ଜନ୍ମଭୂମି ଏକ୍ସପ୍ରେସ
ଜନ୍ମଭୂମି ଏକ୍ସପ୍ରେସ (12805 / 12806) ଭାରତୀୟ ରେଳବାଇ ର ଏକ ଇଣ୍ଟରସିଟି ଏକ୍ସପ୍ରେସ ସେବା। ଏହା ଦୈନିକ ସିକନ୍ଦରାବାଦ ରୁ ବିଶାଖାପାଟଣା ଯାତାୟାତ କରିଥାଏ । ପ୍ରଥମେ ବିଜଯୱାଡା ଓ ବିଶାଖାପାଟଣା ମଧ୍ୟ ରେ ପ୍ରଚଳିତ ଏହି ଟ୍ରେନ ସେବା ପରେ ସିକନ୍ଦରାବାଦ ଯାଏ ପରିବର୍ଧିତ ହେଇଥିଲା । ଏହା ଏକ ସୁପରଫାଷ୍ଟ ଶ୍ରେଣୀ ର ଟ୍ରେନ ।
ଏଥିରେ ୧୦ ଟି ଅଣ ସଂରକ୍ଷିତ ବଗି ସହ ୨୪ ଟି ବଗି ଲାଗିଥାଏ । ଏଥିସହ ଏକ ପାନ୍ତରି କାର ରହେ ନାହି । ଏହାର AC ଶ୍ରେଣୀ ର ବଗି ସବୁ ଚେୟାର କାର ।
ଯାତ୍ରାପଥ
ଅନ୍ୟ ଇଣ୍ଟରସିଟି ମାନଙ୍କ ପରି ଏହା ମଧ୍ୟ ଦିନ ବେଳ ଯାତାୟାତ କରେ ।ଏହା ନାଳଗୋଣ୍ଡା, ମିରିୟାଲଗୁଡା , ଗୁନ୍ତୁର , ତେନଳୀ , ବିଜାତଵାଡା ତୁନି , ଆଦି ଷ୍ଟେସନ ରେ ରହଣି କରି ଯାଇଥାଏ । ଏହା ସିକନ୍ଦରାବାଦ ରୁ ସକାଳ ୭.୧୦ ରୁ ବାହାରି ବିଶାଖାପାତାନା ରେ ସନ୍ଧ୍ୟା ୭.୪୦ ରେ ପହଞ୍ଚେ । ତେନଳୀ ଷ୍ଟେସନ ରେ ଟ୍ରେନ କୁ ଦିଗ ପରିବର୍ତନ କରିବାକୁ ହୁଏ ।
ପୁନଶ୍ଚ ଦେଖନ୍ତୁ
- List of named passenger trains of India
- South Central Railway Zone
- Trains of South Central Railway (India)
ଆଧାର
http://indiarailinfo.com/train/janmabhoomi-express-12805-vskp-to-sc/855/401/835
This Indian rail transport related article is a stub. You can help Wikipedia by expanding it. |