ଚିରିମିରି କୋଇଲାଖଣି

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox mine

ଚିରିମିରି କୋଇଲାଖଣି ଭାରତୀୟ ରାଜ୍ୟ ଛତିଶଗଦର କୋରିୟାଜିଲ୍ଲାରେ ମହାନଦୀର ଶାଖା ନଦୀ ହାସଦେଓ ନଦୀର ଉପତ୍ୟକାରେ ଅବସ୍ଥିତ । 

ଅନ୍ୟ କୋଇଲାଖଣି ସମୂହ [ସମ୍ପାଦନା]

ଏହି ଉପତ୍ୟକା ଅଞ୍ଚଳରେ ଅନ୍ୟ କେତେକ କୋଇଲାଖଣିଗୁଡ଼ିକ ମଧ୍ୟ ଅଛି । ସୋହାଗପୁର କୋଇଲା ଖଣି ଏଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ । ଏହା ସହ  ଝିଲିମିଲି କୋଇଲାଖଣି , ୪୮ କିଲୋମିଟର ଦୂରରେ ଥିବା ବେଳେ  ସୋନହାଟ କୋଇଲାଖାଣି ଚିରିମିରିର ଉତ୍ତର ପୂର୍ବ ଦିଗରେ ରହିଛି । 

ଇତିହାସ [ସମ୍ପାଦନା]

ଟାଟା ଲୌହ ଓ ଇସ୍ପାତ ଉଦ୍ଯୋଗ କମ୍ପାନୀ ଏଠାରେ କୋଇଲାର ସନ୍ଧାନ କାର୍ଯ୍ୟ କରିଥିଲେ ମଧ୍ୟ ମିନିଙ୍ଗ କାମ କରି ନ ଥିଲେ । କିରିମିରି କୋଳିଆରୀ ୧୯୩୦ରେ ଆରମ୍ଭ ହେଲା ଓ ଉତ୍ପାଦନ ୧୯୩୨ରେ ହେଲା । ଏହା ପରେ ସନ୍ନିକଟସ୍ଥ ଅନ୍ୟ ଖଣିଗୁଡ଼ିକ ଆରମ୍ଭ ହେଲା ପରେ ଉପ୍ପଦନ ୧୯୩୩ରେ ୨୬୪,୦୦୦ ଟନ ସ୍ଥାନରେ ୧୦୯୦ରେ ୩,୧୬୪,୫୦୦ ଟନ ଫଞ୍ଚି ଗଲା । 

ଏହ କୋଇଲାଖଣି ବେସରକାରୀ ଉଦ୍ୟମ ଓ ମାଲିକାନାରେ ଚାଲିଆସୁଥିବା ବେଳେ ୧୯୭୩ରେ ଏହା ଜାତୀୟକରଣ ହେଲା । 

The coalfield[ସମ୍ପାଦନା]

ମୁଖ୍ଯତଃ ଭୂମିତଳ ଖଦାନଗୁଡ଼ିକ ଥାଇ କିଛି ସ୍ଥାନରେ ଓପନ -କାସ୍ଟ ଖାଦାନ  ମଧ୍ୟ ରହିଛି । 

୧୨୫ ବର୍ଗକିଲୋମିଟର ଯାଏ ବ୍ୟାପ୍ତ ଏହି କୋଇଲାଖଣି ଅଞ୍ଚଳରେ ୩୧୨.୧୧ ମିଲିୟନ ଟନ କୋଇଲା ଥିବାର ଆକଳନ କରା ଯାଇଛି । 

ଭୌଗୋଳିକ ସର୍ଭେ ବିଭାଗଦ୍ୱାରା କରାଯାଇଥିବା ସର୍ଭେରେ ଚିରିମିରିରେ ନନ - କୋକିଙ୍ଗ ଜାତୀୟ କୋଇଲା ୩୦୦ ମିଟର ଗଭୀରକୁ ରହିଛି ଓ ପ୍ରାୟ ୩୬୨ .୧୬ ମିଲିୟନ ଟନ କୋଇଲା ଅଛି । [୧]

Transport[ସମ୍ପାଦନା]

୧୯୩୯ରେ ଅନୁପୁର-ଚିରିମିରି ବ୍ରାଞ୍ଚ ଲାଇନଦ୍ୱାରା ରେଳପଥରେ ଚିରିମିରି ଅନୁପୁର ସଙ୍ଗେ  ସଂଯୋଗ ହେଇଥିଲା । .[୨]

References[ସମ୍ପାଦନା]

  1. "Coal Resources of India (As on 1.1.2004)" (PDF).
  2. Sri Kamal Sharma, Resource Development in Tribal India, p. 161, 164, Northern Book Centre, ISBN 81-85119-57-0