କୋହିନୂର
Weight | 105.602 carats (21.1204 g) |
---|---|
Colour | Finest White |
Mine of origin | Kollur Mine, India |
Discovered | 13th century |
Cut by | Hortenso Borgia (16th century) Levie Benjamin Voorzanger (1852) |
Original owner | Kakatiya dynasty |
Owner | In the British Crown Jewels, part of the Royal Collection held in trust by Queen Elizabeth II for her successors and the UK.[୧] |
କୋହିନୂର ୧୦୫ କ୍ୟାରେଟ ବିଶିଷ୍ଟ ମୂଲ୍ୟବାନ
ଇତିହାସ
ବିଶ୍ୱର ସର୍ବଶ୍ରେଷ୍ଠ ହୀରା କୋହିନୂର ହୀରକର ଇତିହାସ ବଡ ବିଚିତ୍ର, ଏହାର ଇତିହାସ ସଂପର୍କରେ ଜାଣିବାକୁ ହେଲେ,ଏହା ସମଗ୍ର ଭାରତ, ପାକିସ୍ଥାନ, ଆଫଗାନିସ୍ଥାନ, ଇରାନ ଆଦିର ରଣ ଭୂଇଁରେ ଯେତେସବୁ ଯୁଦ୍ଧ ସଂଗଠିତ ହୋଇଥ#ଲା,ଯେଉଁଥ#ରେ ଲକ୍ଷ ଲକ୍ଷ ଲୋକଙ୍କ ମୃତୁ୍ୟ ଘଟିଥ#ଲା ଓ ବହୁ ସାମ୍ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥ#ଲା, ତାହାର ଇତିହାସ ସହିତ ଏ କୋହିନୂର ହୀରକର ଇତିହାସ ଓତଃପ୍ରୋତ ଭାବେ ଜଡିତା ଗୋଲକୁଣ୍ଡାର ଏକ ଖଣି ଗର୍ଭରୁ ଆବିଷ୍କୃତ ଏକଶତ ବୟାନବେ ତୋଳା ଓଜନ ବିଶିଷ୍ଟ ଏହି ହୀରାର ଛଅ ଶହ ବର୍ଷର ଇତିହାସ ବଡ ବିସ୍ମୟଜନକ ଓ ରୋମାଞ୍ଚକରା ଏହି ହୀରାରୁ ବହୁ ରାଜା, ସମ୍ରାଟମାନେ ନିଜ ନିଜ ପସନ୍ଦରେ ତହିଁରୁ କଛିି କାଟି ତାକୁ ନଜି ନଜି ମକୁୁ ଟରେ ଲଗାଇଲା ପରେ ଶେଷକୁ ଏହାର ଓଜନ ଆଉ ମାତ୍ର ଏକଶତ ନଅ ତୋଳା ରହିଥ#ଲା । ପୁଣି ପ୍ରଥମେ ଯେତେବେଳେ ହୀରାଖଣି ଗର୍ଭରୁ ଆବିଷ୍କୃତ ହୋଇଥ#ଲା, ସେତେବେଳେ ଏହାର ଓଜନ ଆଠଶହ ତୋଳା ଥ#ଲା । ୧୮୫୨ରେ ଇଂରେଜ ସରକାର ପଞ୍ଜାବ ଜୟକରି କୋହିନୂରକୁ ଲଣ୍ଡନ ପଠାଇବା ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ ହେବାର ପ୍ରଶ୍ନ ନ ଥ#ଲାା ବର୍ତ୍ତମାନ ଏହା ଇଂଲଣ୍ଡରେ ବ୍ରିଟିଶ୍ରାଣୀଙ୍କ ମୁକୁଟରେ ଶୋଭାପାଉଛିା ଭାରତ ଏହା ଉପରେ ନିଜର ଦାବି