ଖୋନସା ,ଅରୁଣାଚଲ ପ୍ରଦେଶ
ଦେଖଣା
ଖୋନସା , ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ ର ତିରପ ଜିଲ୍ଲା ର ସଦର ମହକୁମା । ଏଠାରେ ନୋକତେଶ , ନାଗା ଜାତୀୟ ଲୋକ ମୁଖ୍ଯତଃ ବସବାସ କରନ୍ତି । କିନ୍ତୁ ଏହାର ସହରାଞ୍ଚଳ ରେ ଭରତ ର ସବୁଅଞ୍ଚଳ ର ଲୋକ ରହୁଥିବାର ଦେଖାଯାଏ । ଖୋନସା ରେ ରାମକୃଷ୍ଣ ସାରଦା ମିସନ ର ସ୍କୁଲ ଏକ ବିଶିଷ୍ଟ ଅନୁଷ୍ଠାନ ।
ଭୌଗୋଳିକ ସ୍ଥିତି
ଖୋନସା ର ଅବସ୍ଥିତି 27°01′N 95°34′E / 27.02°N 95.57°E[୧] ଠାରେ । ସମୁଦ୍ରପତ୍ତାନ ଠାରୁ ଏହାର ଉଚ୍ଛତା 3986 ଫୁଟ ।
ଜନ ଆବାଦି
2001 ଜନଗଣନା[୨] ଅନୁସାରେ ଖୋନସ ର ଲୋକସଂଖ୍ୟା 9229 ଥିଲା । ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 56% ଥିବା ବେଳେ ମହିଳା ଙ୍କ ଅନୁପାତ 44% ଥିଲା । ସାକ୍ଷ୍ୟରତା ହାର 74 % ଯାହା ଜାତୀୟ ହାର 59.5% ଠାରୁ ଅଧିକ ।ଏଠାରେ 15% ଜନସଂଖ୍ୟା 6 ବର୍ଷ ରୁ କମ ।
ଧର୍ମ
ଖୋନସା ର ମୂଳ ଅଧିବାସୀ ଙ୍କ ମଧ୍ୟ ରୁ ଅଧିକାଂଶ ଖ୍ରୀଷ୍ଟ ଧର୍ମାବଲମ୍ବି । ଉଭୟ ରୋମାନ କଥୋଲିକ ଓ ବାପତିଷ୍ଟ ସଂପ୍ରଦାଯ ର ଖ୍ରୀଷ୍ଟିୟାନ ଏଠାରେ ରହନ୍ତି । [୩]
ପୁନଶ୍ଚ ଦେଖଣା
- Wikipedia:WikiProject Indian cities
ଆଧାର ସମୂହ
- ↑ Falling Rain Genomics, Inc - Khonsa
- ↑
{{cite web}}
: Empty citation (help) - ↑ (German) Eine Reise durch das südliche Arunachal