Jump to content

ବିଦ୍ୟୁତ୍ ବିଭବ

ଉଇକିପିଡ଼ିଆ‌ରୁ
(ବିଦ୍ୟୁତ ବିଭବରୁ ଲେଉଟି ଆସିଛି)

ଗୋଟିଏ ବୈଦୁତିକ କ୍ଷେତ୍ର ଏକ ଧନାତ୍ମକ ଚାର୍ଜକୁ ଅନନ୍ତ ଦୂରତାରୁ ସେହି ବିନ୍ଦୁ ପର୍ଯ୍ୟନ୍ତ ଆଣିବା ପାଇଁ ଯେତିକି କାର୍ଯ୍ୟ କରିଥାଏ, ତା'କୁ ବିଦ୍ୟୁତ୍ ବିଭବ ବା ଇଲେକ୍‌ଟ୍ରିକ୍ ପୋଟେନ୍‌ସିଆଲ୍ କୁହାଯାଏ ।

ସ୍ଥିର ବିଦ୍ୟୁତ

[ସମ୍ପାଦନା]

ଯଦି ଏକ ସ୍ଥିର ବୈଦୁତିକ କ୍ଷେତ୍ର Eଠାରେ r ଏକ ବିନ୍ଦୁ ହୁଏ, ତେବେ ସେହି ବିନ୍ଦୁରେ 'ବିଦ୍ୟୁତ୍ ବିଭବ' ଏହାର ଲାଇନ୍ ଇଣ୍ଟିଗ୍ରାଲ୍ଦ୍ୱାରା ନିର୍ଣ୍ଣୟ କରାଯିବ –

ଏଠାରେ C ହେଉଛି ଏକ ଅନିର୍ଦ୍ଧିଷ୍ଟ ପଥ (arbitrary path), ଯାହାକି 'ଜିରୋ ବିଭବ' (zero potential)ରେ ଥିବା ଏକ ବିନ୍ଦୁକୁ r ସହ ଯୋଗ କରେ । ଯେତେବେଳେ କର୍ଲ୍ (curl) × E ଶୁନ ହୁଏ, ଉପରୋକ୍ତ line integral ଆଉ C ପଥ ଉପରେ ନିର୍ଭରଶୀଳ ହୋଇ ନରହି କେବଳ ଅନ୍ତିମ-ବିନ୍ଦୁ ଗୁଡ଼ିକ (endpoints) ଉପରେ ନିର୍ଭର କରେ । ଏହି ପରିପ୍ରେକ୍ଷୀରେ, ବୈଦୁତିକ-କ୍ଷେତ୍ରଟି ବିଭବ(ପୋଟେନ୍‌ସିଆଲ୍)ର ଗ୍ରାଡ଼ିଏଣ୍ଟ (gradient) ଉପରେ ନିର୍ଭର କରେ:

ତା'ହେଲେ ବର୍ତ୍ତମାନ, ଗସ୍‌ଙ୍କ ନିୟମ ଅନୁସାରେ, ପୋଟେନ୍‌ସିଆଲ୍ ପଏଜନ୍‌ଙ୍କ ସମୀକରଣକୁ satisfy କରୁଛି:

ଏଠାରେ ρ ହେଉଛି total charge density ଏବଂ · ଡାଇଭର୍ଜେନ୍ସ (divergence)କୁ ସୁଚାଏ ।

ପଏଣ୍ଟ ଚାର୍ଜ ଯୋଗୁଁ ସୃଷ୍ଟ ବିଦ୍ୟୁତ ବିଭବ

[ସମ୍ପାଦନା]
The electric potential created by a charge Q is V=Q/(4πεor). Different values of Q will make different values of electric potential V (shown in the image).

ଚାର୍ଜଠାରୁ r ଦୁରତ୍ୱରେ, ଗୋଟିଏ ପଏଣ୍ଟ ଚାର୍ଜ Q ଯୋଗୁଁ ସୃଷ୍ଟ ବିଦ୍ୟୁତ ବିଭବକୁ ଆମେ ଲେଖିପାରିବା ଯେ:

ଏଠାରେ ε0 ହେଉଛି ଏକ ବୈଦୁତିକ ସ୍ଥିରାଙ୍କ (permittivity of vacuum) । ଏହାକୁ 'କୁଲମ୍ବଙ୍କ ବିଭବ' (Coulomb potential) କୁହାଯାଏ ।

ଚଳ ବିଦ୍ୟୁତ

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  • Griffiths, David J. (1998). Introduction to Electrodynamics (3rd. ed.). Prentice Hall. ISBN 0-13-805326-X.
  • Jackson, John David (1999). Classical Electrodynamics (3rd. ed.). USA: John Wiley & Sons, Inc. ISBN 978-0-471-30932-1.
  • Wangsness, Roald K. (1986). Electromagnetic Fields (2nd., Revised, illustrated ed.). Wiley. ISBN 978-0-471-81186-2.