ଉଠାଇଲା ପରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଭୁଟ୍ଟୋ ବ୍ରିଟେନ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକପତ୍ର ଲେଖ# ତହିଁରେ କୋହିନୂର ହୀରା ପାକିସ୍ଥାନର ରାଷ୍ଟ୍ରୀୟ ସଂପତ୍ତି ଦାବି ଉଠାଇଲେ, ତେଣୁ ଏହାକୁ ପାକିସ୍ଥାନକୁ ଫେରାଇ ଦିଆଯାଉ ବୋଲି ଯୁକ୍ତି ବାଢିଲୋ ପାକିସ୍ଥାନ ଏପରି ଦାବି ପରେ ପରେ ବ୍ରିଟେନ୍, ପାକିସ୍ଥାନ, ଭାରତ, ଇରାନ୍ ତଥା ଆଫଗାନିସ୍ଥାନର ଲୋକ ଇତିହାସର ପୃଷ୍ଠା ଓଲଟାଇ ତା' ଉପରେ ସବିଶେଷ ଅନୁ ସଂଧାନ କରବିାକୁ ଲାଗିଲୋ ପ୍ରକୃତରେ ଏହି ହୀରା କେଉଁ ଦେଶର ସଂପତ୍ତି ? ସମଗ୍ର ଏòତିହାସିକ ଜଗତରେ ଏକଥା ପରିଷ୍କାର ଭାବେ କୁହାଯାଉଛି ଯେ, କୋହିନୂ ର ହୀରା ଭାରତରେ ଥ#ବା କୌଣସି ଏକ ଖଣିଗର୍ଭରୁ ମିଳିଥ#ଲା ଏବଂ ଭାରତୀୟ ରାଜା,ସାମନ୍ତମାନଙ୍କର ଏବଂ ପରବର୍ତ୍ତୀ କାଳରେ ଭାରତୀୟ ଐଶଯ୍ୱ ର୍୍ୟ ଲୁଣwନକାରୀ ମୋଗଲ ସମ୍ରାଟମାନଙ୍କର ସମ୍ପତ୍ତି ରୂପେ ସେମାନଙ୍କର ହସ୍ତଗତ ହୋଇଥ#ଲା । କେବଳ ଲୁଣwନ ଫଳରେ ହିଁ ଏହା ଭାରତରୁ ବିଦେଶକୁ ଚାଲିଯାଇଥ#ଲାା ପରବର୍ତ୍ତୀ କାଳରେ ପୁଣି ଇଂରେଜ ସରକାର ପଞ୍ଜାବ ଜୟକରି ଏହାକୁ ଲୁଣwନ କରି ନେଇଯାଇଥ#ଲେ, ଏହା ପ୍ରାୟ କେତେ ଶହ ବର୍ଷ ତଳର କଥାା ପୁଣି ଭାରତକୁ ତଥା ଭାରତୀୟ ସାଂସଦ ପକ୍ଷରୁ କୋହିନୂର ହୀରା ଫେରାଇବା ପାଇଁ କେତେଥର ଅନୁରୋଧ ପତ୍ର ପଠାଯାଇଥ#ଲାା ଭାରତ ପୂର୍ଣ୍ଣ ସ୍ୱାଧୀନତା ପାଇ ସାରିବା ପରେ ମଧ୍ୟ ଡକରଫ ସ.ି ଭ.ି ରମଣ କହଥି#ଲେ ଯେ, ଯେପର୍ଯ୍ୟ ନ୍ତ କୋହିନୂର ଭାରତକୁ ଫେରାଇ ନ ଦିଆଯାଇଛି, ସେପର୍ଯ୍ୟନ୍ତ ଭାରତ ପୂର୍ଣ୍ଣ ସ୍ୱାଧୀନତା ଲାଭ କରିଛି ବୋଲି କଦାପି ସ୍ୱୀକାର କରାଯାଇ ପାରିବ ନାହିାଁ ପାକିସ୍ଥାନର ଭୁଟ୍ଟୋଙ୍କ ଦାବି ପରେ ପରେ ଇରାନ୍ ମଧ୍ୟ ବି୍େର ଟନ୍ ପାଖରେ କୋହନି ୂ ର ପାଇ ଁ ନଜି ର ଦାବି ଉପସ୍ଥାପିତ କଲାା ତେବେ ଏଠାରେ ଏତିକି ଉଲ୍ଲେଖଯୋଗ୍ୟ ଯେ, କେବଳ ଆଠବର୍ଷ ଇରାନରେ କୋହିନୂର ଥ#ଲାା ଏପରି ଏକ ସମସ୍ୟାର ସମାଧାନ ଦିଗରେ ବ୍ରିଟେନର
