ବିଧୁଭୂଷଣ ପ୍ରହରାଜ
ଦେଖଣା
(ବିଧୁ ଭୂଷଣ ପ୍ରହରାଜରୁ ଲେଉଟି ଆସିଛି)
ବିଧୁଭୂଷଣ ପ୍ରହରାଜ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | କାହ୍ନୁ ଚରଣ ଲେଙ୍କା |
ପର ଅଧିକାରୀ | ଧର୍ମାନନ୍ଦ ବେହେରା |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର-କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଜାନୁଆରୀ ୧୯୫୨ |
ମୃତ୍ୟୁ | ୩୧ ଅଗଷ୍ଟ ୨୦୧୫ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଚାରୁଲତା ପ୍ରହରାଜ |
ବାପା/ବୋଉ | ବୀରକିଶୋର ପ୍ରହରାଜ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିଧୁଭୂଷଣ ପ୍ରହରାଜ (୧୮ ଜାନୁଆରୀ ୧୯୫୨- ୩୧ ଅଗଷ୍ଟ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିଧୁ ଭୂଷଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଧୁଭୂଷଣ ପ୍ରହରାଜ ୧୯୫୨ ମସିହାର ଜାନୁଆରୀ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରକିଶୋର ପ୍ରହରାଜ ଏବଂ ପତ୍ନୀଙ୍କ ନାମ ଚାରୁଲତା ପ୍ରହରାଜ ।[୧] ବିଧୁ ଭୂଷଣଙ୍କର ଶିକ୍ଷାଗତ ଯୋଗ୍ୟତା ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଧୁଭୂଷଣ ପ୍ରହରାଜ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ମୃତ୍ୟୁ
[ସମ୍ପାଦନା]ବିଧୁଭୂଷଣ ୨୦୧୫ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Bidhubhusan Praharaj". odishaassembly.nic.in. Odisha Assembly. Retrieved 18 February 2020.
{{cite web}}
: Cite has empty unknown parameter:|dead-url=
(help) - ↑ "ପୂର୍ବତନ ବିଧାୟକ ବିଧୁ ଭୂଷଣ ପ୍ରହରାଜଙ୍କ ପରଲୋକ". ଧରିତ୍ରୀ. Retrieved 20 November 2020.
{{cite news}}
: Cite has empty unknown parameter:|1=
(help)