ବିନ୍ଦୁ
Appearance
ଜ୍ୟାମିତିରେ ବିନ୍ଦୁ ଏକ ସଂଜ୍ଞାବିହୀନ ଶବ୍ଦ । ଏହାକୁ ଏକ ସ୍ୱୀକାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି ଓ ଏହା ଆଧାରରେ ଅନ୍ୟ ତତ୍ତ୍ୱର ବ୍ୟାଖ୍ୟା କରାଯାଏ । ଜ୍ୟାମିତିରେ ବିନ୍ଦୁ ହେଉଛି ଶୂନ୍ୟ-ବିମୀୟ (zero-dimensional) ଯାହାର କ୍ଷେତ୍ରଫଳ, ଘନଫଳ, ଲମ୍ବ ନଥାଏ କିମ୍ବା ଅନ୍ୟ କୌଣସି ବହୁ-ଆୟାମୀ (higher-dimensional) ବସ୍ତୁର ଅନୁରୂପ ହୋଇନଥାଏ ।
ୟୁକ୍ଲିଡୀୟ ଜ୍ୟାମିତିରେ ବିନ୍ଦୁ
[ସମ୍ପାଦନା]ୟୁକ୍ଲିଡୀୟ ଜ୍ୟାମିତି ଅନୁସାରେ "ଏହାର ଅବସ୍ଥିତି ଅଛି, କିନ୍ତୁ ବ୍ୟାପ୍ତି ନାହିଁ" ।
ଅନ୍ୟାନ୍ୟ ବ୍ୟାଖ୍ୟା
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Points (mathematics)
ବାବଦରେ ମାଧ୍ୟମ ରହିଛି ।
- Definition of Point with interactive applet
- Points definition pages, with interactive animations that are also useful in a classroom setting. Math Open Reference
- Point, PlanetMath.org.
- Weisstein, Eric W., "Point", MathWorld.