Jump to content

ଲିଚୁ

ଉଇକିପିଡ଼ିଆ‌ରୁ
୧୫:୨୪, ୧୪ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Lychee") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଲିଚୁ ( ଇଂରେଜୀ ରେ LYCHEE, ) ଏକ ବେରୀ ଜାତୀୟ ଫଳ । ଏହା ସୁସ୍ଵାଦୁ ହେବା ସହ ଅତ୍ୟନ୍ତ ଭିଟାମିନ ଯୁକ୍ତ ଫଳ ଯାହା ସିଧା ସଳଖ ଖାଇ ହେବା ସହ ବିଭିନ୍ନ ସୁସ୍ଵାଦୁ ବ୍ୟଞ୍ଜନ ରେ ମଧ୍ୟ ବ୍ୟବହାର ହୁଏ । 

ଲିଚୁ ଗଛ  ସାଧାରଣତ ଉଷ୍ମ ବା ନାତିଶୀତଳ ଜଳବାଯୁ ଅଞ୍ଚଳ ତଥା ଚୀନ , ଫିଜି ଦ୍ବୀପପୁଞ୍ଜ ରେ ବହୁଳ ପରିମାଣ ରେ ହେଉଥିଲେ ହେଁ ଏବେ ପୃଥିବୀ ର ଅନେକ ଅଞ୍ଚଳ ରେ ଚାଷ ହିସାବ ରେ କରାଯାଏ । ଲିଚୁ ଫଳ ର ଧଳା ଅଂଶ ର ସ୍ଵାଦ ଓ ସୁଗନ୍ଧ ଅତ୍ୟନ୍ତ ଆକର୍ଷକ ହେଇଥିବାରୁ ଏହାର ଆଦର ସବୁ ଜାଗାରେ ହେଇଥାଏ । 

ଲିଚୁ ବୃକ୍ଷ୍ୟ  ଲିଚୁ ଗଛ ଗୁଡିକ ୩୩ ଫୁଟ ରୁ ୯୨ ଫୁଟ ପର୍ଯ୍ୟନ୍ତ ଉତ୍ଚ ହେଇଥାଏ । ଲିଚୁ ଫଳ ଗୁଡିକ ୫ ସେଣ୍ଟିମିଟର ଆକାର ରେ ହେଇଥାଏ ଏବଂ ଏଥିର ବାହାର ଆବରଣ ମସୃଣ ହେଇଥାଏ । ଏହି ଆବରଣ କୁ ଖଳି ଦେଲେ ତାହା ତଳେ ନରମ ଧଳା ରଙ୍ଗ ର ଲିଚୁ ଥାଏ । ତାହା ମଝିରେ  ଗାଢ ବାଦାମି ରଙ୍ଗ ର ବଡ ଆକାର ର ମଞ୍ଜି ଥାଏ ।  

ପୃଥିବୀ ରେ ଚୀନ ଦେଶ ରେ ସବୁଠୁ ବେଶୀ ପରିମାଣ ର ଲିଚୁ ଉପନ୍ନ ହାଉଥିବା ବେଳେ ତାହା ପଛକୁ ଭାରତ ରେ ଦ୍ଵିତୀୟ ସର୍ବାଧିକ ଲିଚୁ ଉତ୍ପାଦନ ହୁଏ । ଭାରତ ରେ ଉପାନ୍ନ ଲିଚୁ ମଧ୍ୟ ରୁ ୭୧% କେବଳ ବିହାର ରାଜ୍ୟ ରେ ହେଇଥାଏ । 

ବର୍ଗାକରଣ

Pierre Sonnerat's drawing from Voyage aux Indes Orientales et à la Chine (1782)
Pierre Sonnerat's drawing from Voyage aux Indes Orientales et à la Chine (1782)

