Jump to content

ଚିରିମିରି କୋଇଲାଖଣି

ଉଇକିପିଡ଼ିଆ‌ରୁ
୦୬:୪୮, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chirimiri Coalfield") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଚିରିମିରି କୋଇଲାଖଣି ଭାରତୀୟ ରାଜ୍ୟ ଛତିଶଗଦ ର କୋରିୟାଜିଲ୍ଲା ରେ ମହାନଦୀ ର ଶାଖା ନଦୀ ହାସଦେଓ ନଦୀ ର ଉପତ୍ୟକା ରେ ଅବସ୍ଥିତ । 

ଅନ୍ୟ କୋଇଲାଖଣି ସମୂହ 

ଏହି ଉପତ୍ୟକା ଅଞ୍ଚଳ ରେ ଅନ୍ୟ କେତେକ କୋଇଲାଖଣି ଗୁଡିକ ମଧ୍ୟ ଅଛି । ସୋହାଗପୁର କୋଇଲା ଖଣି ଏଠାରୁ ୧୪ କିଲୋମିଟର ଦୂର ରେ ଅବସ୍ଥିତ । ଏହା ସହ  ଝିଲିମିଲି କୋଇଲାଖଣି , ୪୮ କିଲୋମିଟର ଦୂର ରେ ଥିବା ବେଳେ  ସୋନହାଟ କୋଇଲାଖାଣି ଚିରିମିରି ର ଉତ୍ତର ପୂର୍ବ ଦିଗ ରେ ରହିଛି । 

ଇତିହାସ 

ଟାଟା ଲୌହ ଓ ଇସ୍ପାତ ଉଦ୍ଯୋଗ କମ୍ପାନୀ ଏଠାରେ କୋଇଲା ର ସନ୍ଧାନ କାର୍ଯ୍ୟ କରିଥିଲେ ମଧ୍ୟ ମିନିଙ୍ଗ କାମ କରି ନ ଥିଲେ । କିରିମିରି କୋଳିଆରୀ ୧୯୩୦ ରେ ଆରମ୍ଭ ହେଲା ଓ ଉତ୍ପାଦନ ୧୯୩୨ ରେ ହେଲା । ଏହା ପରେ ସନ୍ନିକଟସ୍ଥ ଅନ୍ୟ ଖଣି ଗୁଡିକ ଆରମ୍ଭ ହେଲା ପରେ ଉପ୍ପଦନ ୧୯୩୩ ରେ ୨୬୪,୦୦୦ ଟନ ସ୍ଥାନ ରେ ୧୦୯୦ ରେ ୩,୧୬୪,୫୦୦ ଟନ ଫଞ୍ଚି ଗଲା । 

ଏହ କୋଇଲାଖଣି ବେସରକାରୀ ଉଦ୍ୟମ ଓ ମାଲିକାନା ରେ ଚାଲିଆସୁଥିବା ବେଳେ ୧୯୭୩ ରେ ଏହା ଜାତୀୟକରଣ ହେଲା । 

The coalfield

ମୁଖ୍ଯତଃ ଭୂମିତଳ ଖଦାନ ଗୁଡିକ ଥାଇ କିଛି ସ୍ଥାନ ରେ ଓପନ -କାସ୍ଟ ଖାଦାନ  ମଧ୍ୟ ରହିଛି । 

୧୨୫ ବର୍ଗକିଲୋମିଟର ଯାଏ ବ୍ୟାପ୍ତ ଏହି କୋଇଲାଖଣି ଅଞ୍ଚଳ ରେ ୩୧୨.୧୧ ମିଲିୟନ ଟନ କୋଇଲା ଥିବାର ଆକଳନ କରା ଯାଇଛି । 

ଭୌଗୋଳିକ ସର୍ଭେ ବିଭାଗ ଦ୍ଵାରା କରାଯାଇଥିବା ସର୍ଭେ ରେ ଚିରିମିରି ରେ ନନ - କୋକିଙ୍ଗ ଜାତୀୟ କୋଇଲା ୩୦୦ ମିଟର ଗଭୀର କୁ ରହିଛି ଓ ପ୍ରାୟ ୩୬୨ .୧୬ ମିଲିୟନ ଟନ କୋଇଲା ଅଛି । []

Transport

୧୯୩୯ ରେ ଅନୁପୁର-ଚିରିମିରି ବ୍ରାଞ୍ଚ ଲାଇନ ଦ୍ଵାରା ରେଳପଥ ରେ ଚିରିମିରି ଅନୁପୁର ସଙ୍ଗେ  ସଂଯୋଗ ହେଇଥିଲା । .[]

References

  1. "Coal Resources of India (As on 1.1.2004)" (PDF).
  2. Sri Kamal Sharma, Resource Development in Tribal India, p. 161, 164, Northern Book Centre, ISBN 81-85119-57-0