Jump to content

ଶିବନାଥ ନଦୀ

ଉଇକିପିଡ଼ିଆ‌ରୁ
୨୩:୦୫, ୨ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Shivnath River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଶିବନାଥ ନଦୀ ପୂର୍ବ ଭାରତ ର ଏକ ମୁଖ୍ୟ ନଦୀ ମହାନଦୀ ର ସର୍ବବୃହତ ଉପନଦୀ । ଏହା ଛତିଶଗଦ ରାଜ୍ୟ ର ବିଲାସପୁର ଜିଲ୍ଲା ର ଖରଗହନୀ ନାମକ ନାମକ ସ୍ଥାନ ରେ ମହାନଦୀ ସହ ମିଳିତ ହୁଏ । ଏହା ବିଲୀନ ହେବ ଆଗରୁ ପ୍ରାୟ 290 କିଲୋମିଟର ପଥ ରେ ପ୍ରବାହିତ ହେଇଥାଏ । 

ସୃଷ୍ଟି ସ୍ଥଳ 

ସମୁଦ୍ର ପତ୍ତନ ଠାରୁ 624 ମିଟର ଉଛ ରେ ଥିବା ପାନବରସ ପାର୍ବତ୍ୟ  ଇଲାକା ରୁ ଶିବନାଥ ନଦୀର ପବାଃ ଆରମ୍ଭ ହେଇଥାଏ ।  ଏହି ଅଞ୍ଚଳ ଛତିଶଗଦ ର ରାଜନନ୍ଦଗାଓ ସ୍ଥିତ ଆମ୍ବଗଡ ଚୌକି ଠାରେ ଅବସ୍ଥିତ । 

ଗତିପଥ 

ଏହି ନଦୀ ଉତ୍ତର ପୂର୍ବ ଦିଗ କୁ ପ୍ରବାହିତ ହେଇ 290 କିଲୋମିଟର ଗଲା ପରେ ଶିଭୃନରାୟନ ନାମକ ସ୍ଥାନ ରେ ମହାନଦୀ ରେ ପତନ ହୁଏ . [][][] []

ଆଧାର ସମୂହ