Jump to content

ରାଜଧାନୀ ଏକ୍ସପ୍ରେସ ଟ୍ରେନ ସମୂହ ( ଶ୍ରୀଲଙ୍କା )

ଉଇକିପିଡ଼ିଆ‌ରୁ
୧୪:୦୮, ୨୧ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rajadhani Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରାଜଧାନୀ ଏକ୍ସପ୍ରେସ ଏକ ଟ୍ରେନ ସେବା ଯାହା ଶ୍ରୀଲଙ୍କା ଦେଶ ରେ ପ୍ରଚଳିତ । ବ୍ଲୁ ଲାଇନ କମ୍ପାନୀ ସହ ଏହି ସେବା ଶ୍ରୀଲଙ୍କା ର ମୁଖ୍ୟ ସହର ମାନଙ୍କରେ ବିଭିନ୍ନ ମାର୍ଗ ରେ ଉତ୍ତମ ସେବା ଯୁକ୍ତ ବଗି ଦ୍ଵାରା ରେଳ ସେବା ପ୍ରଦାନ କରିଥାଏ । ଏହି କମ୍ପାନୀ ନିଜେ କୌଣଶୀ ଟ୍ରେନ ନା ଚଳେଇ ଶ୍ରୀଲଙ୍କା ରେଳବାଇ ଦ୍ଵାରା ପ୍ରଚଳିତ ଟ୍ରେନ ରେ ସବୁ ସୁବିଧା ଯୁକ୍ତ ଶୀତତାପ ନିୟନ୍ତ୍ରିତ ଆରାମଦାୟକ କାର ଯୋଡି ଏହି ସେବା ପ୍ରଦାନ କରିଥାଏ । 

ବିବରଣୀ 

.ରାଜଧାନୀ ଏକ୍ସପ୍ରେସ ବଗି 

ଯଦିଓ ରାଜଧାନୀ ଏକ୍ସପ୍ରେସ ନାମରେ ନମିତା ବଗି ସବୁ ଶ୍ରୀଲଙ୍କା ରେଳବିଭାଗ ଦ୍ଵାରା ଚାଲୁଥିବା ଟ୍ରେନ ରେ ଯୋଡା ହେଇ  ଚାଲେ , ରାଜଧାନୀ ଏକ୍ସପ୍ରେସ ତାର ସ୍ଵତନ୍ତ୍ର ସୁବିଧା ଉପଲବ୍ଧ କରେଇ ଥାଏ ।  ଶ୍ରୀଲଙ୍କା ର ଉତ୍ଚ ମଧ୍ୟବିତ୍ତ ଓ ପର୍ଯ୍ୟଟକ ମାନକ ପାଇଁ ଏହି ସେବା ଉପଲବ୍ଧ । ଶ୍ରୀଲଙ୍କା ରେଳବାଇ ପ୍ରଚଳିତ ପ୍ରଥମ ଶ୍ରେଣୀ ମାହାସୁଲ ଉପରେ ଏହି କମ୍ପାନୀ ନିଜର ପ୍ରଦତ୍ତ ସୁବିଧା ପାଇଁ ମଧ୍ୟ ଅତିରିକ୍ତ ଭଡା ନେଇଥାଏ । 

ଇତିହାସ 

ବ୍ଲୁ ଲିନେ କମ୍ପାନୀ ଦ୍ଵାରା ଏହି ରାଜଧାନୀ ଏକ୍ସପ୍ରେସ ସେବା ପ୍ରଥମ କରି ଅକ୍ଟୋବର 1, 2011 ରେ ।କାଣ୍ଡୀ ଇଣ୍ଟରସିଟି ରୁ ଆରମ୍ଭ ହେଇଥିଲା । ଏହା ସହ ଔ ଏକ କମ୍ପାନୀ ଦ୍ଵାରା explosrilanka ନାମକ ସେବା ମଧ୍ୟ ଆରମ୍ଭ ସେହି ଦିନ ଠାରୁ ଆରଭ ହେଇଥିଲା ..ExpoRail.[]

ସେବା ସମୂହ 

Route Calling at Frequency
Main Line Colombo Fort to Kandy

and Colombo Fort to Badulla (Udarata Menike)

All Main Line stations Daily for Kandy;

Daily for Badulla

Route Calling at Frequency
Coastal Line Colombo Fort to Mathara Colombo Fort, Galle, Mathara Daily (except Thursdays)

Rolling Stock

ରୋଲିଙ୍ଗ ଷ୍ଟକ ବଗି 

ରାଜଧାନୀ ଏକ୍ସପ୍ରେସ ସେବା ପାଇଁ ରୋମାନିୟା ରେ ନିର୍ମିତ ଅତ୍ୟାଧୁନିକ ବଗି ର ବ୍ୟବହାର କରାଯାଏ । ପୂର୍ବରୁ ୧୯୯୦ଦଶକ ରେ ସେହି ବଗି ସବୁ ଶ୍ରୀଲଙ୍କା ରେଳବାଇ ଦ୍ଵାରା ଆମଦାନୀ ହେଇଥିଲା । ସେସବୁ କୁ ୨୦୧୧/୨୦୧୨  ରେ ପୁନର୍ବିନ୍ୟାସ ତଥା ନବୀକରଣ କରାଯାଇ ରାଜଧାନୀ ଏକ୍ସପ୍ରେସ ବଗି ଭାବରେ ବ୍ୟବହାର କରାଗଲା । 

See also

  • ExpoRail, Rajadhani's main competitor, serving a similar niche market

References