ଚିନ୍ତାଧାରା କ'ଣ ଏବଂ ଏହା କେଉଁ ସ୍ତରରେ ଅଛି, ତାହା ଜଣା ନ ପଡିଲେ ମଧ୍ୟ ଭାରତ ପକ୍ଷରୁ ଏ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କୋହିନୂର ଉପରେ ଖଣ୍ଡେ ପୁସ୍ତକ ପ୍ରକାଶ ପାଇଥ#ଲା ଯହିଁରେ ଏହାର ସମସ୍ତ ଏòତିହ୍ୟ ଉପରେ ଲେଖାଯାଇଥ#ଲା ଏବଂ ଏହା ଭାରତର ସଂପତ୍ତି ବୋଲି ମତ ପ୍ରକାଶ ପାଇଥ#ଲାା ପାକିସ୍ଥାନ କେବଳ ଏ ପ୍ରସଙ୍ଗରେ ତା'ର ଦାବି ଉପସ୍ଥାପିତ କରି କହୁଛି ଯେ, ଇଂରେଜମାନେ ଏହି ହୀରାକୁ ଲାହୋରରେ ଥ#ବା ଦିଲ୍ଲୀପ ସିଂହଙ୍କ ନିକଟରୁ ନେଇଯାଇଥ#ଲେ, ଯେହେତୁ ଲାହୋର ବର୍ତ୍ତମାନ ପାକିସ୍ଥାନର ଅନ୍ତର୍ଭୁକ୍ତ, ତେଣୁ କୋହିନୂର ମଧ୍ୟ ପାକିସ୍ଥାନର ସମ୍ପତ୍ତିା କିନ୍ତୁ ବହୁ ପଛକୁ ଫେରିଲେ ଜଣାପଡେ ଯେ, ହୁମାୟୁନଙ୍କ ପୂର୍ବରୁ କୋହିନୂର ହୀରା , ଗୋଆଲିୟରର ରାଜା ମହାରାଜାମାନଙ୍କର ସମ୍ପତ୍ତି ଥ#ଲାା ଦିଲ୍ଲୀ ତଥା ଆଗ୍ରାରେ ମୋଗଲ ସମ୍ରାଟମାନଙ୍କ ନିକଟରେ ପ୍ରାୟ ୨୧୩ ବର୍ଷ ରହିଥ#ଲା । ପାନିପଥ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ବାବର ଅଧ#କୃତ ଗୋଆଲିୟରର ଶାସନ କାର୍ଯ୍ୟ ପରିଚାଳନା କରିବା ନିମିତ୍ତ ହୁମାୟୁନଙ୍କୁ ନିଯୁକ୍ତି କରିଥ#ଲେ, ପରବର୍ତ୍ତୀ କାଳରେ ଗୋଆଲିୟରର ଶାସନକର୍ତ୍ତା ଏହି ହୀରାକୁ ହୁମାୟୁନଙ୍କ ନିକଟରେ ଭେଟି ସ୍ୱରୂପ ଅର୍ପଣ କରିଥ#ଲୋ ଏହା ମଧ୍ୟ ଶୁଣାଯାଏ ଯେ ଆଲ୍ଲାଉଦ୍ଦିନ ଖିଲିଜ ମାଲବାରର ଶାସନକର୍ତ୍ତାଙ୍କଠାରୁ ଏହି କୋହିନୂରକୁ ନେଇଯାଇଥ#ଲେ ଏବଂ ତତ୍ପରବର୍ତ୍ତୀ କାଳରେ ଏହା ମୋଗଲମାନଙ୍କ ନିକଟକୁ ଆସିଲା । ପୁଣି ପରେ ଏହା ଦିଲ୍ଲୀ, ଆଗ୍ରା, ଗୋଆଲିୟର ଏବଂ ମାଲବାରରେ ରହିଥ#ଲାା ରାଜପୁତମାନଙ୍କ ନିକଟରୁ ଏହା ମୋଗଲମାନଙ୍କ ନିକଟକୁ ଆସିଥ#ବାର ଯଥେଷ୍ଟ ପ୍ରମାଣ ରହିଛି ।
ପୌରାଣିକ
