ବାଲୁଶାହି
Appearance
ଅନ୍ୟ ନାମ | ବାଲଶାହି, ବାଦୁଶା |
---|---|
ପରଷା | ମିଠା |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ତେଲେଙ୍ଗାନା |
ପରଷିବା ଉତ୍ତାପ | ଗରମ |
ମୁଖ୍ୟ ଉପାଦାନ | ମଇଦା, ଚିନି, ବଟର/ଘିଅ |
|
ବାଲୁଶାହି ଭାରତୀୟ ଉପ-ମହାଦ୍ୱୀପର ଏକ ପାରମ୍ପରିକ ମିଠା ଅଟେ; ଭାରତୀୟ ବ୍ୟଞ୍ଜନ, ପାକିସ୍ତାନୀ ବ୍ୟଞ୍ଜନ, ନେପାଳୀ ବ୍ୟଞ୍ଜନ ଏବଂ ବଙ୍ଗଳାଦେଶ ବ୍ୟଞ୍ଜନ ରୂପେ ଏହା ଲୋକପ୍ରିୟ ଅଟେ । ଏହା ଦକ୍ଷିଣ ବିହାରର ହର୍ଣ୍ଣାଟର ଏକ ପ୍ରସିଦ୍ଧ ମିଠା ଅଟେ । ଏହା ମୁଖ୍ୟତଃ ଦକ୍ଷିଣ ଭାରତରେ ଗଢଣୀ ଏବଂ ସ୍ୱାଦରେ ଅଲଗା ଅଟେ , ଏକ ସମାନ ପେଷ୍ଟ୍ରିକୁ ବୁଦଶାହ ନାମରେ ଜଣାଯାଇଥାଏ ।
ପରିବର୍ତ୍ତନ
[ସମ୍ପାଦନା]ବାଲୁଶାହି
[ସମ୍ପାଦନା]ବାଲୁଶାହି ସାଧାରଣତଃ ମଇଦାରୁ ପ୍ରସ୍ତୁତ ହୋଇଥାଏ ।, ଏବଂ ବଟରରେ ସ୍ପଷ୍ଟୀକରଣ ଓ ଘିଅରୁ ଛଣା ହୋଇ ପ୍ରସ୍ତୁତ ହୋଇଥାଏ ପରେ ଚିନି ଶିରାରେ ମିଶା ଯାଇଥାଏ ।[୧]
-
ବାଲୁଶାହି
-
ବାଲୁଶାହି
-
ବାଲୁଶାହି
ବାଦୁଶା
[ସମ୍ପାଦନା]ବାଦୁଶା (ବାଲୁଶା ମଧ୍ୟ କୁହାଯାଏ) ; ମଇଦା, ଘିଅ ଏବଂ ବେକିଂ ପାଉଡରରୁ ପ୍ରସ୍ତୁତ ହୋଇଥାଏ । ଅଳ୍ପ ଆଞ୍ଚରେ ଛଣା ଯାଇ ଚିନିର ଏକ ମୋଟା ଶିରାରୁ ପ୍ରସ୍ତୁତ ହୋଇଥାଏ । ବଦଶାହ; ଆନ୍ଧ୍ରପ୍ରଦେଶ, କେରଳ, କାର୍ଣ୍ଣାଟକ ଏବଂ ତାମିଲନାଡୁର ମିଠା ଦୋକାନରେ ବିକ୍ରୟ କରାଯାଏ ।
-
ବାଦୁଶା
-
ବାଦୁଶା
-
ବାଦୁଶା
ଆଧାର
[ସମ୍ପାଦନା]- ↑ Glenn Rinsky and Laura Halpin Rinsky (2008). The Pastry Chef's Companion: A Comprehensive Resource Guide for the Baking and Pastry Professional. John Wiley and Sons. ISBN 978-0-470-00955-0.