Jump to content

ଏସିଆଟିକ ସୋସାଇଟି , କଲିକତା

ଉଇକିପିଡ଼ିଆ‌ରୁ
୨୧:୧୮, ୧୪ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "The Asiatic Society") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
The Asiatic Society building. April 2013.

ଏସିଆଟିକ ସୋସାଇଟି ସୈର ୱିଲିୟମ ଜୋନ୍ସ ଙ୍କ ଦ୍ଵାରା 1784 ରେ ବ୍ରିଟିଶ ରାଜ ଦ୍ଵାରା ସୁପ୍ରିମ କୋଟ ର ମୁଖ୍ୟ ବିଚାରପତି ଙ୍କ ସଭାପତିତ୍ଵ ରେ ନିଷ୍ପତ୍ତି ନିଆଯାଇ ଫୋର୍ଟ ୱିଲିୟମ ଠାରେ ସ୍ଥାପିତ ହେଇଥିଲା ।  ଏହା ଦ୍ଵାରା ଏସିୟ ଦେଶ ସମୂହ ରେ ଗବେଷଣା ର ଉନ୍ନତି ପାଇଁ କାର୍ଯ୍ୟ ହେବାର ବ୍ୟବସ୍ଥା ରହିଥିଲା । 1832 ମସିହା ରେ ଏହାର ନାମ ଏସିଆଟିକ ସୋସାଇଟି ଅଫ ବେଙ୍ଗଲ ନାମ ଥିବା ବେଳେ 1936 ରେ ତାହା ' ରୟାଲ ଏସିଆଟିକ ସୋସାଇଟି ଅଫ ବେଙ୍ଗଲ" କୁ ପରିବର୍ତନ ହେଲା । ତେବେ ସ୍ଵାଧୀନତା ପରେ ଏହା ପୁନର୍ବାର "ଏସିଆଟିକ ସୋସାଇଟି" ରହିଲା । ଏବେ ଏହା ପାର୍କ ଷ୍ଟ୍ରିଟ କଲିକତା ରେ ରହିଛି । ଏହା ସହ ମେଡିକାଲ ଓ ଫିଜିକାଲ ସୋ ସାଇଟି ମଧ୍ୟ 1823 ରୁ ସ୍ଥାପିତ ହେଇ ରହିଛି । 

ଇତିହାସ 

 ଜାନୁଆରୀ 15 , 1784 ରେ ସାର ୱିଲିୟମ ଜୋନ୍ସ ଙ୍କ ଉଦ୍ୟମ ରେ କଲିକତା ର ଫୋର୍ଟ ୱିଲିୟମ ଠାରେ ଥିବା ସୁପ୍ରିମ କୋର୍ଟ ର ସଭା ଗୃହ ରେ ମୁଖ୍ୟ ବିଚାରପତି ଙ୍କ ସଭାପତିତ୍ଵ ରେ ହେଇଥିବା ସଭା ରେ ଏହାର ମେମୋରାଣ୍ଡମ ଅଫ ଆର୍ଟିକିଲ୍ ପ୍ରକାଶ ହେଇ ଏହାର ସ୍ଥାପନ ହେଲା []

ଏହାର ଏକ ପଂକ୍ତି ଏହିପରି ଥିଲା , 
"The bounds of investigations will be the geographical limits of Asia, and within these limits its enquiries will be extended to whatever is performed by man or produced by nature."
ଏସିଆଟିକ ସୋସାଇଟି ର ପ୍ରାଚୀନ ଗୃହ 

ପ୍ରଥମେ ସେହି ସୁପ୍ରିମ କୋର୍ଟ ଘରେ ଏହାର ଦପ୍ତର ରହିଥିଲା । ପରେ 1808 ମସିହା ରେ ଫରାଶି ସ୍ଥପତ୍ୟବିଦ ଜିନ ଜାକୁଆସ ପିଚନ ଙ୍କ ନକଷା ଅନୁସାରେ ପାର୍କ ଷ୍ଟ୍ରିଟ ଠାରେ ଏହାର ସ୍ଥାୟୀ ଦୁଇ ମହଲା ଗୃହ ନିର୍ମିତ ହେଇଥିଲା ।  held at its new building on 3 February 1808.[]

ସ୍ଥାପନ ଠାରୁ କେବଳ ଉରୋପୀୟ ମାନେ ସଦସ୍ୟ ନିର୍ବାଚିତ ହଉଥିବାବେଳେ 1829 ମସିହା ରେ ପ୍ରଥମେ ଭାରତୀୟ ମାନଙ୍କୁ ସେଥିରେ ନିଆଗଲା । ରବୀନ୍ଦ୍ରନାଥ ଠାକୁର ଙ୍କ ପିତା ଦ୍ଵାରକାନାଥ ଠାକୁର , ମହାରାଜା ବୈଦ୍ୟନାଥ ରାୟ ଙ୍କ ପରି ଭାରତୀୟ ମାନେ ବିଭିନ୍ନ ସମୟ ରେ ସଭ୍ୟ ରହିଥିଲେ । 1885 ମସିହା ରେ ପ୍ରଥମ କରି ଜଣେ ଭାରତୀୟ ଭାବେ ରାଜେନ୍ଦ୍ରଲାଲ ମିତ୍ର ଏହାର ପ୍ରେସିଡେଣ୍ଟ ହେଇଥିଲେ । .[]

