ଆଲିପୁରା ରାଜ୍ୟ
ଆଲିପୁରା ବ୍ରିଟିଶ ଅଧୀନ ଭାରତ ର ଏକ କରଡା ରାଜ୍ୟ ଥିଲା । ବର୍ତମାନ ଏହା ଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶ ର ଏକ ଜିଲ୍ଲା । [୧]
ଆଲିପୁରା ର ବୌଗୋଳିକ ସ୍ଥିତି 25°10′31″N 79°20′08″E / 25.1753400°N 79.3354900°Eଏବଂ ଏହାର ଜନସଂଖ୍ୟା 1881 ରେ 3,232 ଥିଲା ।
ଇତିହାସ
ଏହି ରାଜ୍ୟ 1757 ରେ ପାନ୍ନା ର ରାଜା ଅମଣ ସିଂହ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ସେ ଆଲିପୁରା ନିକଟବରତି ଅଞ୍ଚଳ କୁ ନେଇ ଏହି ରାଜ୍ୟ ଗଠନ କରି ପାନା ର ସର୍ଦାର ମୁକୁନ୍ଦସିଙ୍ଘ ଙ୍କ ପୁତ୍ର ଅଚଳ ସିଂହ ଙ୍କୁ ପ୍ରଦାନ କରିଥିଲେ । ଏହା ବ୍ରିଟିଶ ଅଧୀନ ରାଜୟା ହିସାବ ରେ 1808 ମସିହା ରୁ ରହିଲା ଓ ଏହାକୁ ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନ ରେ ରଖାଗଲା । .[୨]
ଏହି ରାଜ୍ୟ ର ଶେଷ ରାଜା ଏହାକୁ ଭାରତୀୟ ରାଷ୍ଟ୍ରାସଙ୍ଘ ସହିତ 1950 ରେ ସମ୍ମିଳିତ କରିଥିଲେ । [୧]
Rulers
ପଂବାର ବଂଶଜ ରାଜପୁତ ମାନେ ଏହି ରାଜ୍ୟ ର ରାଜା ଥିଲେ [୧] ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । .[୩]
ରାଓ ସମୂହ
- 1757 - 1790 Achal Singh (d. 1790)
- 1790 - 1835 Pratap Singh
- 1835 - 1840 Pancham Singh
- 1840 - 1841 Daulat Singh
- 1841 - 1871 Hindupat Singh (d. 1871)
- 3 Nov 1871 - 1922 Chhatrapati Singh (b. 1853 - d. 1922)
- 26 Mar 1922 - Nov 1934 Harpal Singh (b. 1882 - d. 1934) (regent 1919 - 1922)
- Nov 1934 - 1934 Bhopal Singh Ju Deo
- 1934 - 15 Aug 1947 Raghuraj Singh Ju Deo (b. 1901 - d. 1987)
ଆଲିପୁରା ମହଲ
ଏକ ଅଂଶ 300 ବର୍ଷ ପୁରାତନ ହେଲେ ମଧ୍ୟ ମୁଖ୍ୟ ଅଂଶ 150 ବର୍ଷ ପୁରୁଣା । ଏହାର ପୁନରୁଦ୍ଧାର କରଯାଇଥିଲା ଓ ତାହାକୁ ଏକ ହେରିତେଜ ହୋଟେଲ ଭାବେ ବର୍ତମାନ ରାଜପରିବାର ର ବଂଶଜ ମାନଙ୍କ ଦ୍ଵାରା ବ୍ୟବହାର ହଉଛି । .[୪]
ପୁନଶ୍ଚ ପଠନ
- Political integration of India
ଆଧାର ସମୂହ
- ↑ ୧.୦ ୧.୧ ୧.୨ Alipura Princely State
- ↑
{{cite web}}
: Empty citation (help) - ↑ Princely States of India A-J
- ↑ Tourism in Madhya Pradesh India