Jump to content

ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର

ଜଯପୁର ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର
जयपुर अन्तर्राष्ट्रीय हवाई अड्डा
Jaipur Aṅtarrāṣhṭrīya Havāī Aḍḍā
IATA: JAIICAO: VIJP
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Jaipur
ଅବସ୍ଥାନ Jaipur, Rajasthan, India
ଉଚ୍ଚତା (ସମୁଦ୍ର ଠାରୁ) 1,263 ft / 385 m
ଦିଗବାରେଣି 26°49′27″N 075°48′44″E / 26.82417°N 75.81222°E / 26.82417; 75.81222
Map
JAI is located in Rajasthan
JAI
JAI
JAI is located in India
JAI
JAI
ରନବେ
ଦିଗ ଲମ୍ବ ଭୂମି
ft m
09/27 11,500 3,505 Concrete/Asphalt
15/33 5,223 1,592 Asphalt
Statistics (July 2016)
Passenger movements 311,752(Increase43.8%)
Aircraft movements 2602(Increase33.7%)
Cargo tonnage 1487(Increase172.8%)
Source: AAI[]

ଜଯପୁର ଆନ୍ତର୍ଜାତିକ ବିମାନ ବନ୍ଦର (IATA: JAI, ICAO: VIJP)IATA: JAI, ICAO: VIJP) ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରଠାରେ ଏହା ଅବସ୍ଥିତ । ଏହାକୁ ୨ରୁ ୫ ମିଲିୟନ ଯାତ୍ରୀ ବାର୍ଷିକ ଯାତାୟତ କରୁଥିବା ଶ୍ରେଣୀର ବିମାନ ବନ୍ଦର ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବିମାନ ବନ୍ଦର ହିସାବରେ ୨୦୧୫ରେ ପୁରସ୍କୃତ କରାଯାଇଥିଲା । []

ଜଯପୁର ସହର.[]ର କେନ୍ଦ୍ରରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନରରେ ସ୍ଥାପିତ ଏହି ବିମାନ ବନ୍ଦରକୁ ୨୦୦୫[] ମସିହାରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା । ଏଠାରେ ଏକ ସଙ୍ଗେ ୧୪ଟି ବିମାନ ରହିପାରିବାର ବ୍ୟବସ୍ଥା ଥିବା ବେଳେ ଏହାର ଟର୍ମିନାଲରେ ଏକ ସମୟରେ ୧,୦୦୦ ଯାତ୍ରୀଙ୍କ ବ୍ୟବହାର ପାଇଁ ଯଥେଷ୍ଟ ସୁବିଧା ରହିଛି । []

ଜଯପୁର ଅନ୍ତର୍ଜାତିକ ବିମାନ ବନ୍ଦର 
ଟର୍ମିନାଲ ୨ର ରନୱେ 
ଟର୍ମିନାଲ ୨ ଭିତର ଦୃଶ୍ୟ 

ସ୍ଥାପତ୍ୟ

[ସମ୍ପାଦନା]

ନୂତନ ଭାବେ ନିର୍ମିତ ଘରେଇ ଉଡାଣ ଟର୍ମିନାଲ ଜୁଲାଇ ୨୦୦୯ରେ ଉଦଘାତିତ ହେଇଥିଲା । .[][] cctv ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏହି ଟର୍ମିନାଲ ଏକ ସଙ୍ଗେ ୫୦୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଥାଏ । ୨୦୧୫ରେ ସମାପ୍ତ ହେଇଥିବା ପ୍ରଶସ୍ତି କରଣ ପରେ ଏଠାରେ ବଡ଼ ବିମାନ ଅବତରଣ ମଧ୍ୟ ସୁବିଧା କରା ଯାଇଛି ।  []

କାର୍ଗୋ ପରିବହନ 

[ସମ୍ପାଦନା]

୨୦୧୨ ମସିହାରୁ ଏହାର ଟର୍ମିନାଲ ୧ର ପରିବର୍ତ୍ତନ କରାଯାଇ ଏହାକୁ କେବଳ କାର୍ଗୋ ନିମନ୍ତେ ବ୍ୟବହାର ଉପଯୋଗୀ କରାଗଲା ।  []

