ଗୁରୁସଦୟ ସଂଗ୍ରହାଳୟ
ଦେଖଣା
(ଗୁରୁସଦୟ ମିଉଜିଆମ , କଲିକତାରୁ ଲେଉଟି ଆସିଛି)
ଗୁରୁସଦୟ ସଂଗ୍ରହାଳୟ | |
| ସ୍ଥାପିତ | ୧୯୬୧ |
|---|---|
| ଅବସ୍ଥାନ | ଜୋକା, କଲିକତା, ପଶ୍ଚିମବଙ୍ଗ, ଭାରତ |
| ନିର୍ଦେଶକ | ଆରତି ଦତ୍ତ |
| ୱେବସାଇଟ | http://gurusadaymuseum.org/ |
ଗୁରୁସଦୟ ସଂଗ୍ରହାଳୟ (ପ୍ରତିଷ୍ଠା ୧୯୬୧) , ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗର କଲିକତାଠାରେ ଅବସ୍ଥିତ ଏକ କଳା ଓ ହସ୍ତଶିଳ୍ପ ସଂଗ୍ରହାଳୟ ।[୧][୨][୩] ପ୍ରତ୍ନତତ୍ତ୍ୱ ପଦାର୍ଥ ସମୂହ ସମେତ ଏଠାରେ ୩୦୦୦ରୁ ଉର୍ଦ୍ଧ୍ୱ ମୁଠି , ପାଣ୍ଡୁଲିପି , ମୁଖା , ପ୍ରାଚୀନ ବାଦ୍ୟ ଯନ୍ତ୍ର, ଅଙ୍କନ ଚିତ୍ର , ହସ୍ତତନ୍ତ୍ର ବସ୍ତ୍ର , କାଠକାମ ସବୁ ସଂଗ୍ରହ କରି ରଖାଯାଇଛି ।[୪] ଏହି ସବୁ ଗୁରୁସଦୟ ଦତ୍ତଙ୍କ ସାରାଜୀବନର ସଂଗୃହିତ ପଦାର୍ଥ । ତାଙ୍କ ପୁତ୍ର ବିରେନ୍ଦ୍ରସଦୟ ଦତ୍ତଙ୍କ ଇଚ୍ଛାନୁସାରେ ଏହି ସଂଗ୍ରହାଳୟର ପ୍ରତିଷ୍ଠା ହେଇଥିଲା । ତାଙ୍କର ପୁତ୍ରବଧୁ ଆରତି ଦତ୍ତ ଏହାର ଅଧ୍ୟକ୍ଷ ଭାବରେ ସମସ୍ତ ପରିଚାଳନା ଦେଖନ୍ତି ।
ଆଧାର
[ସମ୍ପାଦନା]- ↑ Basu, Nilanjana (15 May 2018). "Gurusaday museum: A priceless collection of rare artefacts". MillenniumPost. Retrieved 7 January 2025.
- ↑ Majumdar, Arkamoy Dutta (20 April 2018). "Will the curtain fall on Gurusaday Museum?". Mintlounge. Archived from the original on 7 January 2025. Retrieved 7 January 2025.
- ↑ "Gurusaday Museum (Museum of Bengal Folk Art) – India InCH – Address Directory: Traditional Craftspeople, Weavers, Artists Across India". India InCH – Address Directory. 30 July 2020. Retrieved 7 January 2025.
- ↑ Basu, Anasuya (23 February 2020). "Centre's plan to shift artefacts from Gurusaday Museum to the Indian Museum". Telegraph India. Retrieved 7 January 2025.
ବାହାର ଲିଙ୍କ
[ସମ୍ପାଦନା]| This article related to a museum in India is a stub. You can help Wikipedia by expanding it. |