ବାଲୁଶାହି

ଉଇକିପିଡ଼ିଆ‌ରୁ
ବାଲୁଶାହି
ଅନ୍ୟ ନାମବାଲଶାହି, ବାଦୁଶା
ପରଷାମିଠା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟତେଲେଙ୍ଗାନା
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନମଇଦା, ଚିନି, ବଟର/ଘିଅ

ବାଲୁଶାହି ଭାରତୀୟ ଉପ-ମହାଦ୍ୱୀପର ଏକ ପାରମ୍ପରିକ ମିଠା ଅଟେ; ଭାରତୀୟ ବ୍ୟଞ୍ଜନ, ପାକିସ୍ତାନୀ ବ୍ୟଞ୍ଜନ, ନେପାଳୀ ବ୍ୟଞ୍ଜନ ଏବଂ ବଙ୍ଗଳାଦେଶ ବ୍ୟଞ୍ଜନ ରୂପେ ଏହା ଲୋକପ୍ରିୟ ଅଟେ । ଏହା ଦକ୍ଷିଣ ବିହାରର ହର୍ଣ୍ଣାଟର ଏକ ପ୍ରସିଦ୍ଧ ମିଠା ଅଟେ । ଏହା ମୁଖ୍ୟତଃ ଦକ୍ଷିଣ ଭାରତରେ ଗଢଣୀ ଏବଂ ସ୍ୱାଦରେ ଅଲଗା ଅଟେ , ଏକ ସମାନ ପେଷ୍ଟ୍ରିକୁ ବୁଦଶାହ ନାମରେ ଜଣାଯାଇଥାଏ ।

ପରିବର୍ତ୍ତନ[ସମ୍ପାଦନା]

ବାଲୁଶାହି[ସମ୍ପାଦନା]

ବାଲୁଶାହି ସାଧାରଣତଃ ମଇଦାରୁ ପ୍ରସ୍ତୁତ ହୋଇଥାଏ ।, ଏବଂ ବଟରରେ ସ୍ପଷ୍ଟୀକରଣ ଓ ଘିଅରୁ ଛଣା ହୋଇ ପ୍ରସ୍ତୁତ ହୋଇଥାଏ ପରେ ଚିନି ଶିରାରେ ମିଶା ଯାଇଥାଏ ।[୧]

ବାଦୁଶା[ସମ୍ପାଦନା]

ବାଦୁଶା (ବାଲୁଶା ମଧ୍ୟ କୁହାଯାଏ) ; ମଇଦା, ଘିଅ ଏବଂ ବେକିଂ ପାଉଡରରୁ ପ୍ରସ୍ତୁତ ହୋଇଥାଏ । ଅଳ୍ପ ଆଞ୍ଚରେ ଛଣା ଯାଇ ଚିନିର ଏକ ମୋଟା ଶିରାରୁ ପ୍ରସ୍ତୁତ ହୋଇଥାଏ । ବଦଶାହ; ଆନ୍ଧ୍ରପ୍ରଦେଶ, କେରଳ, କାର୍ଣ୍ଣାଟକ ଏବଂ ତାମିଲନାଡୁର ମିଠା ଦୋକାନରେ ବିକ୍ରୟ କରାଯାଏ ।

ଆଧାର[ସମ୍ପାଦନା]

  1. Glenn Rinsky and Laura Halpin Rinsky (2008). The Pastry Chef's Companion: A Comprehensive Resource Guide for the Baking and Pastry Professional. John Wiley and Sons. ISBN 978-0-470-00955-0.