ଜନ୍ମଭୂମି ଏକ୍ସପ୍ରେସ
ଦେଖଣା
Overview | |||||
---|---|---|---|---|---|
Service type | SuperFast | ||||
Locale | Andhra Pradesh | ||||
Current operator(s) | East Coast Railway | ||||
Route | |||||
Start | Secunderabad | ||||
Stops | 17 | ||||
End | Visakhapatnam | ||||
Distance travelled | 699 km (434 mi) | ||||
Average journey time | 12 hours 30 minutes | ||||
Service frequency | Daily | ||||
Train number(s) | 12806 / 12805 | ||||
On-board services | |||||
Class(es) | 2nd Seating, AC Chair Car, General Class | ||||
Seating arrangements | Yes | ||||
Sleeping arrangements | No | ||||
Catering facilities | On-board Catering | ||||
Technical | |||||
Operating speed | 55 km/h (34 mph) average | ||||
|
ଜନ୍ମଭୂମି ଏକ୍ସପ୍ରେସ (12805 / 12806) ଭାରତୀୟ ରେଳବାଇର ଏକ ଇଣ୍ଟରସିଟି ଏକ୍ସପ୍ରେସ ସେବା। ଏହା ଦୈନିକ ସିକନ୍ଦରାବାଦରୁ ବିଶାଖାପାଟଣା ଯାତାୟତ କରିଥାଏ । ପ୍ରଥମେ ବିଜଯୱାଡା ଓ ବିଶାଖାପାଟଣା ମଧ୍ୟରେ ପ୍ରଚଳିତ ଏହି ଟ୍ରେନ ସେବା ପରେ ସିକନ୍ଦରାବାଦ ଯାଏ ପରିବର୍ଧିତ ହେଇଥିଲା । ଏହା ଏକ ସୁପରଫାଷ୍ଟ ଶ୍ରେଣୀର ଟ୍ରେନ ।
ଏଥିରେ ୧୦ଟି ଅଣ ସଂରକ୍ଷିତ ବଗି ସହ ୨୪ଟି ବଗି ଲାଗିଥାଏ । ଏଥିସହ ଏକ ପାନ୍ତରି କାର ରହେ ନାହି । ଏହାର AC ଶ୍ରେଣୀର ବଗି ସବୁ ଚେୟାର କାର ।
ଯାତ୍ରାପଥ
[ସମ୍ପାଦନା]ଅନ୍ୟ ଇଣ୍ଟରସିଟିମାନଙ୍କ ପରି ଏହା ମଧ୍ୟ ଦିନ ବେଳ ଯାତାୟତ କରେ ।ଏହା ନାଳଗୋଣ୍ଡା, ମିରିୟାଲଗୁଡା , ଗୁନ୍ତୁର , ତେନଳୀ , ବିଜାତବାଡା ତୁନି , ଆଦି ଷ୍ଟେସନରେ ରହଣି କରି ଯାଇଥାଏ । ଏହା ସିକନ୍ଦରାବାଦରୁ ସକାଳ ୭.୧୦ରୁ ବାହାରି ବିଶାଖାପାତାନାରେ ସନ୍ଧ୍ୟା ୭.୪୦ରେ ପହଞ୍ଚେ । ତେନଳୀ ଷ୍ଟେସନରେ ଟ୍ରେନକୁ ଦିଗ ପରିବର୍ତ୍ତନ କରିବାକୁ ହୁଏ ।
ଅଧିକ ପଠନ
[ସମ୍ପାଦନା]- List of named passenger trains of India
- South Central Railway Zone
- Trains of South Central Railway (India)
ଆଧାର
[ସମ୍ପାଦନା]http://indiarailinfo.com/train/janmabhoomi-express-12805-vskp-to-sc/855/401/835
This Indian rail transport related article is a stub. You can help Wikipedia by expanding it. |