ବିଲ୍ବମଙ୍ଗଳ

ଉଇକିପିଡ଼ିଆ‌ରୁ
ବିଲ୍ୱମଙ୍ଗଳ

ବିଲ୍ୱମଙ୍ଗଳ, ଆଘା ହଷର କାଶ୍ମିରୀଙ୍କଦ୍ୱାରା ଲେଖା ଯାଇଥିବା ଉର୍ଦ୍ଦୁ ଅଭିନୟ । ଏହା ପ୍ରଥମେ ୧୯୧୫ରେ ପ୍ରକାଶ ପାଇଥିଲା ।[୧]

୧୯୧୯ରେ ଏଲଫିନଷ୍ଟୋନ ବାଇସ୍କୋପ ବ୍ୟାନରରେ ଏହା ଯେ.ଏଫ ମଦନଙ୍କଦ୍ୱାରା ପ୍ରଯୋଜିତ ହୋଇଥିବା ଏକ ଚୁପଚାପ ସିନେମାରେ କରାଯାଇଥିଲା ।[୨] ବ୍ରିଟାନିକା ଜ୍ଞାନକୋଷରେ ଏହାକୁ "ଏକ କବିର ସାମାଜିକ ଜୀବନ ଯାହାକି ଏକ ବେଶ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା" ଭାବେ ବର୍ଣ୍ଣନା କରିଛି ।[୩]

ଆଧାର[ସମ୍ପାଦନା]

  1. Samiuddin, Abida (1 August 2007). Encyclopaedic Dictionary Of Urdu Literature (2 Vols. Set). Global Vision Publishing Ho. p. 337. ISBN 978-81-8220-191-0. Retrieved 3 October 2012.
  2. Abel, Richard (12 January 2005). Encyclopedia of Early Cinema. Taylor & Francis. p. 580. ISBN 978-0-415-23440-5. Retrieved 3 October 2012.
  3. "Bilwa Mangal". Encyclopedia Britannica. Retrieved 3 October 2012.