ବ୍ୟୋମକେଶ୍ୱର ମନ୍ଦିର
ଦେଖଣା
ବ୍ୟୋମକେଶ୍ଵର ମନ୍ଦିର ବା ସୁରେଶ୍ଵର ମହାଦେବ ଙ୍କ ମନ୍ଦିର ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ର ତଳ ବଜାର ଅଞ୍ଚଳ ରେ ଅବସ୍ଥିତ । ଲିଙ୍ଗରାଜ ମନ୍ଦିର ସାମ୍ନା ରେ ଏହା ଅବସ୍ଥିତ । ମନ୍ଦିର ର ମୁଖ ପଶ୍ଚିମ ଦିଗ କୁ ରହିଛି । ଏହି ମନ୍ଦିର 10 ମ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ତେବେ ମନ୍ଦିର ଟି ଅଞ୍ଚଳ ର ଅଧିବାସୀ ଙ୍କ ତତ୍ବାବଧାନ ରେ ରହିଛି ।
ତାପ୍ତର୍ଜ୍ୟ
ସ୍ଥାନୀୟ ଲୋକଙ୍କ ବିଶ୍ଵାସ ରେ ମନ୍ଦିର କେଶରୀ ( ସୋମବଂଶୀ ) ଙ୍କ ଅମଳ ରେ ହେଇଥିଲା । ମହାଶିବରାତ୍ରି , ମକର ସଙ୍କରାନ୍ତି ଆଦି ପର୍ବ ଏଠାରେ ପାଳନ କରାଯାଏ।
ମନ୍ଦିର
ଦୋକାନ ଗୃହ ଓ ବାସ ଗୃହ ମାନଙ୍କ ଦ୍ଵାରା ପରିବେଷ୍ଟିତ ଏହି ମନ୍ଦିର ଟି ନାହାର କୁ ଦେଖା ଯାଏ ନାହି ।
ପୁନଶ୍ଚ ଦେଖଣା
ଆଧାର ସମୂହ
- Pradhan, Sadasiba (2009) Lesser Known Monuments of Bhubaneswar. Delhi: Lark ISBN 81-7375-164-1
- Orkhurda 174