ଧୁରବାଇ ରାଜ୍ୟ
ଧୁରଵାଇ ବ୍ରିଟିଶ ଶାସନ ସମୟ ରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ଏକତମ ହସ୍ତ-ଭୈୟା ଜାଗିର ଥିଲା ଓ ବୁନ୍ଦେଲ୍ଖାନ୍ଦ୍କ ଏଜେନ୍ସି ଅଧୀନ ରେ ରହିଥିଲା । ଏହାର ରାଜଧାନୀ ଧୁରବାଇ ସହର ରେ ଥିଲା , ଯାହାର ଲୋକ ସଂଖ୍ୟା 1901 ମସିହା ରେ 777 ଥିଲା । ଅଧୁନା ଏହା ଉତ୍ତରପ୍ରଦେଶ ର ଝାଁସୀ ଜିଲ୍ଲା ର ଏକ ଅଂଶ ଭାବରେ ରହିଛି । ଏହାର ଶାସକ ମାନଙ୍କୁ ବ୍ରିଟିଶ ଶାସନକାଳ ରେ3 ହରତୀୟ ରାଜା ବୋଲି କୁହାଯାଉଥିଲା ।
ଇତିହାସ
ଧୁରବାଇ ରାଜ୍ୟ 1812 ମସିହା ରେ ବୁନ୍ଦେଳଖଣ୍ଡ ଅଞ୍ଚଳ ରେ ଅର୍ଚା ରାଜପରିବାର ର ବଂଶଜ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଦେୱାନ ରାଇ ସିଂହ ଙ୍କ 8 ଜଣ ପୁତ୍ର ଥିଲେ । ସେମାନଙ୍କୁ ଧୂରବାଇ ସମେତ ବିଜନା ଓ ଟୋରି ଫତେହପୁର ପ୍ରଦାନ କରାଯାଇଥିଲା । [୧]
ଏହି ରାଜ୍ୟ ଝାଁସୀ ଅଞ୍ଚଳ ର ପୂର୍ବ ଦିଗ ରେ ଅବସ୍ଥିତ ଓ ଆଗ୍ରା ଓ ଅଉଧ ଦ୍ଵାରା ପରିବେଷ୍ଟିତ । 1823 ରେ ଦିଵାନ ବୁଧ ସିଂହ ଇଂରେଜ ଶାସକ ମାନଙ୍କ ଠାରୁ ଏହି ରାଜ୍ୟ ପାଇଁ ସନନ୍ଦ ପାଇଥିଲେ । 1920 ରେ ଧୁରବାଇ ଭାରତୀୟ ରାଜା ମାନଙ୍କ ସଂଘ ରେ ମିଶି ଥିଲେ । ଭରତ ସ୍ଵାଧୀନ ହେଲା ପରେ 1950 ମସିହା ରେ ଏହି ରାଜ୍ୟ ର ମିଶ୍ରଣ ଘଟି ଏହା ପ୍ରଥମେ ବିନ୍ଧ୍ୟ ପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶ ଅଧୀନ କୁ ଗଲା ।[୨][୩]
Rulers
ବୁନ୍ଦେଲା ରାଜପୁତ ବଂଶ ର ଶାସକ ମାନେ ଏହି ରାଜ୍ୟ କୁ ଦିଵାନ ନାମ ଗ୍ରହଣ କରି ଶାସନ କରୁଥିଲେ । .[୪]
ଦିଵାନ ସମୂହ
- .... - .... ପୃଥ୍ଭି ରାଜ
- c.1823 ବୁଧ ସିଂହ
- 18.. - 1851 ନାହର ସିଂହ
- 14 Jan 1851 - Nov 1910 ରଣଯୋର ସିଂହ
- 1910 - 1947? ଯୁଗଲ ପ୍ରସାଦ ସିଂହ
ପୁନଶ୍ଚ ଦେଖନ୍ତୁ
- Bundelkhand Agency
- Political integration of India
ଆଧାର ସମୂହ
- ↑ Great Britain India Office.
- ↑ Imperial Gazetteer of India, v. 11, p. 339.
- ↑ Sir Roper Lethbridge, The Golden Book of India: A Genealogical and Biographical Dictionary, p. 124
- ↑ Princely States of India
ବାହ୍ୟ ସଂଯୋଗ
This Indian location article is a stub. You can help Wikipedia by expanding it. |