Jump to content

ଟୋରି ଫତେପୁର

ଉଇକିପିଡ଼ିଆ‌ରୁ
୧୩:୩୧, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tori Fatehpur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଟୋରି ଫତେହପୁର (ହିନ୍ଦୀ : टोडी फतेहपुर or टोडी फ़तेहपुर),ବ୍ରିଟିଶ ଶାସନ ସମୟ ର ଏକ ରାଜକୀୟ ରାଜ୍ୟ ଥିଲା । ଏହା ହସ୍ତ- ଭୈୟା ଜାଗିର ରାଜ୍ୟ ସମୂହ ର ବୁନ୍ଦେଳଖଣ୍ଡ ଏଜେନ୍ସି ର ଅନ୍ତର୍ଗତ ଥିଲା । ବର୍ତମାନ ଏହା ଉତ୍ତର ପ୍ରଦେଶ 4ର ଝାଁସୀ ଜିଲ୍ଲା ରେ ଅନ୍ତରଭୁକ୍ତ । 

ଇତିହାସ 

1812 ମସିହା ରେ ଅର୍ଚା ରାଜବଂଶଜ ଙ୍କ ଦ୍ଵାରା ଏହି ରାଜ୍ୟ ସ୍ଥାପିତ ହେଇଥିଲା । ଦିଵାନ ରାଇ ସିଂହ ଙ୍କ 8 ଜଣ ପୁତ୍ର ମଧ୍ୟରୁ ଏହା ସମେତ ଧୁରବାଇ ,ବିଜନା  କୁ ରାଜ୍ୟ ଆକାର ରେ ଦିଆ ଯାଇଥିଲା । []

ଏହା ଗୁରସରାୟ ପାର୍ବତ୍ଯ ଅଞ୍ଚଳ ରେ ଅବସ୍ଥିତ । ଏହା ଝାଁସୀ ଠାରୁ 100 କିଲୋମିଟର ଦୂର ରେ ରହିଛି ଓ ଏଠାରେ ଥିବା ଦୁର୍ଗ 300 ବର୍ଷ []ପୁରାତନ । ଭାରତ ସ୍ଵାଧୀନ ହେଲା ପରେ 1950 ମସିହା ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ରେ ସାମିଲ ହେଇ ବିନ୍ଧ୍ୟ ପ୍ରଦେଶ ରେ ରହିଥିଲା ..

ଶାସକ ସମୂହ 

ବୁନ୍ଦେଲା ରାଜପୁତ ରାଜବଂଶ ର ଶାସକ ମାନେ ଏହାକୁ ଶାସନ କରୁଥିଲେ । ସେମାନେ ନିଜକୁ ଦିଵାନ ଉପାଧି ରେ ନମିତା କରୁଥିଲେ । ଏହି ବଂଶ ର ଶେଷ ରାଜା ଦିଵାନ ବୃଜେନ୍ଦ୍ର ସିଂଟ ଥିଲେ । []

ପୁନଶ୍ଚ ଦେଖଣା 

  • Bundelkhand Agency
  • Political integration of India

ଆଧାର ସମୂହ 

  1. Great Britain India Office.
  2. Tori Fatehpur
  3. Tori Fatehpur Princely State

ବାହ୍ୟ ସଂଯୋଗ