Jump to content

ଜୋବାତ ରାଜ୍ୟ

ଉଇକିପିଡ଼ିଆ‌ରୁ
୧୫:୧୪, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jobat State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଜୋବାତ ରାଜ୍ୟ [] ପ୍ରକ୍ତାନ ବ୍ରିଟିଶ ଶାସନାଧୀନ ଭାରତ ର ଏକ ରାଜକୀୟ ରାଜ୍ୟ ଥିଲା । ବ୍ରିଟିଶ ମାନେ ଏହାକୁ ଏକ ଅଧୀନ ରାଜ୍ୟ କଳା ପରେ ଏହା ଭୋପାୱାର ଏଜେନ୍ସି ଦ୍ଵାରା ପରିଚାଳିତ ହେଲା । ଏହହୀ ରାଜ୍ୟ ର ଆୟତନ 339 ବର୍ଗ କିଲୋମିଟର ଥିଲା ଓ 1901 ରେ ଏହାର ଜନସଂଖ୍ୟା 9,443 ଥିଲା । 

ଇତିହାସ 

ଏହି ରାଜ୍ୟ 15 ଶ ଶତାବ୍ଦୀ ରେ ଆଲିରାଜପୁର ରାଜ୍ୟ ର ବଂଶଜ ଙ୍କ[] ଦ୍ଵାରା ସ୍ଥାପିତ ହେଇଥିଲା । 1948 ମସିହା[] ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ରେ ସମ୍ମିଳିତ ହେଲା । ଏହା ପ୍ରଥମେ ମଧ୍ୟ ଭାରତ ପ୍ରଦେଶ ରେରହି 1956 ମସିହା ରେ ମଧ୍ୟ ପ୍ରଦେଶ ର ଅଂଶ ହେଇ ରହିଲା । 

ଶାସକ 

" ରାଣା " ଉପାଧି ଗ୍ରହଣ କରିଥିବା ଶାସକ ମାନେ ହିନ୍ଦୁ ଥିଲେ । []

Ranas

  • ... - 18.. ସବାଲ ସିଂହ 
  • 1864 - 1874 ରଣଜୀତ ସିଂହ 
  • 1874 - 1897 ସରୂପ ସିଂହ 
  • 1897 - Mar 1916 ଇନ୍ଦ୍ରଜିତ ସିଂହ 
  • 18 Jun 1917 - 15 Aug 1947 ଭୀମ ସିଂହ 

ଆଧାର ସମୂହ