ଲାଇବ୍ରେରୀ 

 ଏହି ସୋସାଇଟି ଏକ ମୁଖ୍ୟ  ଉଦେଶ୍ୟ ହେଲା ପୁରାତନ ପାଣ୍ଡୁଲିପି ଗୁଡିକ ସଂଗ୍ରହ କରି ତାହାକୁ ନିରାପଦ ରେ ରଖିବା ।  [] ଏଠାରେ ଅଗଣିତ ସଂଖ୍ୟା ରେ ପୁରାତନ ସଂସ୍କୃତ ପାଣ୍ଡୁଲିପି ରକ୍ଷା ଯାଇଛି ।  [] ବର୍ତମାନ ଏହି ଲାଇବ୍ରେରୀ ରେ ବିଶ୍ଵ ର ପ୍ରାୟ ସବୁ ଭାଷା ର ଦୁର୍ଲଭ 117,000 ପୁସ୍ତକ ଓ 79,000 ଜର୍ନାଲ ରହିଛି ।293 ଟି ମେପ , 48,000 ଗବେଷଣା କାର୍ଯ୍ୟ ର ଦଲିଲ , 387,003 ମାଇକ୍ରୋ ଫିଲ୍ମ , 182 ଟି ପେଣ୍ଟିଙ୍ଗ, 2500 ପାମ୍ପଲେଟ ଓ 2150 ଫୋଟୋ ରହିଛି ।1499 ରେ ମୁଦ୍ରିତ " Astronomicorum Libri" ନାମକ ପୁସ୍ତକ ସର୍ବ ପୁରାତନ ପ୍ରିଣ୍ଟ ହେଇଥିବା ପୁସ୍ତକ ଏଠାରେ ରହିଛି । [] 18 ତମ ଓ 19 ତମସତାବ୍ଦୀ ରେ ଭାରତ ରେ ଛପା ହେଇଥିବା ଦୁର୍ଲଭ ପୁସ୍ତକ ସମୂହ , ସହଜହନ ଙ୍କ ହସ୍ତଲିପି ଥିବା ଦଲିଲ ପଦଶାହ ନାମା  , କୋରାନ , ଓ ଅନନ୍ୟ ମୁଲ୍ଯବନ ପୁସ୍ତକ ଓ ପାଣ୍ଡୁଲିପି ରହିଛି । 

Museum

ଭାରତୀୟ ମିଉଜିଆମ , କଲିକତା 

 ସୋସାଇଟି ର ମିଉଜିଆମ 1814 ମସିହା ରେ ଖୋଲି ଥିଲା । ଏହାର ପ୍ରଥମ କଟାଳଗ 1849 ରେ ପ୍ରକାଶିତ ହେଇଥିଲା । ଏଠାରେ ପାଣ୍ଡୁଲିପି ସମେତ ବିଭିନ୍ନ ପ୍ରତ୍ନତତ୍ଵିକ ଯଥା ପୁରାତନ ମୁଦ୍ରା , ପ୍ରସ୍ତର , ଧାତୁ , ସଂସ୍କୃତ ପାଣ୍ଡୁଲିପି ଆଦି  ରହିଛି ।  []

1814 ରେ କଲିକତା ମିଉଜିଆମ ପ୍ରତିଷ୍ଠା ହେଲା ପରେ ଏହି ମିଉସିଆମ କୁ ଅନେକ ଦ୍ରବ୍ଯ ପ୍ରଦାନ କରାଯାଇଥିଲା । 

ପୁନଶ୍ଚ ଦେଖଣା 

  • Asiatic Society of Bombay
  • Asiatic Society of Bangladesh
  • Francis Wilford
  • List of Presidents of The Asiatic Society
  • Panchanan Mitra
  • Société Asiatique
  • South Asian Studies

କାର୍ଯ୍ୟ ସମୂହ 

ଆଧାର ସମୂହ 

  1. ୧.୦ ୧.୧ ୧.୨ ୧.୩ Chakrabarty, R. (2008).
  2. ୨.୦ ୨.୧ ୨.୨ Saraswati, H.D Swami Prakashanand.
ଆଧାର 
  • Mitra, S.K. (1974). The Asiatic Society, Calcutta: The Asiatic Society.

ବାହ୍ୟ ସଂଯୋଗ ସବୁ