ଜୋରାସାଙ୍କୋ ଠାକୁର ବାରି, କଲିକତା
ଜୋରାସାଙ୍କୋ ଠାକୁର ବାରି (Bengali: House of the Thakurs (anglicised to Tagore) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ରାଜଧାନୀ କଲିକତା ର ଉତ୍ତରାଞ୍ଚଳ ରେ ଥିବା ଏକ ପ୍ରାଚୀନ ଏଇତିହାସିକ ଗୃହ .।[୧] ଏହା ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ଙ୍କ ପୈତୃକ ବାସଗୃହ ଭାବରେ ଥିଲା । ବର୍ତମାନ ଏଠାରେ ରବୀନ୍ଦ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଅଧୀନ ରେ ମିଉଜିଆମ ଭାବରେ ରହିଛି [୨]। ସାହିତ୍ଯ ରେ ନୋବେଲ ପୁରସ୍କାର ପାଇଥିବା ରବୀନ୍ଦ୍ରନାଥ ଠାକୁର ଏହି ଗୃହ ରେ ବାଲ୍ୟ କାଳ ଅତିବାହିତ କରିବା ପରେ 1941 ମସିହା ରେ ପରଲୋକ ଗମନ କରିବା ଯାଏ ରହୁଥିଲେ ।
ପ୍ରଚ୍ଛଦ କଥା
ଏହି ଗୃହ 18 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ରବୀନ୍ଦ୍ରନାଥ ଙ୍କ ପିତାମହ ଦ୍ଵାରକାନାଥ ଠାକୁର ଏହା ନିର୍ମାଣ କରିଥିଲେ । ଗୁରୁଦେବ ରବୀନ୍ଦ୍ର ନାଥ ଙ୍କ ଜନ୍ମ ଏହିଠାରେ ହେଇଥିଲା । [୩]
ଠାକୁର ମିଉଜିଆମ
ଏହି ଗୃହ ରବୀନ୍ଦ୍ରନାଥ ଠାକୁର ଙ୍କ ପରଲୋକ ପରେ ପୁନଃ ରୁଦ୍ଧାର କାର୍ଯ୍ୟ ହେଇ ତାହାକୁ ରବୀନ୍ଦ୍ରନାଥ ଙ୍କ ସ୍ମାରକୀ ମିଉଜିଆମ ଭାବରେ ବ୍ୟବହାର ହାଉଛି । ଏଠାରେ ଠାକୁର ପରିବାର ର ଇତିହାସ ସହ ସେମାନଙ୍କ ବଙ୍ଗ ଉତ୍ଥାନ ଓ ବ୍ରହ୍ମ ସମାଜ[୪] ପାଇଁ ଅବଦାନ କୁ ପ୍ରଦର୍ଶନ କରା ଯାଇଥାଏ ।
ଭ୍ରମଣ ଓ କାର୍ଜ୍ୟକ୍ରମ ସବୁ
ଜୋରାସଙ୍କୋ ଠାକୁର ବାରି କୁ ପରିଦର୍ଶନ କରିବା ସର୍ବଦା ଏକ ଆନନ୍ଦଦାଯକ ଅନୁଭୂତି ଆଣିଥାଏ । [୫] ଏଇତିହ ର ଅନୁଭୂତି ସହ ରବୀନ୍ଦ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଏଠାରେ ରବୀନ୍ଦ୍ରନାଥ ଜୟନ୍ତୀ , ଓ ଅନ୍ୟ ସଂସୃତିକ କାର୍ଜ୍ୟକ୍ରମ ସବୁ କରୁଥିବାରୁ ଦେଶ ବିଦେଶ ରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି । [୬][୭] ଏଠାରେ ତାଙ୍କର ମୃତ୍ୟୁ ବାର୍ଷିକୀ ବଇସେ ସ୍ଗ୍ରାବଣ ମଧ୍ୟ ପାଳନ କରାଯାଏ । .[୮] କଳାକୃତି ର ପ୍ରଦର୍ଶନ ମେଳା ମଧ୍ୟ ପ୍ରତି ବର୍ଷ ହୁଏ । .[୯]
ଆଧାର ସମୂହ
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ [୧] Rabindra Bharati Museum Kolkata
- ↑ Unforgettable Jorasanko The Statesman
- ↑ Looking at a landmark The Statesman
- ↑ Remembering Tagore, Statesman News Service The Statesman
- ↑ Tram fest tribute to Tagore death anniversary Statesman News Service
- ↑ ART REVIEW: Colours of Jorasanko The Statesman
ବାହ୍ୟ ସଂଯୋଗ ସବୁ
Kolkata/North Kolkata travel guide from Wikivoyage
- Rabindra Bharati University Website
- Tagore family museum website
- PIB Press Release on Film Awards - The award for the Best Direction for the Year 2001 was given to Buddhadeb Dasgupta for the film Jorasanko Thakurbari for artistically unfolding the history of the house of the Tagores.