ଜୋରାସାଙ୍କୋ ଠାକୁର ବାରି, କଲିକତା

ଉଇକିପିଡ଼ିଆ‌ରୁ
ଜୋରାସାଙ୍କୋ ଠାକୁର ବାରି, କଲିକତାy
ଜୋରାସାଙ୍କୋ ଠାକୁର ବାରି, କଲିକତାର ରବୀନ୍ଦ୍ର ସାରଣୀ ଗେଟ 
ମହଲର ଭିତର ବାରଣ୍ଡା 

ଜୋରାସାଙ୍କୋ ଠାକୁର ବାରି (Bengali: House of the Thakurs (anglicised to Tagore) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ରାଜଧାନୀ କଲିକତାର ଉତ୍ତରାଞ୍ଚଳରେ ଥିବା ଏକ ପ୍ରାଚୀନ ଏଇତିହାସିକ ଗୃହ .[୧] Jorasanko, Kolkata 700007.[୨] ଏହା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପୈତୃକ ବାସଗୃହ ଭାବରେ ଥିଲା । ବର୍ତ୍ତମାନ ଏଠାରେ ରବୀନ୍ଦ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଅଧୀନରେ ସଂଗ୍ରହାଳୟ ଭାବରେ ରହିଛି [୩]ସାହିତ୍ଯ  ରେ ନୋବେଲ ପୁରସ୍କାର ପାଇଥିବା ରବୀନ୍ଦ୍ରନାଥ ଠାକୁର ଏହି ଗୃହରେ ବାଲ୍ୟକାଳ ଅତିବାହିତ କରିବା ପରେ 1941 ମସିହାରେ ପରଲୋକ ଗମନ କରିବା ଯାଏ ରହୁଥିଲେ ।  

ପ୍ରଚ୍ଛଦ କଥା [ସମ୍ପାଦନା]

ଏହି ଗୃହ 18 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ରବୀନ୍ଦ୍ରନାଥଙ୍କ ପିତାମହ ଦ୍ୱାରକାନାଥ ଠାକୁର ଏହା ନିର୍ମାଣ କରିଥିଲେ । ଗୁରୁଦେବ ରବୀନ୍ଦ୍ର ନାଥଙ୍କ ଜନ୍ମ ଏହିଠାରେ ହେଇଥିଲା । .[୪]

ଠାକୁର ସଂଗ୍ରହାଳୟ [ସମ୍ପାଦନା]

ଏହି ଗୃହ ରବୀନ୍ଦ୍ରନାଥ ଠାକୁରଙ୍କ ପରଲୋକ ପରେ ପୁନଃ ରୁଦ୍ଧାର କାର୍ଯ୍ୟ ହେଇ ତାହାକୁ ରବୀନ୍ଦ୍ରନାଥଙ୍କ ସ୍ମାରକୀ ସଂଗ୍ରହାଳୟ ଭାବରେ ବ୍ୟବହାର ହାଉଛି । ଏଠାରେ ଠାକୁର ପରିବାରର ଇତିହାସ ସହ ସେମାନଙ୍କ ବଙ୍ଗ ଉତ୍ଥାନ ଓ ବ୍ରହ୍ମ ସମାଜ[୫] ପାଇଁ ଅବଦାନକୁ ପ୍ରଦର୍ଶନ କରା  ଯାଇଥାଏ । 

ଭ୍ରମଣ ଓ କାର୍ଜ୍ୟକ୍ରମ ସବୁ [ସମ୍ପାଦନା]

Panchise Baisakh Celebration at Jorasanko Thakur Bari

ଜୋରାସଙ୍କୋ ଠାକୁର ବାରିକୁ ପରିଦର୍ଶନ କରିବା ସର୍ବଦା ଏକ ଆନନ୍ଦଦାଯକ ଅନୁଭୂତି ଆଣିଥାଏ । [୬] ଏଇତିହର ଅନୁଭୂତି ସହ ରବୀନ୍ଦ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଏଠାରେ ରବୀନ୍ଦ୍ରନାଥ ଜୟନ୍ତୀ , ଓ ଅନ୍ୟ ସଂସୃତିକ କାର୍ଜ୍ୟକ୍ରମ ସବୁ କରୁଥିବାରୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି । [୭][୮] ଏଠାରେ ତାଙ୍କର ମୃତ୍ୟୁ ବାର୍ଷିକୀ ବଇସେ ସ୍ଗ୍ରାବଣ ମଧ୍ୟ ପାଳନ କରାଯାଏ । .[୯] କଳାକୃତିର ପ୍ରଦର୍ଶନ ମେଳା ମଧ୍ୟ ପ୍ରତି ବର୍ଷ ହୁଏ । .[୧୦]

ଆଧାର [ସମ୍ପାଦନା]

  1. "Rabindra Bharti Museum (Jorasanko Thakurbari),". Archived from the original on 2012-09-22. Retrieved 2016-11-13.
  2. "Tagore House (Jorasanko Thakurbari)".
  3. "Tagore House (Jorasanko Thakurbari)".
  4. "Jorasanko Thakurbari". Archived from the original on 2011-01-12. Retrieved 2016-11-13.
  5. [୧] Archived 2013-11-11 at the Wayback Machine. Rabindra Bharati Museum Kolkata
  6. Unforgettable Jorasanko The Statesman
  7. Looking at a landmark The Statesman
  8. Remembering Tagore, Statesman News Service The Statesman
  9. Tram fest tribute to Tagore death anniversary Statesman News Service
  10. ART REVIEW: Colours of Jorasanko The Statesman

ବାହାର ଲିଙ୍କ [ସମ୍ପାଦନା]

Kolkata/North Kolkata travel guide from Wikivoyage