ବାଲ ଧୁରୀ

ଉଇକିପିଡ଼ିଆ‌ରୁ
ବାଲ ଧୁରୀ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ବୈବାହିକ-ସାଥୀଜୟଶ୍ରୀ ଗଡ଼କର

ବାଲ ଧୁରୀ ଜଣେ ଭାରତୀୟ ଅଭିନେତା, ଯିଏକି ମରାଠୀ ଥିଏଟରରେ କାମ କରିବା ସହିତ ମରାଠୀ ଓ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଆଦିରେ ଅଭିନୟ କରିଛନ୍ତି । ସେ ଜଣାଶୁଣା ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଜୟଶ୍ରୀ ଗଡକରଙ୍କୁ ବିବାହ କରିଥିଲେ । ରାମାନନ୍ଦ ସାଗରଙ୍କ ପୌରାଣିକ ଟିଭି ଧାରାବାହିକ ରାମାୟଣରେ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେଉଁ ତାଙ୍କ ପତ୍ନୀ ଜୟଶ୍ରୀ କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ତେରେ ମେରେ ସପ୍ନେରେ ଅଭିନୟ କରିଥିଲେ ।[୧]

ସଙ୍ଗୀତ ବରାଦ ନାମକ ଏକ ଗୀତିନାଟ୍ୟ ଜରିଆରେ ସେ ଜଣାଶୁଣା ଅଭିନେତା ଶିବାଜୀ ଶତନାମଙ୍କୁ ଲୋକଲୋଚନକୁ ଆଣିଥିଲେ ।[୨]

ଅଭିନୀତ କଥାଚିତ୍ର/ଧାରାବାହିକ[ସମ୍ପାଦନା]

ବର୍ଷ ଶୀର୍ଷକ ଭୂମିକା ପ୍ରକାର ଭାଷା
ଦେବଚିୟେ ଦ୍ୱାରୀ କଥାଚିତ୍ର ମରାଠୀ
ପହୁନି କଥାଚିତ୍ର ମରାଠୀ
ରାଜା ପାଣ୍ଡାରିଚା[୩] କଥାଚିତ୍ର ମରାଠୀ
ସାସର ମହେର କଥାଚିତ୍ର ମରାଠୀ
୧୯୭୬ ଜୟ ବଜରଙ୍ଗ ବାଲି କଥାଚିତ୍ର ହିନ୍ଦୀ
୧୯୮୧ ସୂନ ମାଜି ଲକ୍ଷ୍ମୀ କଥାଚିତ୍ର ମରାଠୀ
୧୯୮୬ ରମାୟଣ ଦଶରଥ ଟିଭି ଧାରାବାହିକ ହିନ୍ଦୀ
୧୯୮୮ ପଣ୍ଡାରିଚି ୱାରି କଥାଚିତ୍ର ମରାଠୀ
୧୯୮୯ ଇଶ୍ୱର କଥାଚିତ୍ର ହିନ୍ଦୀ
ସତ୍ୟବାଦି ରାଜା ହରିଶ୍ଚନ୍ଦ୍ର[୪] କଥାଚିତ୍ର ଗୁଜରାଟୀ
୧୯୯୦ ସଉତେନ୍ କି ବେଟି କଥାଚିତ୍ର ହିନ୍ଦୀ
ଦରୋଦେ ଖୋର କଥାଚିତ୍ର ମରାଠୀ
୧୯୯୧ ମୁମ୍ବାଇ ତେ ମରିସସ୍ କଥାଚିତ୍ର ମରାଠୀ
୧୯୯୪ ମହାନ ମରାଠା ବାଲାଜୀ ବାଜି ରାଓ ଟିଭି ଧାରାବାହିକ ହିନ୍ଦୀ
୧୯୯୬ ତେରେ ମେରେ ସପ୍ନେ ରାମ ସିଂ କଥାଚିତ୍ର ହିନ୍ଦୀ
୨୦୦୦ ଆଶି ଆସାଭି ସାସୁ କଥାଚିତ୍ର ମରାଠୀ
ଚିମାନି ପଖର କଥାଚିତ୍ର ମରାଠୀ
୨୦୦୬ ହିରାଭା କୁଙ୍କୁ କଥାଚିତ୍ର ମରାଠୀ
୨୦୦୭ ବନ୍ଧ ପ୍ରେମଚେ କଥାଚିତ୍ର ମରାଠୀ
ତିଘି କଥାଚିତ୍ର ମରାଠୀ
ମେହେର ମାଝେ ହେ ପନ୍ଦରପୁର[୫] କଥାଚିତ୍ର ମରାଠୀ
୨୦୦୮ ଆଶି ହି ଭାଉଜ କଥାଚିତ୍ର ମରାଠୀ
୨୦୧୦ ଖୁର୍ଚି ସମ୍ରାଟ କଥାଚିତ୍ର ମରାଠୀ
୨୦୧୧ ସଦରକ୍ଷନାୟ ବସନ୍ତ ପଣ୍ଡିତ କଥାଚିତ୍ର ମରାଠୀ

ଆଧାର[ସମ୍ପାଦନା]

  1. "Legends Of Marathi Cinema - Jayshree Gadkar". Archived from the original on 2 December 2013. Retrieved 13 March 2013.
  2. "Amazon.com". Retrieved 13 March 2013.
  3. "Raja Pandharicha". Youtube. Retrieved 8 June 2013.
  4. "Satyavadi Raja Harishchandra". Youtube. Retrieved 8 June 2013.
  5. "Maher Majhe He Pandharpur". Youtube. Retrieved 8 June 2013.

ବାହାର ଲିଙ୍କ୍[ସମ୍ପାଦନା]