । ଜୟ ସିଂହ ତାଙ୍କ ପିତା ଙ୍କ ହତ୍ୟା ର ପ୍ରତିଶୋଧ ନେବାକୁ ତାଙ୍କ କାକା ଙ୍କୁ ସଗୋଡେ ନାମକ ଅଞ୍ଚଳ ରେ ଯୁଦ୍ଧ କରି ହତ୍ୟା କରିଥିଲେ । ତାହା ପରେ ସେ ତାଙ୍କ ଭ୍ରାତା ଙ୍କ ସହ ରାଜ୍ୟ କୁ ଦୁଇ ଭାଗ କରି ଶାସନ କରୁଥିଲେ । ଜୟା ସିଂହ ଙ୍କ ରାଜଧାନୀ ପ୍ରଥମେ ରାଓଟି ଥିବା ବେଳେ ପରେ ସେ ସାଇଲାନା ସହର ସ୍ଥାପନ କରି ଏହାକୁ 1736 ମସିହା ରେ ରାଜଧାନୀ କାଲେ । ଜୟା ସିଂହ ତାଙ୍କର ଜୀବନ କାଳ ରେ 22 ଟି ଯୁଦ୍ଧ କରିଥିଲେ । ସେ ସାଇଲାନା କୁ ଏକ ମୁକ୍ତ ରାଜ୍ୟ କରିଥିଲେ ।[]  କିନ୍ତୁ 1819 ମସିହା ରେ ସାଇଲାନା ବ୍ରିଟିଶ ଅଧୀନ ରାଜ୍ୟ ହେଇଗଲା । ଏହା 1948 ମସିହା ରେ ଭାରତୀୟ ରାଜ୍ୟ ସମୂହ ସହ  ମିଶ୍ରଣ ହେଲା । .[]

ଶାସକ 

ସାଇଲାନା ର ଶାସକ ମାନେ ରାଠୋର ରାଜପୁତ ଥିଲେ । 

ପୁନଶ୍ଚ ପଠନ 

  • List of Rajput dynasties and states
  • Malwa Agency

ଆଧାର ସମୂହ 

  1. ୧.୦ ୧.୧ Imperial Gazetteer of India. Vol. Vol.21. Oxford: Clarendon Press. 1908. pp. 385–7. {{cite book}}: |volume= has extra text (help)
  2. Princely States of India

ବାହ୍ୟ ସଂଯୋଗ ସବୁ