ବିନ୍ଦିୟା କବିର

ଉଇକିପିଡ଼ିଆ‌ରୁ
ବିନ୍ଦିୟା କବିର
বিন্দিয়া কবির
ଜନ୍ମ
ବିନ୍ଦୀ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪ - ଏବେଯାଏଁ

ବିନ୍ଦିୟା କବିର ଜଣେ ବାଂଲାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ।[୧] ୨୦୧୪ ମସିହାରେ ସେ ଜି. ସରକାରଙ୍କ ନିର୍ଦ୍ଦେଶିତ କଥାଚିତ୍ର ଜାନ୍ ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨] ତାଙ୍କର ପରବର୍ତ୍ତୀ କଥାଚିତ୍ର ଥିଲା, ଦବଙ୍ଗ ଯେଉଁଥିରେ ସେ ଅଭିନେତା ଜୟେଦ ଖାନ୍‌ଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଜୟେଦଙ୍କ ସହିତ ତାଙ୍କର ଏକ ଅଶ୍ଳୀଳ ଦୃଶ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା ।[୩]

ପିଲାଦିନରୁ ସେ ଉଦୀଚି ଶିଳ୍ପଗୋଷ୍ଠୀ ନାମକ ଏକ ବଙ୍ଗଳାଦେଶୀ ସାଂସ୍କୃତିକ ବିବ୍ୟାଳୟରୁ ନୃତ୍ୟ ଓ ସଙ୍ଗୀତର ତାମିଲ ନେଇଥିଲେ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୪ ଜାନ୍ ପ୍ରଥମ କଥାଚିତ୍ର
୨୦୧୪ ଦବଙ୍ଗ
୨୦୧୫ ମର୍ଡର ୨
୨୦୧୭ ମସ୍ତାନ ଓ ପୋଲିସ

ଆଧାର[ସମ୍ପାଦନା]

  1. "কোনো অশ্লীল দৃশ্যে অভিনয় করিনি : বিন্দিয়া". NTV Online. Retrieved 18 November 2022.
  2. ୨.୦ ୨.୧ জনকণ্ঠ, দৈনিক. "এই সময়ে চিত্রনায়িকা বিন্দিয়া কবির". দৈনিক জনকণ্ঠ || Daily Janakantha (in ଇଂରାଜୀ). Retrieved 2022-11-18.
  3. "Actress Bindiya biography". bmdb.com (in Bengali). Retrieved 17 January 2018.