ଖୋନସା ,ଅରୁଣାଚଲ ପ୍ରଦେଶ

ଉଇକିପିଡ଼ିଆ‌ରୁ

ଖୋନସା, ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ସଦର ମହକୁମା । ଏଠାରେ ନୋକତେଶ , ନାଗା ଜାତୀୟ ଲୋକ ମୁଖ୍ଯତଃ ବସବାସ କରନ୍ତି । କିନ୍ତୁ ଏହାର ସହରାଞ୍ଚଳରେ ଭରତର ସବୁଅଞ୍ଚଳର ଲୋକ ରହୁଥିବାର ଦେଖାଯାଏ । ଖୋନସା  ରେ  ରାମକୃଷ୍ଣ ସାରଦା ମିସନର ସ୍କୁଲ ଏକ ବିଶିଷ୍ଟ ଅନୁଷ୍ଠାନ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଖୋନସାର ଅବସ୍ଥିତି  27°01′N 95°34′E / 27.02°N 95.57°E / 27.02; 95.57[୧] ଠାରେ । ସମୁଦ୍ରପତ୍ତାନଠାରୁ ଏହାର ଉଚ୍ଛତା 3986 ଫୁଟ । 

ଜନ ଆବାଦି [ସମ୍ପାଦନା]

2001 ଜନଗଣନା ଅନୁସାରେ ଖୋନସର ଲୋକସଂଖ୍ୟା 9229 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 56% ଥିବା ବେଳେ ମହିଳାଙ୍କ ଅନୁପାତ 44% ଥିଲା । ସାକ୍ଷ୍ୟରତା ହାର 74 % ଯାହା ଜାତୀୟ ହାର 59.5%ଠାରୁ ଅଧିକ ।ଏଠାରେ 15% ଜନସଂଖ୍ୟା 6 ବର୍ଷରୁ କମ ।  

ଧର୍ମ

ଖୋନସାର ମୂଳ ଅଧିବାସୀଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟ ଧର୍ମାବଲମ୍ବି । ଉଭୟ ରୋମାନ କଥୋଲିକ ଓ ବାପତିଷ୍ଟ ସଂପ୍ରଦାଯର ଖ୍ରୀଷ୍ଟିୟାନ ଏଠାରେ ରହନ୍ତି । [୨] 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Wikipedia:WikiProject Indian cities

ଆଧାର [ସମ୍ପାଦନା]

  1. Falling Rain Genomics, Inc - Khonsa
  2. (German) Eine Reise durch das südliche Arunachal