ବହୁ ପୌରାଣିକ କିମ୍ବଦନ୍ତୀରେ ମଧ୍ୟ ଏ ପ୍ରସଙ୍ଗ ଉଲ୍ଲେଖ ରହିଛିା ଗୋଟିଏ କିମ୍ବଦନ୍ତୀ ଅନୁସାରେ ମହାଭାରତର ପ୍ରସିଦ୍ଧ ବୀର ଅଙ୍ଗରାଜ କଣ୍ଣ ର୍ ତାଙ୍କର ଦକ୍ଷଣି ବାଜୁ କାନ୍ଧରେ ଏହି କୋହନି ୂ ରକୁ ଅଳଙ୍କାର ରୂପେ ପରିଧାନ କରୁଥ#ଲେ । ତାଙ୍କର ମୃତୁ୍ୟ ପରେ ଏହା ମଧ୍ୟପ୍ରଦେଶର କୌଣସି ଏକ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥ#ଲା । ଏହି କୋହିନୂରକୁ ଆମର କିମ୍ବଦନ୍ତୀମାନଙ୍କରେ "ସ୍ୟମନ୍ତକ' ମଣି ବୋଲି କୁହାଯାଇଛି, ଆଉ ଏକ ଉପାଖ୍ୟାନରୁ ଜଣାପଡେ ଯେ, ଭଗବାନ ଶ୍ରୀକୃଷ୍ଣ ଜାମ୍ବବାନଙ୍କୁ ଯୁଦ୍ଧରେ ପରାସ୍ତ କରି ଏହା ଲାଭ କରିଥ#ଲୋ ଏ ପ୍ରସଙ୍ଗରେ ଏକ ଲୋକକଥାରୁ ଜଣାପଡେ ଯେ, ଏହା ଯାହାର ସମ୍ପତ୍ତି ରୂପେ ରହିବ, ସେ କେବେହେଲେ ସୁନିଦ୍ରାର ସୁଯୋଗ ପାଇପାରିବ ନାହିାଁ ଯେଉଁ ମୋଗଲ ସମ୍ରାଟମାନେ ଏହି ହୀରାର ଅଧ#କାରୀ ହୋଇଥ#ଲେ, ସେମାନଙ୍କ ଜୀବନର ଶେଷଭାଗ ଦୁଃଖ ଓ ସନ୍ତାପରେ ହିଁ ଅତିବାହିତ ହୋଇଥ#ଲାା ଦିଲ୍ଲୀରେ ମହମ୍ମଦ ଶାହାଙ୍କ ଶାସନ କାଳରେ ନାଦିର ଶାହ ଏହାକୁ ଲୁଣwନ କରି ଇରାନକୁ ନେଇଯାଇଥ#ଲୋ ତାଙ୍କ ପରେ ତାଙ୍କର ଜଣେ ସେନାଧୀଶ ଅହମ୍ମଦ ଶାହ ଅବଦୁଲି ଏହାକୁ ଆଫଗାନିସ୍ଥାନରୁ କାନ୍ଦାହାର ନେଇ ଯାଇଥ#ଲୋ ପରେ ପରେ ଆଫଗାନିସ୍ଥାନରେ ଅରାଜକତା ଘଟିଲା, ଇଂରେଜମାନେ ସେଠାରେ ପହଞ୍ଚିଗଲେ, ଏବଂ ସେଠାକାର ଶାସକ ସୂଜା ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ ନିକଟକୁ ଚାଲିଗଲୋ ସୂଜା ରଣଜିତ ସିଂହଙ୍କୁ କୋହିନୂରକୁ ଭେଟି ସ୍ୱରୂପ ପ୍ରଦାନ କରିଥ#ଲୋ ପରେ ୧୮୪୮ରେ ଏହି ହୀରା ଇଂରେଜମାନଙ୍କ ଅଧ#କାରକୁ ଆସିଲା । ୧୮୫୦ ଜୁନ୍ ୩ରେ ତତ୍କାଳୀନ ଭାରତର ବଡଲାଟ୍ ଡେଲାହାଉସି ମହାରାଣୀ ଭିକ୍ଟୋରିଆଙ୍କୁ ଏହା ଉପହାର ସ୍ୱରୂପ ଲଣ୍ଡନ ପଠାଇ ଦେଇଥ#ଲୋ ୧୮୫୨ରେ ଏହି ହୀରାର ଆକାରରେ ପରିବର୍ତ୍ତନ କରାଯାଇ ଏହାକୁ ଏକ ଅଣ୍ଡାକାର ରୂପ ଦିଆଗଲାା ବ୍ରିଟେନର ଏପରି କାର୍ଯ୍ୟରେ ବହୁ ଆଲୋଚନା ସମାଲୋଚନା ହେଲାା କୁହାଗଲା ଯେ , ଏପରି ଏକ ହୀରକ ଖଣ୍ଡର ବୈଶିଷ୍ଟ୍ୟ ତଥା ଏòତିହ୍ୟ ନଷ୍ଟ କରିବା ଅନୁଚିତ୍ । ବର୍ତ୍ତମାନ ଏହି ହୀରା କେଉଁଠାକୁ ସ୍ଥାନାନ୍ତରିତ ହେଲା, ପୁଣି କେଉଁ ଦେଶ ଏହାର ଅଧ#କାରୀ ହେଲେ , ତାହା ଆଲୋଚ୍ୟ କିନ୍ତୁ ବ୍ରିଟେନ ଏòତିହାସିକମାନେ ନିଃସନ୍ଦେହରେ କହନ୍ତି ଯେ,କୋହିନୂର