ବିଦ୍ୟୁତ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ବିଦ୍ୟୁତ୍ ଏକ ଭୌତିକ ପରିଘଟଣା ଯାହା ବିଦ୍ୟୁତିକ ଚାର୍ଜ୍ର ଉପସ୍ଥିତି ଏବଂ ପ୍ରବାହ ଉପରେ ସମ୍ବନ୍ଧିତ ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ଘଟଣା ଯେପରିକି ବିଜୁଳୀ ଚଡକ , ସ୍ଥିଥିୟ ବିଦ୍ୟୁତ୍, ବିଦ୍ୟୁତିଚୁମ୍ବକିୟା ପ୍ରେରଣ ଏବଂ ବିଦ୍ୟୁତ୍ ପ୍ରବାହ ସହ ସମ୍ବନ୍ଧିତ. ଏହା ଛଡା ବିଦ୍ୟୁତ୍ଦ୍ୱାରା ବିଦ୍ୟୁତିଚୁମ୍ବକିୟା ବିକିରଣ ଯେପରିକି ରେଡିଓ ତରଙ୍ଗର ଗଠନ ଏବଂ ଗ୍ରହଣ ହେଇ ପାରିବ।
ବିଦ୍ୟୁତ୍ ଚାର୍ଜ୍ ଏକ ବିଦ୍ୟୁତିଚୁମ୍ବକିୟା କ୍ଷେତ୍ର ଗଠନ କରେ ଯାହା ଅନ୍ୟ ଚାର୍ଜ୍କୁ ପ୍ରଭାବିତ କରି ପାରେ।