ବିଧୁଭୂଷଣ ପ୍ରହରାଜ

ଉଇକିପିଡ଼ିଆ‌ରୁ
ବିଧୁଭୂଷଣ ପ୍ରହରାଜ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀକାହ୍ନୁ ଚରଣ ଲେଙ୍କା
ପର ଅଧିକାରୀଧର୍ମାନନ୍ଦ ବେହେରା
ନିର୍ବାଚନ ମଣ୍ଡଳୀଚୌଦ୍ୱାର-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-01-18)୧୮ ଜାନୁଆରୀ ୧୯୫୨
ମୃତ୍ୟୁ୩୧ ଅଗଷ୍ଟ ୨୦୧୫(2015-08-31) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଚାରୁଲତା ପ୍ରହରାଜ
ବାପା/ବୋଉବୀରକିଶୋର ପ୍ରହରାଜ (ବାପା)
ବୃତ୍ତିରାଜନୀତିଜ୍ଞ

ବିଧୁଭୂଷଣ ପ୍ରହରାଜ (୧୮ ଜାନୁଆରୀ ୧୯୫୨- ୩୧ ଅଗଷ୍ଟ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିଧୁ ଭୂଷଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଧୁଭୂଷଣ ପ୍ରହରାଜ ୧୯୫୨ ମସିହାର ଜାନୁଆରୀ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରକିଶୋର ପ୍ରହରାଜ ଏବଂ ପତ୍ନୀଙ୍କ ନାମ ଚାରୁଲତା ପ୍ରହରାଜ ।[୧] ବିଧୁ ଭୂଷଣଙ୍କର ଶିକ୍ଷାଗତ ଯୋଗ୍ୟତା ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଧୁଭୂଷଣ ପ୍ରହରାଜ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ମୃତ୍ୟୁ[ସମ୍ପାଦନା]

ବିଧୁଭୂଷଣ ୨୦୧୫ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Bidhubhusan Praharaj". odishaassembly.nic.in. Odisha Assembly. Retrieved 18 February 2020. {{cite web}}: Cite has empty unknown parameter: |dead-url= (help)
  2. "ପୂର୍ବତନ ବିଧାୟକ ବିଧୁ ଭୂଷଣ ପ୍ରହରାଜ‌ଙ୍କ ପରଲୋକ". ଧରିତ୍ରୀ. Retrieved 20 November 2020. {{cite news}}: Cite has empty unknown parameter: |1= (help)