Jump to content

ଗୁରୁସଦୟ ମିଉଜିଆମ , କଲିକତା

ଉଇକିପିଡ଼ିଆ‌ରୁ
୧୮:୦୧, ୧୩ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gurusaday Museum") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗୁରୁସଦୟ ମିଉଜିଆମ , ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ ର କଲିକତା ଠାରେ ଅବସ୍ଥିତ ଏକ କଳା ଓ ହସ୍ତଶିଳ୍ପ ମିଉଜିଆମ । ପ୍ରତ୍ନତତ୍ଵ ପଦାର୍ଥ ସମୂହ ସମେତ ଏଠାରେ 3000 ରୁ ଉର୍ଦ୍ଧ ମୁଠି , ପାଣ୍ଡୁଲିପି , ମୁଖା , ପ୍ରାଚୀ ବାଦ୍ୟ ଯନ୍ତ୍ର, ଅଙ୍କନ ଚିତ୍ର , ହସ୍ତତନ୍ତ୍ର ବସ୍ତ୍ର , କାଠକାମ ସବୁ ପ୍ରଦର୍ଶିତ ହୁଏ । ଏହି ସବୁ ଗୁରୁସଦୟ ଦତ୍ତ ଙ୍କ ସରଜୀବନ ର ସଂରୁହିତ ପଦାର୍ଥ ସବୁ । ତାଙ୍କ ପୁତ୍ର ବିରେନ୍ଦ୍ରସଦୟ ଦତ୍ତ ଇଚ୍ଛାନୁସାରେ ଏହି ମିଉଜିଆମ ର ପ୍ରତିଷ୍ଠା ହେଇଥିଲା । ତାଙ୍କର ପୁତ୍ର ବଧୁ ଆରତି ଦତ୍ତ ଏହାର ଚେୟାରମେନ ହିସାବ ରେ ସମସ୍ତ ପରିଚାଳନା ଦେଖନ୍ତି । 

ଆଧାର 

ପୁନଶ୍ଚ ଦେଖଣା 

  • List of museums in West Bengal

ବାହ୍ୟ ସଂଯୋଗ