ସାଲେମ ବିମାନ ବନ୍ଦର ( ଭାରତ )
ସାଲେମ ବିମାନ ବନ୍ଦର (IATA: SXV, ICAO: VOSM)IATA: SXV, ICAO: VOSM) ଭାରତୀୟ ରାଜ୍ୟ ତାମିଲନାଡୁ ର ସାଲେମ ସହର ରୁ ଉତ୍ତର ପଶ୍ଚିମ ରେ ୧୫ କିଲୋମିଟର ଦୁରବର୍ତୀ କମଳାପୁରମ ଅବସ୍ଥିତ । ଏହା ସାଲେମ, ଧର୍ମପୁରୀ ଓ କୃଷ୍ଣଗିରି ଜିଲ୍ଲା କୁ ବିମାନ ସେବା ଯୋଗେଇଥାଏ ।
ଇତିହାସ
୧୯୯୩ ମସିହା ରେ ସାଲେମ ବିମାନ ବନ୍ଦର ୬ କୋଟି ଟଙ୍କାର ଅଟକଳ ରେ ମୁଖ୍ଯତଃ ସ୍ଥାନୀୟ ବ୍ୟବସାୟୀ ଓ ଶିଲ୍ପପତି ମାନଙ୍କ ଦ୍ଵାରା ଦାନ ସୂତ୍ର ରେ ପ୍ରଦତ୍ତ ୧୩୬ ଏକର ପରିମିତ ସ୍ଥାନ ରେ ନିର୍ମିତ ହେଇଥିଲା। ଏହା ଭାରତ ର ପ୍ରଥମ ବିମାନ ବନ୍ଦର ଯାହା ସାଧାରଣ ଜନତା , ସ୍ଥାନୀୟ ଶିଳ୍ପ ସମୂହ ଙ୍କ ସହଯୋଗିତା ଭିତ୍ତି ରେ ନିର୍ମିତ ହେଇଥିଲା । ପ୍ରଥମେ ବାୟୁଦୂତ ର ସାନ ବିମାନ ପାଇଁ ହେଇଥିବା ୧,୩୫୦ ମିଟର ରାନୱେ କୁ ପରେ ଆହୁରି ୬୦୦ ମିଟର ବୃଦ୍ଧହୀ କରାଯାଇଥିଲା । NSPC ଦ୍ଵାରା ଏଠାକୁ ଚେନ୍ନଇ ରୁ ବିମାନ ସେବା ଆରମ୍ଭ ହେଇଥିଲେ ମଧ୍ୟ ତାହା ଆର୍ଥିକ ଭାବରେ ଲାଭଯୁକ୍ତ ନା ହେବାରୁ ବନ୍ଦ ହେଇଗଲା । [୧] ଏହା ଅନେକ ଦିନ ଉପଯୋଗ ନ ହେଇ ପଡି ରହିବା ପରେ ୨୦୦୬ ରେ ଡେକାନ ଏୟାର ( ଯାହା କିଙ୍ଗ ଫିଶର[୨] ସହ ମିଶି ଯାଇଥିଲା )ଦ୍ଵାରା ପୁନର୍ଚାଳିତ ହେଲା । ଏହା ମଧ୍ୟ ୨୦୧୨ ରୁ ବନ୍ଦ ହେଇଗଲା । [ଆଧାର ଲୋଡ଼ା]
ପରେ ବହୁ ଉଦ୍ୟମ ପରେ ପୁଣି କିଙ୍ଗ ଫିଶର ଏୟାର ଲାଇନ ୨୦୦୯ ରୁ ବିମାନ ଚଳେଇଥିଲେ ମଧ୍ୟ ୨୦୧୧ ରେ ଫେର ବନ୍ଦ କରିଦେଲା । [୩]
Flight training and pilot training centres
ଏଠାରେ ଅନୁକୂଳ ବାତାବରଣ ଯୋଗୁଁ ୨ ଟି ବିମାନ ଚାଳନା ଟ୍ରେନିଂ ସ୍କୁଲ ଖୋଲିଛି । [୩]
References
- ↑ "Salem airport is all set to get a new lease of life". The Hindu. 19 August 2006. Retrieved 6 Jan 2012.
{{cite news}}
: More than one of|accessdate=
and|access-date=
specified (help) - ↑ "Salem airport back in operation after Kingfisher starts Chennai-Salem service". The Times of India. 16 November 2009. Retrieved 6 Jan 2012.
{{cite news}}
: More than one of|accessdate=
and|access-date=
specified (help) - ↑ ୩.୦ ୩.୧ "More flying schools land in Salem airport as commercial flights shut". The Times of India. 28 December 2011. Retrieved 6 Jan 2012.
{{cite news}}
: More than one of|accessdate=
and|access-date=
specified (help)