Jump to content

ପାନ୍ନା ରାଜ୍ୟ

ଉଇକିପିଡ଼ିଆ‌ରୁ
୨୨:୧୪, ୨୭ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Panna State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ପାନ୍ନା ରାଜ୍ୟ ର ପ୍ରତିଷ୍ଠାତା ଛତ୍ରସାଲ, ମହାରାଜା ଶିବାଜୀ ଙ୍କ ସହ 
 ପାନ୍ନା ରାଜ୍ୟ ର ରାଜା ତ୍ରିପୁରା ବୀର ବିକ୍ରମ କିଶୋର ଦେବ ବର୍ମନ ଙ୍କ ମହାରାଣୀ କାଞ୍ଚନ ପ୍ରଭା ଦେବୀ 

ପାନ୍ନା ବ୍ରିଟିଶ ଅଧୀନ ଭାରତ ର ଏକ ରାଜକୀୟ ରାଜ୍ୟ । ଏହା ମଧ୍ୟପ୍ରଦେଶ ରାଜ୍ୟ ର ପାନ୍ନା ଜିଲ୍ଲା ଭାବେ ସ୍ଵାଧୀନତା ପରେ ପରିଚିତ ହେଲା । 

ବୁନ୍ଦେଲଖଣ୍ଡ ଅଞ୍ଚଳ ଧୀନ ରେ ଥିବା ପାନ୍ନା ରାଜ୍ୟ ର ଆୟତନ 6724 ବର୍ଗ କିଲୋମିଟର ଏବଂ ଏଥିରେ 1,008 ଟି ଗ୍ରାମ ରହିଥିଲା । ଏହାର ମୁଖ୍ୟ ସହର ପାନ୍ନା  ଏହାର ରାଜଧାନୀ ଥିଲା । 

History

ଏହି ଅଞ୍ଚଳ ରେ 1450[] ମସିହା ରେ ଏକ ରାଜ ଗଣ୍ଡ ଜନଜାତି ମୁଖ୍ୟ ଙ୍କ ଦ୍ଵାରା ଏକ ରାଜ୍ୟ ଗଠିତ ହେଇଥିଲା । ଏହାର ପ୍ରାୟ 3 ଶତାବ୍ଦୀ ପରେ ପାନ୍ନା ସହର କୁ ବୁନ୍ଦେଲା ର ରାଜପୁତ ମୁଖ୍ୟ ଛତ୍ରସାଲ ଙ୍କ ଦ୍ଵାରା ରାଜଧାନୀ ଘୋଷିତ ହେଇ ପାନ୍ନା ରାଜ୍ୟ ର ଅନୁସ୍ଥାନିକ ସ୍ଥାପନ ହେଲା । ଏହା ପୂର୍ବରୁ ଛତ୍ରସାଲ ମୋଗଲ ସମ୍ବ୍ରାଜ୍ୟ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଆସିଥିଲେ । ସେ ମରଠା ପେଶୱା ଙ୍କ ସହିତ ସନ୍ଧି ସ୍ଥାପନ କରି ଏହି ରାଜ୍ୟ ସ୍ଥାପନ କରିପାରିଥିଲେ । ସେ ଏହା ପରେ 1680 ମସିହା ରେ ମହୋବା ରାଜ୍ୟ ବିଜୟ କରି ତାଙ୍କ ରାଜ୍ୟ ରେ ମିଶେଇ ଦେବା ପରେ ବୁନ୍ଦେଳଖଣ୍ଡ ଅଞ୍ଚଳ ର ସର୍ବାଧିକ ଅଞ୍ଚଳ କୁ ଶାସନ କରିଥିଲେ । 1732 ମସିହା ରେ ଛତ୍ରସାଲ ଙ୍କ ମୃତ୍ୟୁ ପରେ ରାଜ୍ୟ ତିନି ଭାଗ ହେଇ ଏକ ଭାଗ ତାଙ୍କର ଜାମାତା ପେଶୱା ବାଜି ରାଓ ଙ୍କୁ ମିଳିଥିଲା ।[]  

