Jump to content

ଇତମାଦ - ଉଦ-ଦଉଲାହ କବର

ଉଇକିପିଡ଼ିଆ‌ରୁ
୧୪:୫୪, ୧୩ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tomb of I'timād-ud-Daulah") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଇତମାଦ - ଉଦ-ଦଉଲାହ କବର ର ମାଉଶେଲିଆମ  (ସାମନା ପଟ )

ଇତମାଦ - ଉଦ-ଦଉଲାହ କବର(ଉର୍ଦ୍ଦୁ: اعتماد الدولہ کا مقبرہ, I'timād-ud-Daulah kā Maqbara) ବାରତାୟୟ ରାଜ୍ୟ ଉତ୍ତର ପ୍ରଦେଶ ର ଆଗ୍ରା ନିକଟସ୍ଥ ଏକ ମୁସଲମାନ ସଂପ୍ରଦାୟ ର କବର । ଏହାକୁ "ବାବା ତାଜ " ଓ " ବୋଲି ମଧ୍ୟ କୁହାଯାଇଥାଏ । ଜୁଏଲ ବକ୍ସ "। ଏହାକୁ ତାଜ ମହଲ ର ନକଲ ମଧ୍ୟ କୁହାଯାଇପାରେ । 

ଏଠାରେ ମୁଖ୍ୟ ଗୃହ ବ୍ୟତୀତ ଅନେକ ଗୃହ ଓ ଉଦ୍ୟାନ  ରହିଛି । କବରଖାନା ଗୃହ 1622 ରୁ 1628 ମସିହା ରେ ନିର୍ମିତ ହେଇଥିଲା । ପ୍ରାରମ୍ଭିକ ସ୍ତର ର ମୋଗଲ ସ୍ଥାପତ୍ୟ କଳା ଅନୁସାରେ ରେ ଲାଲ ବାଲୁକା ପ୍ରସ୍ତର ରେ ଏହି କବର ନିର୍ମିତ ଦିଲ୍ଲୀ ସ୍ଥିତ ହୁମାୟୁନ କବର ଓ ସିକନ୍ଦରା ଠାରେ ଥିବା ଆକବର ଙ୍କ କବର ସଦୃଶ ହେଇଛି । ପରବର୍ତୀ ପର୍ଯ୍ୟାୟ ରେ ଧଳା ମାର୍ବଳ ର ବ୍ୟବହାର କରାଯାଇ ଏହାକୁ ସୁନ୍ଦର ରୂପ ଦିଅ ଯାଇଥିଲା । 

ଇତମାଦ - ଉଦ-ଦଉଲାହ କବର ଜାହାଙ୍ଗୀର ଙ୍କ ପତ୍ନୀ ନୁର ଜାହାନ  ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ସେ ଏହାକୁ ତାଙ୍କ ପିତା ମିର୍ଜା ଘୟାସ ବେଗ , ଯିଏ ଜଣେ  ପାର୍ସି ଅମିର ଥିଲେ , ଙ୍କ ସ୍ମୃତି ରେ ନିର୍ମିତ ହେଇଥିଲା ।ମିର୍ଜା ସହ ଜାହଁ ଙ୍କ ପତ୍ନୀ ମୁମତଜ ମହଲା ଙ୍କ ପିତାମହ ମଧ୍ୟ ଥିଲେ । ପରେ ସହାଜାହାନ ମୁମତଜ ମହଲ ଙ୍କ ସ୍ମୃତି ରେ ତାଜ ମହଲ ନିର୍ମାଣ କରିଥିଲେ ।  

କବର 

ଇତମାଦ - ଉଦ-ଦଉଲାହ କବର

ଯମୁନା ନଦୀ ର ପୁରା ତଟ ରେ ଏହି କବରଖାନା ନିର୍ମିତ ହେଇଥିଲା । ଏହାର ଚାରିପଟେ ଉଦ୍ୟାନ ଓ ଜଳାଧାର ରହିଛି । 50 ମିଟର ପରିଧି ରେ ଏହା ନିର୍ମିତ । ପ୍ରତି କୋଣ ରେ ସ୍ତମ୍ଭ ରହିଛି । 

ରାଜସ୍ଥାନ ରୁ ଆସିଥିବା ଧଳା ମାର୍ବଳ ପ୍ରସ୍ତର ରେ ଏହାର କାନ୍ଥ ସବୁ ନିର୍ମିତ । ଏହି କାନ୍ଥ ରେ କରନେଲିଆନ , ଯଶପର ତୋପଜ ଆଦି ମୂର୍ତି ର ଖୋଦନ ରହିଛି । ଅଭ୍ୟନ୍ତର ରେ କାଚ ଝରକା ସବୁ ଆଲୋକ ପ୍ରଦାନ କରିଥାଏ । 

ଗେଲେରୀ 

ଆଧାର 

ବାହ୍ୟ ସଂଯୋଗ ସବୁ