ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର
ଜଯପୁର ଆନ୍ତର୍ଜାତିକ ବିମାନ ବନ୍ଦର (IATA: JAI, ICAO: VIJP)IATA: JAI, ICAO: VIJP) ଭାରତୀୟ ରାଜ୍ୟ ରାଜସ୍ଥାନ ର ରାଜଧାନୀ ଜଯପୁର ଠାରେ ଏହା ଅବସ୍ଥିତ । ଏହାକୁ ୨ ରୁ ୫ ମିଲିୟନ ଯାତ୍ରୀ ବାର୍ଷିକ ଯାତାୟାତ କରୁଥିବା ଶ୍ରେଣୀ ର ବିମାନ ବନ୍ଦର ମଧ୍ୟ ରେ ବିଶ୍ଵ ର ଶ୍ରେଷ୍ଠ ବିମାନ ବନ୍ଦର ହିସାବ ରେ ୨୦୧୫ ରେ ପୁରସ୍କୃତ କରାଯାଇଥିଲା । [୧]
ଜଯପୁର ସହର[୨] ର କେନ୍ଦ୍ର ରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନର ରେ ସ୍ଥାପିତ ଏହି ବିମାନ ବନ୍ଦର କୁ ୨୦୦୫[୩] ମସିହା ରେ ଆନ୍ତର୍ଜାତିକ ବିମାନ ବନ୍ଦର ର ମାନ୍ୟତା ମିଳିଥିଲା । ଏଠାରେ ଏକ ସଙ୍ଗେ ୧୪ ଟି ବିମାନ ରହିପାରିବାର ବ୍ୟବସ୍ଥା ଥିବା ବେଳେ ଏହାର ଟର୍ମିନାଲ ରେ ଏକ ସମୟ ରେ ୧,୦୦୦ ଯାତ୍ରୀ ଙ୍କ ବ୍ୟବହାର ପାଇଁ ଯଥେଷ୍ଟ ସୁବିଧା ରହିଛି । [୪]
Layout and infrastructure
ନୂତନ ଭାବେ ନିର୍ମିତ ଘରେଇ ଉଡାଣ ଟର୍ମିନାଲ ଜୁଲାଇ ୨୦୦୯ ରେ ଉଦଘାତିତ ହେଇଥିଲା । .[୫][୬] cctv ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏହି ଟର୍ମିନାଲ ଏକ ସଙ୍ଗେ ୫୦୦ ଯାତ୍ରୀ ଙ୍କ ପାଇଁ ବ୍ୟବସ୍ଥା କରିଥାଏ । ୨୦୧୫ ରେ ସମାପ୍ତ ହେଇଥିବା ପ୍ରଶସ୍ତି କରଣ ପରେ ଏଠାରେ ବଡ ବିମାନ ଅବତରଣ ମଧ୍ୟ ସୁବିଧା କରା ଯାଇଛି । [୭]
କାର୍ଗୋ ପରିବହନ
୨୦୧୨ ମସିହା ରୁ ଏହାର ଟର୍ମିନାଲ ୧ ର ପରିବର୍ତନ କରାଯାଇ ଏହାକୁ କେବଳ କାର୍ଗୋ ନିମନ୍ତେ ବ୍ୟବହାର ଉପଯୋଗୀ କରାଗଲା । [୮]
ଘଟଣାବଳି
- ୧୮ ଫେବ୍ରୁଆରି ୧୦୬୯ ରେ ଭାରତୀୟ ଏୟାର ଲାଇନ ର ଏକ ବିମାନ ଉଡାଣ ସମୟ ରେ ଏଠାରେ ଦୁର୍ଘଟଣା ଘଟି ଥିଲା । ତେବେ ଏଥିରେ ଥିବା ୩୦ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ । [୯]
- ୯ ଅଗଷ୍ଟ ୧୯୭୧ ଭାରତୀୟ ଏୟାରଲାଇନ ର ବିମାନ ଉଡାଣ ବେଳେ କ୍ଷ୍ତିଗ୍ରସ୍ତ ହେଇଥିଲା । .[୧୦]
- ଜାନୁଆରୀ ୫, ୨୦୧୪ ରେ ଭାରତୀୟ ବିମାନ ସେବା ର ଏକ ବିମାନ ଇମ୍ଫାଲ ରୁ ଦିଲ୍ଲୀ ଆସୁଥିବା ବେଳେ ଘନ କୁହୁଡି ଯୋଗୁ ଦିଲ୍ଲୀ ରେ ଅବତରଣ କରି ନ ପାରି ଏଠାକୁ ଆସିଥିଲା । ତେବେ ଚକ ଫାଟିବାରୁ ଏହା ଦୁର୍ଘଟଣା ଗ୍ରସ୍ତ ହେଲା । ତେବେ ଏଥିରେ ଥିବା ୭୦ ଜଣ ଯାତ୍ରୀ ଓ ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିଲେ । [୧୧][୧୨][୧୩]
ପୁନଶ୍ଚ ଦେଖନ୍ତୁ
- ASQ awards 2015 by Airports Council International
- Airports in India
- List of busiest airports in India by passenger traffic
ଆଧାର ସମୂହ
- ↑ "Airport Service Quality Awards".
- ↑
{{cite web}}
: Empty citation (help) - ↑ "Jaipur airport to get international status". The Times of India. 29 December 2005.
- ↑ "Jaipur airport expansion". 11 July 2011. Retrieved 30 June 2014.
{{cite news}}
: More than one of|accessdate=
and|access-date=
specified (help) - ↑ "New domestic terminal set for take-off on 1 July". The Times of India. 21 June 2009.
- ↑ "Passengers welcomed on Terminal-2". The Times of India. 2 July 2009.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Monalisa Arthur. "Air India pilot greeted passengers after fog-stricken plane's dramatic brush with death". No. 23:41 GMT, 6 January 2014. Daily Mail Online. Retrieved 25 March 2015.
{{cite news}}
: More than one of|accessdate=
and|access-date=
specified (help) - ↑ "First person account: Air India passenger on Guwahati-Delhi flight recounts horror : India, News - India Today". No. 7 January 2014. India Today. Retrieved 25 March 2015.
{{cite news}}
: More than one of|accessdate=
and|access-date=
specified (help)
ବାହ୍ୟ ସଂଯୋଗ ସବୁ
- Accident history for JAI at Aviation Safety Network
- Jaipur Airport - India Airport Global Website