Jump to content

ନଇୟା , ହିନ୍ଦୀ ଫିଲ୍ମ

ଉଇକିପିଡ଼ିଆ‌ରୁ
୧୦:୩୯, ୧୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Naiyya") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନଇୟା ଏକ ହିନ୍ଦୀ ଫିଲ୍ମ ଯାହା ୧୯୭୯ ରେ ରେ ନିର୍ମିତ ହେଇଥିଲା । ଏହି ଫିଲ୍ମ ରେ ଓଡିଆ ଅଭିନେତା ପ୍ରଶାନ୍ତ ନନ୍ଦା ନିର୍ଦେଶନା ଦେବା ସହ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ଜରିନା ୱାହାବ ଏଥିରେ  ମୁଖ୍ୟ ଅଭିନେତ୍ରୀ ଭୂମିକା ରେ  ଥିଲେ ।  

ସଫଳ ଓଡିଆ ଫିଲ୍ମ ' ଶେଷ ଶ୍ରାବଣ ' ର ହିନ୍ଦୀ ରୂପାନ୍ତର ହେଇଥିଲା ଓ  ମୂଳ ଫିଲ୍ମ ରେ  ଫିଲ୍ମ ରେ ମହାଶ୍ଵେତା ରାୟ ମୁଖ୍ୟ ଅଭିନେତ୍ରୀ ଥିଲେ । 

କାହାଣୀ 

ଗଙ୍ଗା ନଦୀ କୁଳ ରେ ଏକ ଛୋଟ ବସତି ଲଖୀପୁର ସୋନୁ ତାଙ୍କର ରୋଗ ପୀଡ଼ିତା ମାଁ ଙ୍କ ସହ ରହନ୍ତି । ଦିନେ ସେ ନଦୀ ରେ ବୁଡି ଯାଉଥିବା ଜେନ ମହିଳା ଙ୍କୁ ଉଦ୍ଧାର କାଲେ । ଗୀତା ନାମକ ଏହି ମହିଳା ଙ୍କୁ ସୋନୁ ଘର କୁ ଆଣି ତାଙ୍କର ଯତ୍ନ ନେଲେ । ତାହା ପରେ ଜାଣିଲେ ଯେ ସେ ଜଣେ  ଅଭିଜାତ୍ୟ ସମ୍ପନ୍ନ ପରିବାର ରୁ ଆସିଥିଲେ । ଗୀତା ଠିକ ହେଇଯିବା ପରେ ସୋନୁ ତାଙ୍କୁ ତାଙ୍କର ଘରକୁ ନେଲେ । ହେଲେ ଗୀତା ଙ୍କ କାକା ଓ ତାଙ୍କର ପତ୍ନୀ ରାମକଳୀ ଗୀତା ଙ୍କୁ ଆଉ ଗ୍ରହଣ କରିବାକୁ ଅରଜି ହେଲେ । ବାଧ୍ୟ ହେଇ ସୋନୁ ଗୀତା ଙ୍କୁ ନିଜ ଘରେ ଆଣି ରଖିଲେ । ସୋନୁ ଙ୍କ ମା ସୋନୁ ଙ୍କ ସହ ଗୀତା ଙ୍କୁ ବାହା କରେଇବାକୁ ଇଚ୍ଛୁକ ଥିଲେ ମଧ୍ୟ ତାଙ୍କର ସ୍ଵସ୍ଚ୍ୟ ଖରାପ ହେଇ ପରଲୋକ ହେଇଗଲା । ସୋନୁ ଓ ଗୀତା ଏକାଠି ରହିଲେ । ଏଣେ ଏହାକୁ ନେଇ ତାଙ୍କ ସଂପ୍ରଦାୟ ର ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରି ରଖିଲେ । ସେମାନେ ଗୀତା ଙ୍କୁ ସେ ସ୍ଥାନ ଛାଡି ଚାଲି ଯିବାକୁ ଚାହୁଁ ଥିଲେ । ଶୋନୁ ଗୀତାଙ୍କୁ ବାହା କରେଇବା ପାଇଁ ଉପଯୁକ୍ତ ବର ଖୋଜିବାରେ ଲାଗିଲେ । ସେହି ଇଲାକା କୁ ଚିକିଷ୍ଟା କରିବାକୁ ଆସିଥିବା ଜେନ ଯୁବ ଡାକ୍ତର ଗୀତାଙ୍କୁ ଦେଖି ବାହା ହେବାକୁ ରାଜି ହେଲେ । କିନ୍ତୁ ନିର୍ଧାରିତ ବାହାଘର ଦିନ ସେ ଡାକ୍ତର ଆଉ ଆସିଲେନି ।

ଏହିପରି ଦ୍ଵନ୍ଦ ଭିତର ଦେଇ କାହାଣୀ ଗତି କରେ । 


ଫିଲ୍ମ ଟି ରେ ଜେସୁଦାସ ଙ୍କ ଗାଇଥିବା  ' ଓ ଗୋରିଆ ରେ ' ପରି ସୁନ୍ଦର ଗୀତ ସହ ରବୀନ୍ଦ୍ର ଜୈନ ଙ୍କ ନିର୍ଦେଶନା ରେ ସୁମଧୁର ଗୀତ ସବୁ ରହିଛି । 

ସଂଗୀତ

ରବୀନ୍ଦ୍ର ଜୈନ ଏହି ଫିଲ୍ମ ର ସଙ୍ଗୀତ ନିର୍ଦେଶନା ଦେଇଥିଲେ । ଗୀତା ସବୁ ହେଲା 

  • ଓ ଗୋରିଆ ରେ - ଜେଶୁ ଦାସ 
  • ବେ ପରବାହ ବେଦରଦୀ -ହେମଲତା a
  • ଉଞ୍ଛି ନିଛି ଲହରୋଂ -ଜେସୁଦଶ 
  • ମେରା ଜୀବନ ବନ୍ଧା ରୂପଇଯା - ହେମଲତା 
  • ଗୀତା ରାଣୀ  -ଜେସୁ ଦାସ ଓ ସୁରେଶ ୱାଦକର 

References