ଆଉ ଏକ ଭାଗ ପାନ୍ନା ରେ ରାଜଧାନୀ ଥାଇ ତାଙ୍କର ଜେଷ୍ଠ ପୁତ୍ର ହାରଦେ ସାହ ଙ୍କୁ ମିଳିଲା । 19 ଶ ଶତାବ୍ଦୀ ର ପ୍ରାରମ୍ଭ ରେ ପାନ୍ନା ବ୍ରିଟିଶ ଅଧୀନ ରାଜକୀୟ ରାଜ୍ୟ ରେ ପରିଣତ ହେଲା । ଏହା ହାତ ରେ ନାଗଡ ଓ ସୋହାୱାଲ ରାଜ୍ୟ ମଧ୍ୟ ରହିଲା । ଏହାର ରାଜା ନିପତ ସିଂହ 1857 ସିପାହୀ ବିଦ୍ରୋହ ସମୟ ରେ ବ୍ରିଟିଶ ମାନଙ୍କୁ ସାହାଯ୍ୟ କରିଥିଲେ । ଏହାର ପ୍ରତିଦାନ ରେ ବ୍ରିଟିଶ ମାନେ ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିଥିଲେ । .

1902 ମସିହା ରେ ତତ୍ କାଳୀନ ବ୍ରିଟିଶ  ଭାଇସରାୟ ମହାରାଜା ମାଧୋ ସିଂହ ଙ୍କୁ ତାଙ୍କ କାକା ରାଓ ରାଜା ଖୁମାନ ସିଂହ ଙ୍କୁ ହତ୍ୟା କରିଥିବାର ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ କରି  ପ୍ରାଣଦଣ୍ଡ ଦେଇଥିଲେ । []

1950 ମସିହା ଜାନୁଆରୀ 1 ତାରିଖ ଦିନ ମହାରାଜା ମହେନ୍ଦ୍ର ଯାଦୁବେନ୍ଦ୍ର ସିଂହ ଏହି ରାଜ୍ୟ କୁ ସ୍ଵାଧୀନ ଭାରତୀୟ ରାଜ୍ୟ ସମୂହ ରେ ମିଶ୍ରଣ କରିଥିଲେ । ଏହା ପ୍ରଥମେ ତତ୍ କାଳୀନ ବିନ୍ଧ୍ୟ ପ୍ରଦେଶ ରେ ରହିବା ପରେ ନଭେମ୍ବର 1 , 1956 ରୁ  ପୁନର୍ଗଠନ ହେଇଥିବା ମଧ୍ୟପ୍ରଦେଶ ର ପାନ୍ନା ଜିଲ୍ଲା ଭାବରେ ରହିଲା । 

ଶାସକ ବୃନ୍ଦ 

ଶାସକ ମାନେ ବୁନ୍ଦେଲା ରାଜପୁତ ବଂଶ ର ଥିଲେ ଓ ବ୍ରିଟିଶ ଅଧୀନ ରେ 11 ତୋପ ସମ୍ମାନ ର ଅଧୀନତା ରେ ଥିଲେ । .[]

ରାଜା 

  • 1675 - 1731 Bundela Rajput Raja Chhatrasal
  • 1731 - 1739 Hardesah Singh (d. 1739)
  • 1739 - 1752 Sabha Singh (d. 1752)
  • 1752 - 1758 Aman Singh (d. 1758)
  • 1758 - 1777 Hindupat Singh (d. 1777)
  • 1777 - 1779 Anirudh Singh (d. 1779)
  • 1779 - 1785 interregnum
  • 1785 - 1798 Dhokal Singh
  • 1798 - 1834 Kishor Singh (d. 1834)
  • 1834 - 1849 Harbans Rai
  • 1849 - 1869 Nirpat Singh (d. 1870)

ମହାରାଜା 







ପୁନଶ୍ଚ ଦେଖନ୍ତୁ 

  • Chaube Jagirs
  • Jaitpur State
  • Nagod State
  • Political integration of India
  • Bijawar-Panna Plateau

ଆଧାର ସମୂହ 

ବାହ୍ୟ ଆଧାର