୨୦୧୬ କବାଡି ବିଶ୍ୱ କପ
୨୦୧୬ କବାଡି ବିଶ୍ଵ କପ , ସାଧାରଣ ଶୈଳୀ ର କବାଡି ପାଇଁ ତୃତୀୟ ବିଶ୍ଵ କପ , ବର୍ତମାନ ଅକ୍ଟୋବର ୭ ରୁ ୨୨ ମଧ୍ୟ ରେ ଭାରତ ର ଅହମଦାବାଦ ସହର ରେ ଅନ୍ତର୍ଜାତିକ କବାଡି ମହାସଂଘ ଆନୁକୁଲ୍ୟ ରେ ଚାଲିଛି । ଏଥିରେ ବିଶ୍ଵ ର ୧୨ ଟି ଦେଶ ଅଂଶ ଗ୍ରହଣ କରୁଛନ୍ତି ।
ଅଂଶଗ୍ରହଣକାରୀ ଦେଶ ସମୂହ
Team | Captain |
---|---|
Australia | Campbell Brown |
Bangladesh | Md.Araduzzaman Munshi |
England | Someshwar Kalia |
India | Anup Kumar |
Iran | Meraj Sheykh |
Japan | Masayuki Shimokawa |
Kenya | David Mosambayi |
Poland | Michal Spiczko |
South Korea | Dong Ju Hong |
Thailand | Khomsan Thongkam |
Argentina | Desoclo Elias |
United States | Troy Bacon |
ପ୍ରାଙ୍ଗଣ
ବର୍ତମାନ ଚାଲିଥିବା ବିଶ୍ଵ କପ କବାଡି ଅହମଦାବାଦ ସ୍ଥିତ ନୂତନ ନିର୍ମିତ ଏକ ଆଭ୍ଯନ୍ତରୀଣ ଷ୍ଟାଡିୟମ ରେ ଚାଲିଛି ଯାହାକୁ 'ଆରେନା " ବୋଲି କୁହାଯାଇପାରେ । ୪୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବା ଏହି ଷ୍ଟାଡିଉମ କବାଡି ପାଇଁ ନିର୍ଧାରିତ ମାନକ ଅନୁସାରେ ନିର୍ମିତ .
ଅନ୍ତର୍ଜାତିକ ସ୍ତରା ରେ କବାଡି ର ସ୍ଥିତି
ଭାରତ ରେ କବାଡି ବହୁ କାଳ ରୁ ପ୍ରଚଳିତ ଲୋକ କ୍ରିଡା ଭାବରେ ରହିଥିବାବେଳେ , ଏହା କ୍ରମଶ ନିକଟବର୍ତୀ ଉପମହାଦେଶୀୟ ଦେଶ ସମୂହ ରେ ମଧ୍ୟ ଲୋକପ୍ରିୟ ହେବାକୁ ଲାଗିଲା । କ୍ରମେ ଏହା ବିଶ୍ଵର ସବୁ ପ୍ରାନ୍ତ ର ଦେଶ , ଇଂଲଣ୍ଡ , ଆମେରିକା , ଅଷ୍ଟ୍ରେଲିଆ , ଇରାନ , କୋରିଆ , ଜାପାନ , ଚୀନ , ଅର୍ଜେଣ୍ଟିନା ,ପୋଲାଣ୍ଡ ଦେଶ ରେ ମଧ୍ୟ ଆଦୃତ ହେଲାଣି । ଏହା ଏକ ସରଲ ଖେଳ ହେଇଥିଲେ ମଧ୍ୟ ବିଶେଷ ଆକର୍ଷଣୀୟ ହେଇଥାଏ ଓ ଏହା ଖେଳିବାକୁ କୌଣଶୀ ସ୍ଵତନ୍ତ୍ର ଉପକରଣ ର ଆବଶ୍ୟକତା ହେଇ ନ ଥାଏ । ଏହା ଯେ କୌଣଶୀ ସମତୁଲ ପ୍ରାନ୍ତର ରେ ଖେଳା ଯାଇପାରେ ।
॰ବ୍ୟବସାୟିକରଣ
ସଂକେତ ଚିତ୍ର
ଏହି ବିଶ୍ଵ କପ ପାଇଁ ସଂକେତ ହିସାବ ରେ ଗିରନାର ର ସିଂହ ଚିତ୍ର ଥାଇ ଏକ ସଂକେତ ବ୍ୟବହାର କରାଯାଉଛି । ଏହି ମାସ୍କଟ ଭରତ ସରକାର ଙ୍କ କ୍ରିଡା ମନ୍ତ୍ରୀ ବିଜଯ ଗୋୟେଲ ଙ୍କ ଦ୍ଵାରା ୧୪ ସେପ୍ଟେମ୍ବର ୨୦୧୬ ରେ ଉଦ୍ ଘାଟିତ ହେଇଥିଲା ।
