ସିକନ୍ଦରା
ଦେଖଣା
ସିକନ୍ଦରା ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ର ଏକ ଜିଲ୍ଲା । ଏହା ସିକନ୍ଦର ତହସିଲ ର ମଧ୍ୟ ସଦର ମହକୁମା । [୧]
ଅବସ୍ଥିତି
ଜାତୀୟ ରାଜପଥ NH-2 ରେ କାନପୁର ସହର ଠାରୁ 80 କିଲୋମିଟର ପଶ୍ଚିମ କୁ ଏହା ରହିଛି । ଝିଞ୍ଝାକ ଠାରୁ ଏହାର ଦୂରତା 20 କିଲୋମିଟର । ପଶ୍ଚିମ ଦିଗ ରେ ଆଉରାଇୟା ସହର ଥିବା ବେଳେ ସିକନ୍ଦରା ର ପୂର୍ବ ରେ ପୁଖ୍ରାୟନ ସହର ରହିଛି । ସିକନ୍ଦରାଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଇତିହାସ
ସହର ଟି ସିକନ୍ଦର ଲୋଧି ଙ୍କ ଦ୍ଵାରା ସ୍ଥାପିତ ହେଇଥିବା କୁହା ଯାଏ । [୨]
ସ୍କୁଲ
- ସରସ୍ଵତୀ ଇଣ୍ଟର କଲେଜ
Geography
ସିକନ୍ଦରା ର ଭୌଗୋଳିକ ଅବସ୍ଥିତି ର ଦିଗବାରେଣୀ 26°22′04″N 79°37′41″E / 26.36778°N 79.62806°E.[୩] ଏହାର ହାର ହଋ ସମୁଦ୍ର ପତ୍ତନ ଠାରୁ ଉଚ୍ଛତା 278 ଫୁଟ ।
Demographics
2001 ଜନଗଣନା ଅନୁସାରେ ସିକନ୍ଦରା ର ଜନସଂଖ୍ୟା 10,884 ଥିଲା । ଏଠି ମଧ୍ୟ ରୁ ପୁରୁଷ 53 % ହେଇଥିବା ବେଳେ ମହିଳା ଙ୍କ ସଂଖ୍ୟା 47% ରହିଥିଲା । ସିକନ୍ଦରା ର ସାକ୍ଷ୍ୟରତା ହାର 64 % । ଏହାର 16% ଅଧିବାସୀ 6 ବର୍ଷ ରୁ କମ ।