ଖୋ ଖୋ
ଦେଖଣା
ଖୋ ଖୋ ମୁଖ୍ୟତ ଭାରତୀୟ ଉପମହାଦେଶୀୟ ଦେଶ ସମୂହ ରେ ଖେଳ ଯାଉଥିବା ଏକ ଦଳଗତ କ୍ରିଡା । ଦକ୍ଷିଣ ଏସିଆ ଉପମହାଦେଶ ରେ କବାଡି ଓ ଖୋ ଖୋ ଏହି ଦୁଇଟି ଖୁବ ଜନପ୍ରିଯ ଖେଳ ଯାହା ସର୍ବତ୍ର ଖେଳା ଯାଇ ପାରେ । ଏଥିରେ ଉପକରଣ ବିଶେଷ କିଛି ଲଗୁନଥିବା ବେଳେ ସାଧାରଣ ପ୍ରାନ୍ତର ରେ ଖେଳା ଯାଇପାରେ । ଗୋଟିଏ ଦଳ ରେ 12 ଜଣ ଲେଖା ଖେଳାଳି ଖେଳି ଥାଆନ୍ତି । ଏହି କ୍ରିଡା ଏବେ ଦକ୍ଷିଣ ଆଫ୍ରିକା ରେ ମଧ୍ୟ ପ୍ରଚାଳନ ହେଲାଣି ।
ଖେଳ ର ଇତିହାସ
ନିୟମାବଳୀ , ପ୍ରାନ୍ତର ଆକୃତି ଓ ବ୍ୟବହୁତ ଉପକରଣ
ଆଧାର
ପୁନଶ୍ଚ ପଠନ
- Gupta, K.; Gupta, Amita, eds. (2006), Concise Encyclopaedia of India, 3, New Delhi: Atlantic, pp. 966, 986, ISBN 81-269-0639-1