Jump to content

ୟୁନେସ୍କୋ

ଉଇକିପିଡ଼ିଆ‌ରୁ
୧୫:୨୨, ୮ ଡିସେମ୍ବର ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) (ୟୁନେସ୍କୋ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

United Nations Educational, Scientific and Cultural Organization
ସଙ୍ଗଠନSpecialized Agency
AcronymsUNESCO
ONUÉSC
ମୂଖ୍ୟIrina Bokova
Director-General of UNESCO
ସ୍ଥିତିସଚଳ
ପ୍ରତିଷ୍ଠା୧୬ ନଭେମ୍ବର ୧୯୪୫
ମୂଖ୍ୟ କାର୍ଯ୍ୟାଳୟପ୍ୟାରିସ, ଫ୍ରାନ୍ସ
ୱେବସାଇଟUNESCO.org

୧୯୪୫ ନଭେମ୍ବର ୧୬ ରେ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ ୟୁନେସ୍କୋ ପ୍ରତିଷ୍ଠା କରାଯାଇଥିଲା । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ । []ତା'ଛଡା ସାମାଜିକ ନ୍ୟାୟ, ମାନବିକ ଅଧିକାର, ସୁରକ୍ଷା ଓ ମୌଳିକ ଅଧିକାର ପାଇଁ ମଧ୍ୟ ସଙ୍ଗଠନ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟ ହେଉଛି ୧୯୫ ।[] ପ୍ରତ୍ୟେକ ଦେଶରେ ଏହାର ଜାତୀୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତା'ଛଡା ସାକ୍ଷାରତା ପ୍ରଯୁକ୍ତିବିଦ୍ୟା,ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ,ଗଣମାଧ୍ୟମର ସ୍ଵାଧୀନତା ଓ ସାଂସ୍କୃତିକ ବିବିଧତାର ବିକାଶ , ସାହିତ୍ୟ କୃତିର ଅନୁବାଦ ଏବଂ ବିଶ୍ଵ ଓ ସାଂସ୍କୃତିକ କେନ୍ଦ୍ର ତଥା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି । []

ଇତିହାସ

ଆଧାର

  1. "UNESCO History". www.unesco.org. Retrieved 23 April 2010.
  2. UNESCO’s General Conference voted on the 31st October 2011 ''to admit Palestine as a Member State''. However it notes that for ''its membership to take effect, Palestine must sign and ratify UNESCO’s Constitution''. "UNESCO » Media Services » General Conference admits Palestine as UNESCO Member State". Portal.unesco.org. Retrieved 31 October 2011.
  3. "Introducing UNESCO". Unesco.org. Retrieved 2011-08-08.

ବାହାର ତଥ୍ୟ