Jump to content

ଜୋବାତ ରାଜ୍ୟ

ଉଇକିପିଡ଼ିଆ‌ରୁ
ଜୋବାତ ରାଜ୍ୟ
जोबत रियासत
Princely State
15th century–1948
Location of Jobat
Location of Jobat
Jobat State in the Imperial Gazetteer of India
History
  Established 15th century
  Accession to the Union of India 1948
Area
  1901 ୩୩୯ km2 (୧୩୧ sq mi)
Population
  1901 ୯,୪୪୩ 
Density ୨୭.୯ /km2  (୭୨.୧ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଜୋବାତ ରାଜ୍ୟ [] ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । ବ୍ରିଟିଶମାନେ ଏହାକୁ ଏକ ଅଧୀନ ରାଜ୍ୟ କଳା ପରେ ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହେଲା । ଏହହୀ ରାଜ୍ୟର ଆୟତନ 339 ବର୍ଗ କିଲୋମିଟର ଥିଲା ଓ 1901ରେ ଏହାର ଜନସଂଖ୍ୟା 9,443 ଥିଲା । 

ଇତିହାସ 

[ସମ୍ପାଦନା]

ଏହି ରାଜ୍ୟ 15 ଶ ଶତାବ୍ଦୀରେ ଆଲିରାଜପୁର ରାଜ୍ୟର ବଂଶଜ ଙ୍କ[]ଦ୍ୱାରା ସ୍ଥାପିତ ହେଇଥିଲା । 1948 ମସିହା[]ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଲା । ଏହା ପ୍ରଥମେ ମଧ୍ୟ ଭାରତ ପ୍ରଦେଶ ରେରହି 1956 ମସିହାରେ ମଧ୍ୟ ପ୍ରଦେଶର ଅଂଶ ହେଇ ରହିଲା । 

ଶାସକ 

[ସମ୍ପାଦନା]

" ରାଣା " ଉପାଧି ଗ୍ରହଣ କରିଥିବା ଶାସକମାନେ ହିନ୍ଦୁ ଥିଲେ । []

  • ... - 18.. ସବାଲ ସିଂହ 
  • 1864 - 1874 ରଣଜୀତ ସିଂହ 
  • 1874 - 1897 ସରୂପ ସିଂହ 
  • 1897 - Mar 1916 ଇନ୍ଦ୍ରଜିତ ସିଂହ 
  • 18 Jun 1917 - 15 Aug 1947 ଭୀମ ସିଂହ 

ଆଧାର 

[ସମ୍ପାଦନା]