ଚଣ୍ଡୀଖୋଲ
ଦେଖଣା
ଚଣ୍ଡୀଖୋଳ , ଭାରତୀୟ ରାଜ୍ୟ ଓଡିଶା ର ଯାଜପୁର ଜିଲ୍ଲା ରେ ଅବସ୍ଥିତ । ସ୍ଵର୍ଗତ ସାଧୁ ବାବା ଭୈରବାନନ୍ଦ ବ୍ରମ୍ହଚାରୀ ଏହି ସ୍ଥଳ ରେ ଦେବୀ ଚଣ୍ଡୀ ଙ୍କ ଉପାସନା କରୁଥିଲେ । ତାଙ୍କ ଦ୍ଵାରା ମା ଚଣ୍ଡୀ ଙ୍କ ମୂର୍ତି ସ୍ଥାପିତ ହେଇଥିଲା । ଏହା ବରୁନେଇ ପର୍ବତ ର ଘଞ୍ଚ ଅରଣ୍ୟ ରେ 1932 ମସିହା ରେ ସ୍ଥାପିତ ହେଇଥିଲା । ଏହି ଅଞ୍ଚଳ ବର୍ତମାନ ଏକ ଶିଳ୍ପୋନ୍ନତ ସ୍ଥାନ ରେ ପରିଣତ ହେଇଛି ।
ଭୌଗୋଳିକ ସ୍ଥିତି
ଏହା ଯାଜପୁର ଜିଲ୍ଲା ମଧ୍ୟ ରେ ଅନ୍ତର୍ଭୁକ୍ତ ।
ଜାତୀୟ ରାଜପଥ ୨୦୦ ର ଏକ ମୁଣ୍ଡ ରେ ଏହି ସ୍ଥାନ ଅବସ୍ଥିତ । ଏହି ରାଜପଥ ର ଅପର ମୁଣ୍ଡ ରାୟପୁର ଠାରେ ଅବସ୍ଥିତ । ଚଣ୍ଡୀଖୋଳ ଦେଇ ଜାତୀୟ ରାଜପଥ -୫ ମଧ୍ୟ ଯାଇଛି ।
ଏଠାରୁ ୭୦ କିଲୋମିଟର ଦୂର ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦର ଅବସ୍ଥିତ ।
ପ୍ରଶିଧ୍ହୀ
ଚଣ୍ଡୀଖୋଳ ର 'ପେଡା' ସବୁ ଜାଗା ରେ ପ୍ରଶିଧ୍ହ ।
ପୁନଶ୍ଚ ଦେଖଣା
ବାହ୍ୟ ସଂଯୋଗ
This article about a location in Jajapur district (Jajpur district), Odisha, India is a stub. You can help Wikipedia by expanding it. |