ପ୍ରସାରଣ
- ଟେଲିଭିଜନ
- ଏହି ପ୍ରତୋଗୀତା କୁ ବିଶ୍ୱବ୍ୟାପି ଲୋକ ମାନେ ଦେଖିପାରିବାର ବ୍ୟବସ୍ଥା କରାଯାଇଛି । ପୃଥିବୀ ର ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ କ୍ରିଡା ଚାନେଲ ଜରିଆ ରେ ଏହାର ଖେଳ ସବୁ ର ଜୀବନ୍ତ ପ୍ରସାରଣ କରାଯାଉଛି ।
ଦେଶ | ପ୍ରସାରଣକର୍ତା |
---|---|
India | Star Sports |
United Kingdom | Sky Sports |
United States | Fox Sports |
Canada | Commonwealth Broadcasting Network |
ଛାଞ୍ଚ:Country data KSA | OSN Sports |
Latin America | ESPN |
Online | hotstar.com |
ଖେଳସୁଚି
Pool A | Pool B |
---|---|
India Bangladesh |
Iran United States |
ଗ୍ରୁପ ସ୍ତର
ପଏଣ୍ଟନିୟମ
ଜିତିଳେ | ୫ ପଏଣ୍ଟ |
ଡ୍ର | ୩ପଏଣ୍ଟ |
ହାରିଲେ ( ୭ ପଏଣ୍ଟ ବା କମ ) |
୧ ପଏଣ୍ଟ |
ହାରିଲେ ( ୭ ପଏଣ୍ଟ ରୁ ବେସୀ )) | ୦ ପଏଣ୍ଟ |
Pool A
Team | Pld | W | D | L | SF | SA | SD | Pts |
---|---|---|---|---|---|---|---|---|
South Korea | 5 | 5 | 0 | 0 | 256 | 148 | 108 | 25 |
ଭାରତ | 4 | 3 | 0 | 1 | 217 | 94 | 123 | 16 |
Bangladesh | 4 | 2 | 0 | 2 | 184 | 118 | 66 | 11 |
England | 4 | 2 | 0 | 2 | 172 | 161 | 11 | 10 |
Australia | 5 | 1 | 0 | 4 | 146 | 311 | -165 | 5 |
Argentina | 4 | 0 | 0 | 4 | 135 | 278 | -143 | 0 |
- Qualified for semifinals
Pool B
Team | Pld | W | D | L | SF | SA | SD | Pts |
---|---|---|---|---|---|---|---|---|
Iran | 5 | 4 | 0 | 1 | 212 | 141 | 71 | 20 |
Thailand | 4 | 3 | 0 | 1 | 210 | 132 | 78 | 15 |
Japan | 4 | 2 | 0 | 2 | 139 | 127 | 12 | 11 |
Kenya | 4 | 2 | 0 | 2 | 151 | 161 | -10 | 11 |
Poland | 5 | 2 | 0 | 3 | 211 | 206 | 5 | 11 |
United States | 4 | 0 | 0 | 4 | 85 | 241 | -156 | 0 |
ଫାଇନାଲ
ଆଧାର ସବୁ