Jump to content

ତେଲ ନଦୀ

ଉଇକିପିଡ଼ିଆ‌ରୁ
୨୨:୧୬, ୨୨ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tel River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ତେଲ ନଦୀ , ଭାରତ ର ଓଡିଶା ରାଜ୍ୟ ରେ ନବରଙ୍ଗପୁର , କଳାହାଣ୍ଡି , ବଲାଙ୍ଗିର ତଥା ସୋନପୁର ଜିଲ୍ଲା ଦେଇ ପ୍ରବାହିତ ହେଇଥାଏ । ଏହା ଟିଟିଲାଗଡ ସହର ଠାରୁ ମାତ୍ର ୮ କିଲୋମିଟର ଦୂର ଦେଇ ପ୍ରବାହିତ ହେଇଥାଏ । ମହାନଦୀ ର ଏହି ଉପନଦୀ  , ମୂଳ ମହାନଦୀ ସହ ସୋନପୁର ଠାରେ ମିଳିତ ହୁଏ । ଦୁଇ ନଦୀ ର ସଂଗମ ସ୍ଥଳ ଖୁବ ସୁନ୍ଦର ପ୍ରକୃତିକ ଦୃଶ୍ୟ ରେ ଭର୍ତି ହେଇଥିବାରୁ ଏହା ଏକ ପର୍ଯ୍ୟଟକ ସ୍ଥାନ ଭାବରେ ବିଖ୍ୟାତ । ତେଲ ନଦୀ ତଟ ରେ  ବୈଦ୍ୟନାଥ ଙ୍କ ମନ୍ଦିର ମଧ୍ୟ ରହିଛି । 

ମୂଳ। ସ୍ରୋତ 

ତେଲ ନଦୀ କୋରାପୁଟ ଜିଲ୍ଲା ର ସମତଳ ଅଞ୍ଚଳ ରୁ ବାହାରି ବହିଥାଏ .