ଧୁରବାଇ ରାଜ୍ୟ
ଧୁରବାଇ ରାଜ୍ୟ धुरवई रियासत | |||||
Princely Estate (Jagir) | |||||
| |||||
Flag | |||||
Dhurwai State in the Imperial Gazetteer of India | |||||
Capital | Dhurwai 25°19′N 79°03′E / 25.317°N 79.050°E | ||||
History | |||||
• | Established | 1690 | |||
• | Independence of India | 1950 | |||
Area | |||||
• | 1941 | ୪୭ km2 (୧୮ sq mi) | |||
Population | |||||
• | 1941 | ୨,୪୨୩ | |||
Density | ୫୧.୬ /km2 (୧୩୩.୫ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ଧୁରବାଇ ବ୍ରିଟିଶ ଶାସନ ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ଏକତମ ହସ୍ତ-ଭୈୟା ଜାଗିର ଥିଲା ଓ ବୁନ୍ଦେଲ୍ଖାନ୍ଦ୍କ ଏଜେନ୍ସି ଅଧୀନରେ ରହିଥିଲା । ଏହାର ରାଜଧାନୀ ଧୁରବାଇ ସହରରେ ଥିଲା , ଯାହାର ଲୋକ ସଂଖ୍ୟା 1901 ମସିହାରେ 777 ଥିଲା । ଅଧୁନା ଏହା ଉତ୍ତରପ୍ରଦେଶର ଝାଁସୀ ଜିଲ୍ଲାର ଏକ ଅଂଶ ଭାବରେ ରହିଛି । ଏହାର ଶାସକମାନଙ୍କୁ ବ୍ରିଟିଶ ଶାସନକାଳ ରେ3 ହରତୀୟ ରାଜା ବୋଲି କୁହାଯାଉଥିଲା ।
ଇତିହାସ
[ସମ୍ପାଦନା]ଧୁରବାଇ ରାଜ୍ୟ 1812 ମସିହାରେ ବୁନ୍ଦେଳଖଣ୍ଡ ଅଞ୍ଚଳରେ ଅର୍ଚା ରାଜପରିବାରର ବଂଶଜଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଦେୱାନ ରାଇ ସିଂହଙ୍କ 8 ଜଣ ପୁତ୍ର ଥିଲେ । ସେମାନଙ୍କୁ ଧୂରବାଇ ସମେତ ବିଜନା ଓ ଟୋରି ଫତେହପୁର ପ୍ରଦାନ କରାଯାଇଥିଲା । [୧]
ଏହି ରାଜ୍ୟ ଝାଁସୀ ଅଞ୍ଚଳର ପୂର୍ବ ଦିଗରେ ଅବସ୍ଥିତ ଓ ଆଗ୍ରା ଓ ଅଉଧଦ୍ୱାରା ପରିବେଷ୍ଟିତ । 1823ରେ ଦିବାନ ବୁଧ ସିଂହ ଇଂରେଜ ଶାସକମାନଙ୍କଠାରୁ ଏହି ରାଜ୍ୟ ପାଇଁ ସନନ୍ଦ ପାଇଥିଲେ । 1920ରେ ଧୁରବାଇ ଭାରତୀୟ ରାଜା ମାନଙ୍କ ସଂଘରେ ମିଶି ଥିଲେ । ଭରତ ସ୍ୱାଧୀନ ହେଲା ପରେ 1950 ମସିହାରେ ଏହି ରାଜ୍ୟର ମିଶ୍ରଣ ଘଟି ଏହା ପ୍ରଥମେ ବିନ୍ଧ୍ୟ ପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶ ଅଧୀନକୁ ଗଲା ।[୨][୩]
Rulers
[ସମ୍ପାଦନା]ବୁନ୍ଦେଲା ରାଜପୁତ ବଂଶର ଶାସକମାନେ ଏହି ରାଜ୍ୟକୁ ଦିବାନ ନାମ ଗ୍ରହଣ କରି ଶାସନ କରୁଥିଲେ । .[୪]
ଦିବାନ ସମୂହ
[ସମ୍ପାଦନା]- .... - .... ପୃଥ୍ଭି ରାଜ
- c.1823 ବୁଧ ସିଂହ
- 18.. - 1851 ନାହର ସିଂହ
- 14 Jan 1851 - Nov 1910 ରଣଯୋର ସିଂହ
- 1910 - 1947? ଯୁଗଲ ପ୍ରସାଦ ସିଂହ
ଆଧାର
[ସମ୍ପାଦନା]- ↑ Great Britain India Office.
- ↑ Imperial Gazetteer of India, v. 11, p. 339.
- ↑ Sir Roper Lethbridge, The Golden Book of India: A Genealogical and Biographical Dictionary, p. 124
- ↑ Princely States of India
ବାହାର ଲିଙ୍କ
[ସମ୍ପାଦନା]This Indian location article is a stub. You can help Wikipedia by expanding it. |