ଘଟଣାବଳି 

[ସମ୍ପାଦନା]
  • ୧୮ ଫେବୃଆରୀ ୧୦୬୯ରେ ଭାରତୀୟ ଏୟାର ଲାଇନର ଏକ ବିମାନ ଉଡାଣ ସମୟରେ ଏଠାରେ ଦୁର୍ଘଟଣା ଘଟି ଥିଲା । ତେବେ ଏଥିରେ ଥିବା ୩୦ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ ।.[]
  • ୯ ଅଗଷ୍ଟ ୧୯୭୧ ଭାରତୀୟ ଏୟାରଲାଇନର ବିମାନ ଉଡାଣ ବେଳେ କ୍ଷ୍ତିଗ୍ରସ୍ତ ହେଇଥିଲା । .[୧୦]
  • ଜାନୁଆରୀ ୫, ୨୦୧୪ରେ ଭାରତୀୟ ବିମାନ ସେବାର ଏକ ବିମାନ ଇମ୍ଫାଲରୁ ଦିଲ୍ଲୀ ଆସୁଥିବା ବେଳେ  ଘନ କୁହୁଡି ଯୋଗୁ ଦିଲ୍ଲୀରେ ଅବତରଣ କରି ନ ପାରି ଏଠାକୁ ଆସିଥିଲା । ତେବେ ଚକ ଫାଟିବାରୁ ଏହା ଦୁର୍ଘଟଣା ଗ୍ରସ୍ତ ହେଲା । ତେବେ ଏଥିରେ ଥିବା ୭୦ ଜଣ ଯାତ୍ରୀ ଓ ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିଲେ ।[୧୧][୧୨][୧୩]

ଆଧାର 

[ସମ୍ପାଦନା]
  1. http://www.aai.aero/traffic_news/traffic_news_2016.jsp
  2. 1 2 "Airport Service Quality Awards".
  3. "Jaipur airport to get international status". The Times of India. 29 ଡିସେମ୍ବର 2005. Archived from the original on 29 ସେପ୍ଟେମ୍ବର 2012. Retrieved 8 ନଭେମ୍ବର 2016.
  4. "Jaipur airport expansion". 11 ଜୁଲାଇ 2011. Retrieved 30 ଜୁନ 2014. {{cite news}}: More than one of |accessdate= and |access-date= specified (help)
  5. "New domestic terminal set for take-off on 1 July". The Times of India. 21 ଜୁନ 2009. Archived from the original on 7 ସେପ୍ଟେମ୍ବର 2011. Retrieved 8 ନଭେମ୍ବର 2016.
  6. "Passengers welcomed on Terminal-2". The Times of India. 2 ଜୁଲାଇ 2009. Archived from the original on 6 ଜୁନ 2011. Retrieved 8 ନଭେମ୍ବର 2016.
  7. "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
  8. "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
  9. "VT-CJH Accident Description". Aviation Safety Network. Retrieved 23 ଜାନୁଆରୀ 2011.
  10. "Accident description". Aviation Safety Network. Retrieved 5 ସେପ୍ଟେମ୍ବର 2009.
  11. "ASN Aircraft accident Airbus A320-231 VT-ESH Jaipur International Airport". Aviation Safety Network. Retrieved 25 ମାର୍ଚ୍ଚ 2015.
  12. Monalisa Arthur. "Air India pilot greeted passengers after fog-stricken plane's dramatic brush with death". No. 23:41 GMT, 6 January 2014. Daily Mail Online. Retrieved 25 ମାର୍ଚ୍ଚ 2015.
  13. "First person account: Air India passenger on Guwahati-Delhi flight recounts horror : India, News - India Today". No. 7 January 2014. India Today. Retrieved 25 ମାର୍ଚ୍ଚ 2015.

ବାହାର ଲିଙ୍କ 

[ସମ୍ପାଦନା]