ହୀରା ଭାରତୀୟ ଏòଶ୍ୱର୍ଯ୍ୟର ପ୍ରତୀକ , କେବଳ ସେତିକି ନୁହେଁ, ଏଥ# ସହିତ ପବିତ୍ର ଭାରତ ଭୂମିର ଏକ ମହାନ୍ ପରମ୍ପରା ତଥା ଏòତିହ୍ୟ ସଂପୃକ୍ତା ଏହାର ଇତିହାସ ଏତେ ସମୃଦ୍ଧ ଯେ, ଏହାକୁ ଆଲୋଚନାକୁ ଆଣିବା ନିମିତ୍ତ "ନାନା ମୁନି ନାନା ମତୟଶୁ ଭିନ୍ନାଃ'ା କେତକ ମତ ଦିଅନ୍ତି ଯେ , ଇତିହାସର ଅମରବୀର ଗୁପ୍ତବଂଶର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ନିକଟରେ ଏହା ଥ#ଲାା ସେ ଯାହା ହେଉନା କାହିଁକି, କୋହିନୂର ହୀରାର ପ୍ରକୃତ ଅଧ#କାରୀ ଭାରତା ଇତିହାସ ପୃଷ୍ଠାରେ ଅଗ୍ନିର ଜ୍ୱଳନ୍ତ ଶିଖା ସଦୃଶ, କୋହିନୂରର ଇତିହାସ ଏହାର ଏòତିହ୍ୟ ମଧ୍ୟଯୁଗରୁ ଉପ#ତ୍ତି ହୋଇଥ#ଲାା ଏ କ୍ଷେତ୍ରରେ ମଧ୍ୟ କେତେକ ଭିନ୍ନମତ ମିଳିଥାଏ, ଗୋଟଏି ମତ ଅନୁ ସାରେ ଚତ୍ୁ ଦ୍ଦର୍ଶ ଶତାବ୍ଦୀରେ ଏହା ଇତହିାସର ଏକ ଅଧ୍ୟାୟକୁ ଆସିବା ପୂର୍ବରୁ ମାଲବାରର ରାଜାଙ୍କ ନିକଟରେ ଥ#ଲାା ଅନ୍ୟ ଏକ ମତରେ ଗୋଆଲିୟରର ରାଜା ହୁମାୟୁନଙ୍କୁ ଏହି ହୀରା ଭେଟି ଦେଇଥ#େ ଲା ପଣୁି ଏକ ମତରେ ଆଲାଉଦ୍ଦନି ଖିଲିଜ ତାଙ୍କର ଦାକ୍ଷିଣାତ୍ୟ ବିଜୟ ସମୟରେ ଏହା ଲାଭ କରିଥ#ଲୋ ତାଙ୍କପରେ ଏହା ତୋଗଲକ, ସୟଦ ତଥା ଲୋଦୀ ବଂଶର ସୁଲତାନମାନଙ୍କ ସମ୍ପତ୍ତି ରୂପେ ରହିଥ#ଲାା ୧୫୨୬ରେ ପାନିପଥ ଯୁଦ୍ଧରେ ବାବର ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରି ଏହି ହୀରାକୁ ନିଜ ଅଧ#କାରକୁ ଆଣିଥ#ଲୋ ତା'ପରେ ଏହା ପରବର୍ତ୍ତୀ ମୋଗଲମାନଙ୍କ ସମ୍ପତ୍ତି ହୋଇ ଚାଲିଲାା ପ୍ରସିଦ୍ଧ ଉର୍ଦ୍ଦୁ ସାହିତି୍ୟକ ତାଙ୍କର ପ୍ରସିଦ୍ଧ ପତ୍ରିକା "କସିସଉଲହିଲ' ରେ ପ୍ରକାଶ କରିଥ#ଲେ ଯେ ବାବର ଦିଲ୍ଲୀ ଅଧ#କାର କରିବା ପରେ ହୁମାୟୁନକୁ ଇବ୍ରାହିମଙ୍କ ମା'ଙ୍କ ପାଖକୁ ପଠାଇ ଦେଇଥ#ଲେ । ସେ ହୁମାୟୁନଙ୍କୁ ଏହି ହୀରା ଭେଟି ଦେଇଥ#ଲୋ ପୂର୍ବୋକ୍ତ କୋଲ୍ଲìର ବିଷୟ ନେଇ ବହୁ ପଣ୍ଡିତ ମତ ଦିଅନ୍ତି ଯେ କୃଷ୍ଣାତଟସ୍ଥ କୋଲ୍ଲìର ଖଣିରୁ ଏହି ହୀରା ଆବିଷ୍କୃତ ହୋଇଥ#ଲା ଏବଂ ୧୬୫୬ରେ ମିରଜୁମଲା ଏହାକୁ ନେଇ ତତ୍କାଳୀନ ବାଦ୍ଶାହାଙ୍କୁ ଦେଇଥ#ଲୋ ପ୍ରସିଦ୍ଧ ଏòତିହାସିକ "ଟେବର ନିୟର' ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ "ଟ୍ରବ୍ଲସ ଇନ୍ ମୋଗଲ ଏମ୍ପାୟାର' ରେ ଏହି କୋହିନୂର ପ୍ରସଙ୍ଗରେ ଏକ ସୁନ୍ଦର ବର୍ଣ୍ଣନା ଦିଅନ୍ତିା ସେତେବେଳେ ଇଂରାଜୀ ମାପ ପ୍ରଣାଳୀ ଅନୁସାରେ ଏହାର ପରିମାଣ ୭୫୬ ତୋଳା ଥ#ଲାା ମୋଗଲ ସମା୍ରଟ ଆଉରଙ୍ଗଜେବ ଟେବରନିୟରଙ୍କୁ ନିମନ୍ତ୍ରଣ କରି ଆଣିଥ#ଲେ ଏବଂ କୋହିନୂରକୁ ଏକ ନୂତନ ରୂପ ଦେବା ନିମିତ୍ତ ଅନୁରୋଧ କରି ଏହି ହୀରା ସହିତ ଅନ୍ୟ ପ୍ରକାରର ବହୁ ହୀରା ଦେଇଥ#ଲୋ ଟେବରନିୟର ଏହି କାର୍ଯ୍ୟରେ ଉତ୍ତମ ଚାତୁର୍ଯ୍ୟ ପ୍ରଦର୍ଶନ କରି ପାରି ନ ଥ#ବାରୁ ମୋଗଲ ସମ୍ରାଟ ରେବିଲଙ୍ଗ୍ଙ୍କ ସମୟରେ ତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡିଥ#ଲାା ଏହାର ଏòତିହ୍ୟ ମଧ୍ୟ ଖୁବ୍ ରୋମାଞ୍ଚକର ଅଟୋ ମୋଗଲ ଶକ୍ତି ବିଧ୍ୱଂସକାରୀ ନାଦିରଶାହ ବାରମ୍ବାର ଦିଲ୍ଲୀରୁ ଐଶ୍ୱର୍ଯ୍ୟ ଲୁଣwନ କରି ତଥା ବିଧ୍ୱସ୍ତ କରି ମଧ୍ୟ କେବଳ ଏହି କୋହିନୂର ନପାଇ ଅନ୍ୟ କୌଣସିରେ ସନ୍ତୁଷ୍ଟ ହୋଇ ପାରିନଥ#ଲୋ ତାଙ୍କର ନିର୍ଦ୍ଦେଶକ୍ରମେ ବାଦଶାହାଙ୍କ ଭଣ୍ଡାରରୁ ସମସ୍ତ ପ୍ରକାର ରନ# ଅଣାଯାଇ ତାଙ୍କ ସମ୍ମୁଖରେ ପ୍ରଦର୍ଶିତ ହୋଇଥ#ଲାା ସେଥ#ରେ ମଧ୍ୟ କୋହିନୂରକୁ ନପାଇ, କିପରି କୋହିନୂର ତାଙ୍କର ହସ୍ତଗତ ହେବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲୋ ଏତିକିବେଳେ ରାଜମହଲର ଜଣେ କର୍ମଚାରୀ ସହିତ ପରାମର୍ଶ କରି ସନ୍ଧାନ ପାଇଲେ ଯେ, କୋହିନୂର ବାଦଶାହଙ୍କ ପଗଡି ମଧ୍ୟରେ ଖଚିତ ହୋଇଥାଏ । ଏ ସନ୍ଧାନ ପାଇବା ପରେ ଏକ କୌଶଳପୂର୍ଣ୍ଣ ଯୋଜନା କରି ଥରେ ଦରବାର ପାଇଁ ପ୍ରସ୍ତାବ ଦେଇ ସେଥ#ରେ ବାଦଶାହାଙ୍କୁ ନିମନ୍ତ୍ରଣ କଲେ । ସେସମୟର ରୀତି ଅନୁଯାୟୀ ଅଭ୍ୟର୍ଥନା ସ୍ୱରୂପ ପରସ୍ପର ନିଜର ପଗଡି ପରିବର୍ତ୍ତନ କଲୋ ବାଦଶାହାଙ୍କ ପଗଡି ଯେମିତି ତାଙ୍କ ନିକଟକୁ ଆସି ଯାଇଛି, ସେ ଉଲ୍ଲାସରେ ଅଧୀର ହୋଇ କୋହିନୂରୁ କୋହିନୂରୁ ବୋଲି ଚିକ#ାର କଲେ, ତାଙ୍କର ସମସ୍ତ ଲୁଣwିତ ଦ୍ରବ୍ୟ ସହିତ ଯେତେବେଳେ ସେ ଦିଲ୍ଲୀରୁ ପାରସ୍ୟ ଅଭିମୁଖେ ଯାତ୍ରା କଲେ, ସେତେବେଳେ କୋହିନୂର ନେବାକୁ ଭୁଲି ନଥ#ଲୋ ୧୭୪୭ରେ ନାଦିରଶାହଙ୍କ ମୃତୁ୍ୟ ପରେ ତାଙ୍କ ପୁତ୍ର ଶାହରୁଖଙ୍କ ଅଧ#କାରକୁ କୋହିନୂର ଆସିଲା । କାନ୍ଦାହାରରେ ଆଶ୍ରୟ ନେଇଥ#ବା ସୁଲତାନ ଅହମ୍ମଦଶାହ ଅବଦଲ ୧୭୫୧ରେ ମିତ୍ରତା ସ୍ଥାପନ କରି ତାଙ୍କଠାରୁ କୋହିନୂର ଲାଭ କରିଥ#ଲୋ ତା'ପରେ ଏହା ତାଙ୍କ ପୁଅ ତିମୁରଙ୍କର ହସ୍ତଗତ ହୋଇଥ#ଲାା ତାଙ୍କ ପରେ ତାଙ୍କର ୨୩ ଜଣ ପୁତ୍ରଙ୍କ ମଧ୍ୟରୁ ଶାହସୁଜାଙ୍କ ପାଖେହିଁ କୋହିନୂର ରହିଲାା କିଛିକାଳ ପରେ ଅବଦଲ ରାଜବଂଶ କାବୁଲରୁ ବିତାଡିତ ହୋଇଥ#ଲୋ ସେସମୟରେ ପଞ୍ଜାବ କେଶରୀ ରଣଜତି ୍ ସଂହି ଖବୁ ଶକ୍ତଶିାଳୀ ହୋଇ ଉଠିଥ#ଲୋ ତାଙ୍କର ଆଶ୍ରୟ ଫଳରେ ଶାହସୁଜା ସେଠାରେ ଅବସ୍ଥାନ କଲେ ଏବଂ ପ୍ରଗାଢ ପ୍ରୀତିର ପ୍ରତିଦାନ ସ୍ୱରୂପ ସାହସୁଜା ତାଙ୍କୁ କୋହିନୂର ଉପହାର ଦେଇଥ#ଲୋ ଶାହସୁଜାଙ୍କର ଏହା ପ୍ରାଣଠାରୁ ବଳି ପ୍ରିୟ ଥ#ଲା । ଉପହାର ଦେବା ସମୟରେ ସେ ଅବଶ୍ୟ କୁଣwାବୋଧ କରିଥ#ଲୋ ଏପରି ଏକ ଉପହାର ମଧ୍ୟ ରଣଜିତଙ୍କର ଖୁବ୍ ପ୍ରିୟ ବ୍ୟବହାର୍ଯ୍ୟ ହୋଇଥ#ଲାା ଏଥ#ପ୍ରତି ତାଙ୍କର ସ୍ନେହ ଓ ବିଶ୍ୱାସ ଜାଗ୍ରତ ହୋଇଥ#ଲାା ଯେତେବେଳେ ସେ କୌଣସି ଅଭିଯାନରେ ବାହାରୁଥ#ଲେ, ତେବେ ଏକ ଶୋଭାଯାତ୍ରାର ବ୍ୟବସ୍ଥା ହେଉଥ#ଲା । ସେଥ#ରେ ସେ କେତେଗୁଡିଏ ଉଷ୍ଟ୍ରଙ୍କୁ ସଜ୍ଜିତ କରି ରଖାଯାଉଥ#ଲା ଏବଂ ପ୍ରତ୍ୟେକ ଉଷ୍ଟ୍ରର ପୃଷ୍ଠଭାଗରେ ବିଭିନ୍ନ ପ୍ରକାର ରନ#ର ଗୋଟିଏ ଗୋଟିଏ ସିନ୍ଦୁକ ରଖାଯାଉଥ#ଲାା ତହିଁ ଭିତରୁ କୌଣସି ଏକ ସିନ୍ଦୁକ ମଧ୍ୟରେ କୋହିନୂରକୁ ସୁରକ୍ଷିତ କରି ରଖାଯାଉଥ#ଲାା ଜଣେ ମାତ୍ର ବିଶ୍ୱସ୍ତ ପାରିଷଦ ତା'ର ଦାୟିତ୍ୱରେ ରହୁଥ#ଲୋ ୧୮୩୯ରେ ରଣଜିତଙ୍କର ଦେହବସାନ ହୋଇଥ#ଲାା ତାହାପରେ ତାଙ୍କର ଉତ୍ତରାଧ#କାରୀମାନଙ୍କ ନିକଟରେ ଏହା ପ୍ରାୟ ଦଶ ବର୍ଷ ପର୍ଯ୍ୟନ୍ତ ରହିଥ#ଲାା ୧୮୪୧ରେ ପଞ୍ଜାବ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସିଲା, ସେହିବର୍ଷ ମାର୍ଚ୍ଚ ୨୯ରେ ଯେଉଁ ସନ୍ଧି ହୋଇଥ#ଲା, ତଦ୍ୱାର କୋହିନୂର ଇଂରେଜମାନଙ୍କ କରଗତ ହେଲା । ସାର୍ ଜନ ଲରେନସ୍ ମହାରାଣୀ ଭିକେଫାରିଆ ଏହା ଭେଟି ସ୍ୱରୂପ ଦେବା ପାଇଁ ଖୁବ ଯନ#ର ସହ ରଖିଥ#ଲୋ ୧୮୫୦ ଜୁନ ୩ ରେ ଲର୍ଡ ଡେଲାହାଉସି ଏହାକୁ ମହାରାଣୀ ଭିକେଫାରିଆଙ୍କୁ ଉପହାର ଦେଇଥ#ଲେ । କଥ#ତ ଅଛି, ଯେପଯ୍ୟର୍ନ୍ତ , ଏହା ଡେଲାହାଉସଙ୍କି ପାଖରେ ଥଲ#ା, ସେପଯ୍ୟର୍ନ୍ତ ସେ ସୁଖ ଶାନ୍ତି ଲାଭ କରିପାରୁନଥ#ଲେ ଏବଂ ତାଙ୍କର ପରମ ଅଶାନ୍ତିର କାରଣ ଥ#ଲା, ଭିକେଫାରିଆଙ୍କୁ ଉପହାର ଦେବାପରେ ଡେଲାହାଉସି ଶାନ୍ତିରେ ନିଃଶ୍ୱାସ ମାରିବାର ସୁଯୋଗ ପାଇଲେ । ଲଣ୍ଡନର ମହାରାଣୀ ଏଲିଜାବେଥଙ୍କ ନିକଟରେ ମଧ୍ୟ ଏହା ବହୁ ବର୍ଷ ଧରି ରହିଥ#ଲା ।
ବିରାଟ ପ୍ରଦର୍ଶନୀ
୧୯୫୨ରେ ଲଣ୍ଡନରେ ଏକ ବିରାଟ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଥ#ଲା । ଏହି ପ୍ରଦର୍ଶନୀର ଶ୍ରେଷ୍ଠ ନିଦର୍ଶନ ଥ#ଲା ଏହି କୋହିନୂରା ଆଜି ମଧ୍ୟ ଭାରତରେ ଏହି ଅମୂଲ୍ୟ ସଂପଦ, ଲଣ୍ଡନର ବୋଲି ପରିଚିତ । ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏହା କୋହିନୂର ବୋଲି କହନ୍ତି, ତେବେ ପୁଣି କେବେ ଏହା ଭାରତର ସମ୍ପତ୍ତିରେ ଗଣାହେବ, ତାହା ଦେଖ#ବାକୁ ରହିଲା ! (ଗୋଟେ ସମୟରେ ଆମ ଓଡିଶାରେ ବହୁ ଏ୍ୟðତିହାସିକ, ଗବେଷକ ସର୍ବଶ୍ରୀ ସୋମନାଥ ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ କେଦାରନାଥ ଗବେଷଣା ପରିଷଦର ସଭ୍ୟବୃନ୍ଦ ଏ କୋହିନୂର ହୀରାର ଇତିହାସ ଉପରେ ଅନେକ ତଥ୍ୟ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ କରିଥ#ଲୋ)
ପାର୍ସୀମାନଙ୍କ ଦ୍ଵାରା ଅଧିଗ୍ରହଣ
ଇଂରେଜମାନଙ୍କ ଦ୍ଵାରା ଅଧିଗ୍ରହଣ
ମାଲିକାନା ବିବାଦ
ଆଧାର
- ↑ "FAQ: Does the Queen own the Royal Collection?". Royal Collection Trust. Retrieved 30 December 2015.
ବାହାର ତଥ୍ୟ
- Works related to the Koh-i-Noor at Wikisource
- The Koh-i-Noor Diamond at h2g2