ଲିଚୁ ବା Litchi chinensis କୁ ଫ୍ରାଣ୍ସ ର ପ୍ରକୃତିବିଦst Pierre Sonnerat  ତାଙ୍କର ଭାରତ ଉପମହାଦେଶ ଭ୍ରମଣ ସମୟ ରେ ଲକ୍ଷ୍ୟ କରି ତାହା ଉପରେ ବିଷାଦ ଗବେଷଣା କରିଥିବାର ଜଣା ପଡେ । orientales et à la Chine, fait depuis 1774 jusqu'à 1781 (1782). । ସେ ତିନି ପ୍ରକାର ଲିଚୁ ଥିବାର ତାଙ୍କର ସନ୍ଦର୍ଭ ରେ ଉଲ୍ଲେଖ କରିଛନ୍ତି । 

Description

ପାନାମା ସହର ରେ ଲିଚୁ ବୃକ୍ଷୀ
ଲିଚୁ ଫୁଲ 

ଲିଚୁ ଫଳ ପ୍ରାୟ ୮୦ ରୁ ୧୧୨ ଦିନ ରେ ପାକଳ ହେଇଥାଏ । ଲିଚୁ ଫଳ ଗୋଲାକାର ରୁ ହୃଦୟାକାର ମଧ୍ୟ ହେଇଥାଏ । ଏହା ପାକଲା ଅବସ୍ଥା କୁ ଆସିଲେ ତାହାର ଖୋଳ ଲାଲ ବା ନାରଙ୍ଗି ରଙ୍ଗ ଧାରଣ କରିଥାଏ । 

ଇତିହାସ 

୧୬୫୭ ର ଏକ ଅଙ୍କିତ  ଚିତ୍ର ରେ ଲିଚୁ ଗଛ 

ପୂର୍ବ ରୁ ଅରଣ୍ୟ ରେ ହାଉଥିବା ଲିଚୁ , ପରେ ବହୁଳ ଭାବରେ ଚାଷ କରାଗଲା । ଚୀନ , ମାଲେସିଆ, ଉତ୍ତର ଭିଏତନାମ ଇତ୍ୟାଦି ଅଞ୍ଚଳ ରେ ଲିଚୁ ଚାଷ ହୁଏ । ଇତିହାସ ତଥ୍ୟ ଅନୁସାରେ ପ୍ରଥମ ଶତାବ୍ଦୀ ସମୟ ରେ ମଧ୍ୟ ଚୀନ ଦେଶ ରୁ ଲିଚୁ ଉତ୍ପାଦନ ହେଇ ଜାହାଜ ଯୋଗେ ବିଭିନ୍ନ ଦେଶ କୁ ରପ୍ତାନି ହଉଥିଲା ।

ପରିବ୍ରାଜକ Juan González de Mendoza  ତାଙ୍କର ଚୀନ ଭ୍ରମଣ କାହାଣୀ ରେ ଲିଚୁ ବିଷୟ ରେ ଉଲ୍ଲେଖ କରିଛନ୍ତି kingdom of China (1585; English translation 1588),  

ଲିଚୁ ଚାଷ ଓ ବ୍ୟବହାର 

ଲିଚୁ ମଞ୍ଜି ରୁ ଚାରା ବାହାରୁଥିବା ଚିତ୍ର 

Taxonomy

ମରିସସ ରେ ଲିଚୁ ବଗିଚା 
ଚୀନ ର ଲିଚୁ 

Description

ଆଧାର ସବୁ 

ପୁନଶ୍ଚ ପଠନ 

  • Boning, Charles R. (2006). "Lychee". Florida's Best Fruiting Plants: Native and Exotic Trees, Shrubs, and Vines. Sarasota, Florida: Pineapple Press, Inc. pp. 130–133.
  • Hui, Y. H. (2008). "Lychee". Handbook of Fruits and Fruit Processing. New Delhi: Wiley India. pp. 606–611. ISBN 978-81-265-1788-6.
  • Kadam, S. S.; S. S. Deshpande (1995). "Lychee". In D. K. Salunkhe and S. S. Kadam (ed.). Handbook of fruit science and technology: production, composition, storage, and processing. New York: M. Dekker. pp. 435–443. ISBN 978-0-8247-9643-3. CS1 maint: Uses editors parameter (link)
  • Rosengarten, Frederic (2004). "Litchi 'Nuts'". The book of edible nuts. New York: Dover Publications. pp. 299–300. ISBN 978-0-486-43499-5.

ବାହ୍ୟ ସଂଯୋଗ ସବୁ