Jump to content

ୟୁସମାର୍ଗ , ଜମ୍ମୁ କାଶ୍ମୀର

ଉଇକିପିଡ଼ିଆ‌ରୁ
୧୦:୫୨, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Yusmarg") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ୟୁସମାର୍ଗ , ଭାରତୀୟ ରାଜ୍ୟ ଜମ୍ମୁ କାଶ୍ମୀର ର ଉପତ୍ୟକା ରେ ସ୍ଥିତ ଏକ ଶୈଳନିବାସ । ଏହା ଜମ୍ମୁ ଓ କାଶ୍ମୀର ର ଦକ୍ଷିଣ କୁ ୪୭ କିଲୋମିଟର ଦୂର ରେ ଅବସ୍ଥିତ । 

ଭୌଗୋଳିକ ସ୍ଥିତି 

ୟୁସମାର୍ଗ କାଶ୍ମିରୀ ଭାଷା ଅନୁସାରେ "ଯୀଶୁ ଙ୍କ ଉପତ୍ୟକା " କୁ ବୁଝାଏ । କଥିତ ରହିଛି ଯୀଶୁ ଙ୍କ ପୂର୍ବଜ ମାନେ ଏଠାକୁ ଆସିଥିଲେ ଓ ୟୁସମାର୍ଗ ରେ କିଛି କାଳ []ରହିଥିଲେ । ଏହି ଉପତ୍ୟକା ରେ ଆଲପାଇନ ଜଙ୍ଗଲ ସହିତ ଶିକ୍ଷାର ରେ ବରଫାବୃତ ଥିବା  ପର୍ବତ ସହ ପାଇନ ଜଙ୍ଗଲ ରହିଛି । ୧୩ କିଲୋମିଟର ଦୂର ଚରାଇ ସରିଫ ସହର ଟି ଦୁଧଗଙ୍ଗା ନଦୀ ଟାଟା ରେ ରହିଛି । ଏହି ନଦୀ ଝେଲମ ନଦୀ ର ଏକ ଉପ ନଦୀ । ହିମାଳୟ ପର୍ବତ ମାଲା ର ପିର ପଞ୍ଜଳ ଶୃଙ୍ଗ , ସନ ସେଟ ଶ୍ରୁଙ୍ଗ ଆଦି ରହିଛି । ଏହାର ଉଚ୍ଛତା ସମୁଦ୍ରପତ୍ତାନ ଠାରୁ ୨୩୯୬ ମିଟର । 

Tourism

ଏଠାରୁ ୪ କିଲୋମିଟର ଟ୍ରେକିଂ ରେ ଗଲେ ଏକ ହ୍ରଦ ରେ ପହଞ୍ଚି ହୁଏ । ସେଠାରୁ ପୁଣି ୧୦ କିଲୋମିଟର ଟ୍ରେକିଂ ରେ ଗଳାପରେ ସାଙ୍ଗ-ଇ-ସଫେଦ ନାମକ ବରଫ ଆଚ୍ଛାଦିତ ହ୍ରଦ ରେ ପହଞ୍ଚି ହୁଏ । ଏଠାରେ ଖରା ଦିନେ ମଧ୍ୟ ବରଫ ଥିବାରୁ ସ୍କେଟିଙ୍ଗ ଆଦି କରି ହୁଏ । 

Access

ୟୁସମାର୍ଗ କୁ ଶ୍ରୀନଗର ସହର ବା ଶ୍ରୀନଗର ବିମାନବନ୍ଦର।(SXR) [] ରୁ ସହଜ ରେ ପହଞ୍ଚି ହେଇ ଥାଏ .ଶ୍ରୀନଗର ରୁ ୪୭ କିଲୋମିଟର ଦୁରତ୍ଵ କାର ବା ବସ  ଯୋଗେ  ଚରାରୀ ଶରିଫ ସହର[]  ଦେଇ ପହଞ୍ଚି  ହୁଏ ।ଶୀତ କାଳ ରେ ଏହା ବରଫ ପାଇଁ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ରହେ ।  

ପୁନଶ୍ଚ ଦେଖଣା 

  • Sonamarg
  • Gulmarg
  • Pahalgam

ଆଧାର ସମୂହ 

  1. B.K. Chaturvedi (1983).
  2. "Reaching Yusmarg". nativeplanet.com.
  3. "How to reach Yusmarg". kashmirtourism.com.

ବାହ୍ୟ ସଂଯୋଗ