ମୋଦକ ସାଗର , ମୁମ୍ବାଇ
ଦେଖଣା
ମୋଦକ ସାଗର ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ମୁମ୍ବାଇ ସହର ର ଉପକଣ୍ଠ ରେ ଥିବା ଥାଣେ ଜିଲ୍ଲା ରେ ପ୍ରବାହିତ ବାଇତର୍ଣା ନଦୀ ରେ ଥିବା ଏକ ହ୍ରାଦ । ଏହାର ଜଳ ସ୍ତର ର ଗଭୀରତା 163.15 ମିଟର ଓ ଏହା ମୁମ୍ବାଇ ସହର[୧][୨] କୁ ଜଳଯୋଗାଣ ର ଦ୍ଵିତୀୟ ବୃହତ୍ତମ ସ୍ରୋତ ।
ଇତିହାସ
ପହଞ୍ଚ
ଏହି ଜଳଭଣ୍ଡାର ରାଜ୍ୟ ସରକାର ଙ୍କ ଦ୍ଵାରା ସଂରକ୍ଷିତ ଅଞ୍ଚଳ ହେଇଥିବାରୁ କେବଳ BMC କର୍ମଚାରୀ ବ୍ଯତୀତ କାହାକୁ ଛଡ଼ାଯାଏ ନାହି । କିନ୍ତୁ ମୁଖ୍ୟାଳୟ ରୁ ଉପଯୁକ୍ତ ଅନୁମତି ପ୍ରାପ୍ତ ହେଇ ର୍ଥାକୁ ପରିଦର୍ଶନ ପାଇଁ ଯାଇ ହୁଏ । [୩]
ବନ୍ଧା ର ବିଶିଷ୍ଟତା ସବୁ
ପଶୁପକ୍ଷୀ ଓ ବୃକ୍ଷରାଜି
ଏହି ହ୍ରଦ ରେ ତଟ ନିକଟ ଅଞ୍ଚଳ ରେ କୁମ୍ଭୀର ମାନେ ରହନ୍ତି ।