Jump to content

ହେଲସିଙ୍କି ସାମ୍ବା କାର୍ନିଭାଲ

ଉଇକିପିଡ଼ିଆ‌ରୁ
୦୩:୧୮, ୧୧ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Helsinki Samba Carnaval") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
୨୦୦୪ କାର୍ନିଭାଲ 
୨୦୧୧ କାର୍ନିଭାଲ 
୨୦୧୪ କାର୍ନିଭାଲ 

ହେଲସିଙ୍କି ସାମ୍ବା କାର୍ନିଭାଲ ଏକ ବାର୍ଷିକ ସାମ୍ବା କାର୍ନିଭାଲ ଯାହା ଫିନଲାଣ୍ଡ ର ରାଜଧାନୀ ହେଲସିଙ୍କି ରେ 1991 ରୁ ହେଇଆସୁଛି । 

ଏହି କାର୍ନିଭାଲ ପ୍ରତିବର୍ଷ ମଇ ମାସ ର ପ୍ରଥମ ତୋ ମଧ୍ୟ ଯାଏ ସପ୍ତାହ ଶେଷ ରେ ହେଇଥାଏ । ଏହା ଫିନଲାଣ୍ଡ ର ଜାତୀୟ ଦିବସ ମେ ୧୨ ନିକଟ ସମୟ ରେ ହୁଏ । ଋଓ କାର୍ନିଭାଲ ପରି ଏହା ଜାନୁୟାରୀ ରୁ ମାର୍ଚ ମଧ୍ୟ ରେ ହେଇ ପାରେ ନାହିଁ , କାରଣ ସେହି ସମୟ ରେ ଫିନଲାଣ୍ଡ ରେ ତାପମାନ ଖୁବ କମ ରହି ବରଫପାତ ହେଇଥାଏ ।   

ଇତିହାସ 

ଏହି ଫେସ୍ତିଭାଲ ର ନିଜର କଉଣଶି ଏଇତିହାସିକ ପୃଷ୍ଠଭୂମି ନାହିଁ । ତେବେ ଏହା ବ୍ରାଜିଲ ଦେଶ ର ଋଓ ସହର ରେ ହଉଥିବା ସମପରକାର ଉତ୍ଶାବ ଦ୍ଵାରା ପ୍ରେରିତ । ୨୦୦୭ ମସିହା ରେ ଫିନଲାଣ୍ଡ ର ରାଷ୍ଟ୍ରପତି ତରଜା ହାଲୋନେନ ସେହି ଉତଶବ ରେ ଭାଗ ନେଇଥିଲେ । ଏହି ଫେସ୍ତିଭାଲ ଫିନ୍ନିସ ସମ୍ବା ସ୍କୁଲ ଆସୋସିଏସନ ଦ୍ଵାରା ସଂଗଠିତ ହେଇଥାଏ ।